ନୂଆବର୍ଷ ରେ ଗାଁ ପିଲା ” ଭୋଜି ଖାଇଲ ବାସନ ମାଜ ” || Odia Comedy… ଭିଡ଼ିଓ ଦେଖିଲେ ହସି ହସି ଗାଡ଼ିଯିବେ || Mr Dhenkanalia

ବର୍ତ୍ତମାନ ପ୍ରାୟ ବୁଢ଼ା ଠାରୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ଯୋଡ଼ିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡିଓ ସବୁ ଆସିଥାଏ ,ତା ମଧ୍ୟରେ କେତେକ ଶିକ୍ଷଣୀୟ ହୋଇଥାଏ ତ କେତେକ ଭିଡିଓ ଆମକୁ ବହୁତ କଷ୍ଟ ଦେଇଥାଏ ତ ପୁଣି କେତେକ ଭିଡିଓ ଆମକୁ ବହୁତ ହସାଇ ଥାଏ ତାହା ଆମର କମେଡ଼ି ଭିଡିଓ ସବୁ ଥାଏ ।କିନ୍ତୁ ସବୁଠାରୁ ଅଧିକ ଲୋକମାନେ କମେଡ଼ି ଭିଡିଓ କୁ ଦେଖିବାକୁ ପସନ୍ଦ କରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି କେତେକ ଭାଇରଲ କମେଡ଼ି ଭିଡିଓ ବିଷୟ ରେ ଜଣେଇବୁ ଯାହା ଜାଣିବା ପରେ ଆପଣ ହସି ହସି ବେଦମ ହୋଇଯିବେ।

ତେବେ ବନ୍ଧୁଗଣ ଆପଣ ମାନେ ଅନେକ କମେଡି ୟୁ ଟ୍ୟୁବ ଚେନାଲ ମଧ୍ୟ ଦେଖିବାକୁ ପାଉଥିବେ। ତେବେ ତା ମଧ୍ୟରେ ଗୋଟିଏ ଚେନାଲ ରହିଛି ଯେଉଁ ଥିରେ ଗାଁ ପିଲା ଙ୍କୁ ନେଇ ଖୁବ କମେଡି ହୋଇଥାଏ ଏବଂ ଲୋକଙ୍କୁ ହସାଇ ଥାଏ। ତେବେ ଆମେ ଆଜି ଆପଣ ଙ୍କୁ ନୂଆ ବର୍ଷ ଉପଲକ୍ଷେ ଏକ ଭୋଜି କମେଡି ଭିଡ଼ିଓ ବିଷୟ ରେ ଜଣେଇବା କୁ ଯାଉଛୁ ଯାହାକୁ ଦେଖିଲେ ହସି ହସି ଆପଣ ଗଡ଼ି ଯିବେ ନିଶ୍ଚିତ। ତେବେ ଭିଡ଼ିଓ ଟି କିଛି ଏହିପରି ରହିଛି କି ଗାଁ ପିଲା ମାନେ ମିଶି ଭୋଜି ରଖିଛନ୍ତି।

ତେବେ ଭୋଜି ରେ ଦୁଇ ତିନି ଜଣ ବଡ଼ ପିଲା ଅଛନ୍ତି ଏବଂ ଆଉ ସବୁ ଛୋଟ ପିଲା। ତେବେ ସମସ୍ତେ ମିଶି କରି ଏକ ଜଙ୍ଗଲ କୁ ଯାଇଛନ୍ତି ଆଉ ସେଠାରେ ପହଁଚିବା ପରେ ଜଣେ ସମସ୍ତ ଙ୍କୁ ନିଜ ନିଜର କାମ ବିଷୟ ରେ କହିଛନ୍ତି।ମାତ୍ର କାମ ନା ଶୁଣିବା ମାତ୍ରେ ସବୁ କୁଆଡେ ଗାଏବ ହୋଇ ଯାଇଛନ୍ତି। ତେବେ କିନ୍ତୁ ତା ଭିତରେ ସେମାନ ଙ୍କୁ କାମ ପାଇଁ ଡାକିବା କୁ ବଡ଼ ପିଲା ଜଣଙ୍କ କହିଛନ୍ତି ଯେ ଥଣ୍ଡା ଆସିଗଲା ସବୁ ଆସ, ଆଉ ଏତିକି କହିବା ମାତ୍ରେ ସବୁ ଆସି ହାଜର ହୋଇଗଲେ। ମାତ୍ର ସେ ତାଙ୍କୁ ଠକେଇବା ଜାଣି ସବୁ ମନ ଦୁଃଖ କରିଦେଲେ।

ଏହା ପରେ ଭୋଜି ସେହିପରି ପ୍ରସ୍ତୁତି ଚାଲିଥିଲା ଆଉ ସଂଗେ ସଂଗେ ଜଣେ ଥଣ୍ଡା ନେଇକି ଆସିଲେ ଆଉ ଥଣ୍ଡା ଦେଖି ସମସ୍ତ ଙ୍କ ପାଟି ରୁ ଲାଲ ବାହାରିଲା। ଏହା ପରେ ଜଣେ ପିଲା କହିଲା ସମସ୍ତ ଙ୍କୁ ବାଣ୍ଟିକି ଥଣ୍ଡା ଦେବ ବୋଲି ମାତ୍ର ସେ ନିଜେ ଆଗ ପିଇଗଲା। ତେବେ ଏହା ଭିତରେ ସେହିପରି ମଜାମସ୍ତି ରେ ରୋଷେଇ ଶେଷ ହେଲା ଆଉ ସବୁ ଖାଇବା ପାଇଁ ପହଁଚିଲେ। ତେବେ ଖାଇବା ବେଳେ ସବୁ ଭଲ ମନ୍ଦ କହିଲେ ଆଉ ପଇସା ନଦେଇ ଖାଉଥିବା ପିଲା କିଛି କହିବାରୁ ତାଙ୍କୁ ସେ ଏହିପରି ଉତ୍ତର ଦେଇଛନ୍ତି ଯାହାକି ବହୁତ ମଜାଳିଆ ରହିଛି। ତେବେ ଆପଣ ମାନେ ଏହି ଭିଡ଼ିଓ ଟିକୁ ନିଶ୍ଚିତ ଦେଖନ୍ତୁ ଏଥିରେ ବହୁତ କମେଡି ରହିଛି ଯାହା ଆପଣ ଙ୍କୁ ହସେଇ ହସେଇ ବେଦମ କରିଦେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment