ଓଡ଼ିଆ Child ସିଙ୍ଗର Upasana Sahu ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଜଣା ଶୁଣା ସେଲିବ୍ରିଟି ମାନଙ୍କୁ ନେଇକି ଅନେକ କିଛି କଥା ଭାଇଆଲ ହେଉଥିବାର ଦେଖିବାକୁ ମିଳିଥାଏ ଯାହାକୁ ଆପଣ ମାନେ ବେଶ ପସନ୍ଦ କରିଥାନ୍ତି ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଠିକ ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠି କୁହାଯାଉଛି କି ସିଙ୍ଗର ଉପାସନା ସାହୁ ଙ୍କ ବିଷୟରେ କିଛି କଥା ଶୁଣିବାକୁ ମିଳିଛି ଭାଇରାଲ ହେଉଥିବାର | ତାଙ୍କର ସିଂଗିଙ୍ଗ କେରିୟର ସହିତ ତାଙ୍କର କିଛି ପୋରସନାଲ କଥା ବିଷୟରେ ଆସନ୍ତୁ ଜାଣିବା |

ଆପଣ ମାନେ ସମସ୍ତେ ଓଡିଶା ରେ ସଂଗୀତ ମାଧ୍ୟମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅନେକ କଳାକାର ମାନଙ୍କ ବିଷୟରେ ଜାଣିଥିବେ | ଯେଉଁ ମାନେ କି ନିଜର ଟେଲେଣ୍ଟ ବଳରେ ଲୋକ ମାନଙ୍କ ପାଖରେ ପ୍ରିୟ ର ପାତ୍ର ହୋଇ ପାରିଛନ୍ତି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ସେମିତି କିଛି କଥା ଦେଖିବାକୁ ମିଳିଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଉପାସନା ସାହୁ ଙ୍କ ବିଷୟରେ କୁହାଯାଇଛି ଯିଏକି ନିଜର ସଂଗୀତ ମାଧ୍ୟମରେ ପରିଚିତ କରାଇଥିଲେ ଓ ସାରା ଓଡିଶା ର ନିଜର ଗୋଟିଏ ପରିଚୟ ମଧ୍ୟ ସୃଷ୍ଟି କରେଇଛନ୍ତି ଉପାସନା ସାହୁ |

ତେବେ ଯାହା କୁହାଯାଉଛି କି ଉପାସନା ସାହୁ ମୟୁରଭଞ୍ଜ ରେ ଜନ୍ମ ଗ୍ରହଣ କରିଛନ୍ତି ଆଉ ତାଙ୍କର ସ୍କୁଲ ଓ କଲେଜ ଲାଇଫ ମଧ୍ୟ ସେହିଠାରେ ବିତିଛି | ଏହା ସହିତ କୁହାଯାଉଛି କି ପିଲା ଦିନ ରୁ ଉପାସନା ଙ୍କର ସଂଗୀତ ପ୍ରତି ବିଶେଷ ରୁଚି ରହିଥିଲା ଆଉ ଯେଉଁଥିପାଇଁ ସେ ସଂଗୀତ ରେ ନିଜର କେରିୟର କୁ ଆଗକୁ ନେବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ | ଏହା ସହିତ କୁହାଯାଉଛି କି ଉପାସନା ସିଦ୍ଧାର୍ଥ ଟିଭି ରେ ପ୍ରକାଶ ଲାଭ କରିଥିବା ଏକ ବହୁତ ଫେମସ ରିୟାଲିଟି ଶୋ ” ମୁଁ ବି ନମିତା ଅଗ୍ରୱାଲ ହେବି ” ରେ ଭାଗ ନେଇଥିଲେ କଣ୍ଟେସଟେଣ୍ଟ ଭାବରେ |

ଆଉ ତାହା ସହିତ କୁହାଯାଉଛି କି ସେଠାରେ ନିଜର ସ୍ୱର ର କମାଲ ଦେଖାଇ ଜୋଜେସ ମାନଙ୍କର ମନକୁ ମଧ୍ୟ କିଣି ନେଇଥିଲେ ବୋଲି କୁହାଯାଉଛି | ଆଉ ତାହା ସହିତ ଯାହା କୁହାଯାଉଛି କି ଉପାସନା ଶୋ ରେ ଉଇନର ହେବା ପରେ ବେଶ ପପୁଲାର ହେବା ସହିତ ଅନେକ ଗୀତ ଆମ ଓଡ଼ିଆ ଇଣ୍ଡୋଷ୍ଟ୍ରି ପାଇଁ ଗାଇଛନ୍ତି ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment