ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ଆପଣ ମାନେ ଜାଣିଥିବେ ସେହି ଭିଡ଼ିଓ ଗୁଡିକ ମଧ୍ୟରେ ଅନେକ ଭିଡ଼ିଓ ଏମିତି ରହିଛି ଯେଉଁଥିରେ ନାଚ ଆଉ ଗୀତ ର ଭିଡ଼ିଓ ମାନ ଭାଇରାଲ ମଧ୍ୟ ହୋଇଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି ସୁନ୍ଦର ଭାବରେ ମେରେଜ ଫାଂକ୍ସନ ରେ ମହିଳା ଜଣଙ୍କ ନୂଆ ବୋଧୂ ସାଜି କେଉଁ ଭଳି ଭାବରେ ଡାନ୍ସ କରିବାକୁ ଲାଗିଛନ୍ତି | ଆଉ ଯାହାକୁ ଦେଖି ଦର୍ଶକ ମାନେ ମଧ୍ୟ ବେଶ ପସନ୍ଦ କରିବା ସହିତ ଖୁସି ମଧ୍ୟ ହୋଇଛନ୍ତି, ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ ସୋସିଆଲ ମିଡ଼ିଆ ରେ ଆଜି କାଲି ଅନେକ ସମୟରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଛି | ତେବେ ଯେତେବେଳେ ବାହାଘର ର କଥା ଉଠେ ସେତେବେଳେ ସମସ୍ତେ ନାଚ ଆଉ ଗୀତ ଉପରେ ଗୁରୁତ୍ୱ ଦେଇଥାନ୍ତି | ଆଉ ତାହା ସହିତ ବେଶ ଖୁସି ଓ ଆନନ୍ଦ ରେ ମଜା ମସ୍ତି ମଧ୍ୟ କରିଥାନ୍ତି ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ମଧ୍ୟ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ମଜା କରିବା ପାଇଁ ଲାଗିଛନ୍ତି ବାହାଘର ଫାଂକ୍ସନ ରେ ନବ ବୋଧୂ ଜଣଙ୍କ |
ଆଉ ତାହା ସହିତ ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି ନୂଆ ବୋଧୂ ଙ୍କ ସହିତ ଝିଅ ଜଣଙ୍କ ମଧ୍ୟ ଡାନ୍ସ କରିବାକୁ ଲାଗିଛନ୍ତି ଘରେ ସମସ୍ତଙ୍କ ସାମ୍ନା ରେ |ବାହାଘର ରେ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି ଡାନ୍ସ କୁ ଆଉ ଆମସ୍ତେ ନାଚ ଗୀତ ରେ ପୁରା ପୁରି ଝୁମି ଯାଇଥାନ୍ତି ଓ ଏନଜୟ ମଧ୍ୟ କରିଥାନ୍ତି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ମଧ୍ୟ ସୁନ୍ଦର ଭାବରେ ଡାନ୍ସ ର ଭିଡ଼ିଓ ଟି ଭାଇରାଲ ହେଉଛି ଆଉ ଯେଉଁଥିରେ ସମସ୍ତେ ଡାନ୍ସ କରିବା ପାଇଁ ଲାଗିଛନ୍ତି ବୋଲି କୁହାଯାଉଛି |
ଆଉ ଏଠାରେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ସୁନ୍ଦର ଭାବରେ ଡାନ୍ସ ମାଧ୍ୟମରେ ସମସ୍ତଙ୍କ ମନକୁ କିଣି ନେଇଛନ୍ତି ଓ ବୋହୂ ଜଣଙ୍କର ଏହି ଭଳି ଡାନ୍ସ କୁ ଦର୍ଶକ ମାନେ ବେଶ ପସନ୍ଦ ମଧ୍ୟ କରିବା ପାଇଁ ଲାଗିଛନ୍ତି | ଆଉ ଏହି ଭଳି ଡାନ୍ସ କୁ ଦେଖି ସମସ୍ତେ ମଧ୍ୟ ମଜି ଯାଇଛନ୍ତି ବୋଲି କୁହାଯାଉଛି | ଯେଉଁ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।