ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଏକ୍ଟର ଓ ସେଲିବ୍ରିଟି ଙ୍କ ବିଷୟରେ ଆପଣ ମାନେ ଶୁଣିବାକୁ ପାଇଥିବେ | ତେବେ ସେହି ଭଳି ସେଲିବ୍ରିଟି ମାନଙ୍କ ବିଷୟରେ ଅଧିକ କିଛି ଜାଣିବା ପାଇଁ ମଧ୍ୟ ଆମ ମାନଙ୍କର ଇଚ୍ଛା ଆଉ ଆଗ୍ରହ ଅଧିକ ବଢିବାକୁ ଲାଗିଥାଏ ବୋଲି କୁହାଯାଉଛି |ତେବେ ଆଜି ଆମେ ମାନେ ଯାହାଙ୍କ ବିଷୟରେ ଆଲୋଚନା କରିବା କୁ ଯାଉଛୁ ସେ ହେଉଛନ୍ତି ଅଲିଉଡ ର ଜଣେ ବେଶ ଜଣା ଶୁଣା କମେଡିଆନ ତଥା ଇଉଟିୟୁବାର ରାଜୁ ଦାସ ଙ୍କ ବିଷୟରେ ଯାହାକୁ ଆପଣ ମାନେ ସମସ୍ତେ ସାହୁ ବାବୁ ବୋଲି ବେଶ ଭଲ ଭାବରେ ଜାଣିଛନ୍ତି | ତେବେ ସେହି ରାଜୁ ଦାସ ଙ୍କର ପୋରସନାଲ ଲାଇଫ ସହିତ ତାଙ୍କର ଏକ୍ଟିଙ୍ଗ କେରିୟର ବିଷୟରେ ସମସ୍ତ କଥା ଆସନ୍ତୁ ଜାଣିବା |
ରାଜୁ ଦାସ ଙ୍କର ପୋରସନାଲ ଲାଇଫ ଓ ଏକ୍ଟିଂ କେରିୟର :-
ଯାହା କୁହାଯାଉଛି କି ରାଜୁ ଦାସ ହେଉଛନ୍ତି ଆମ ଓଡିଶା ର ପ୍ରତେକ ଙ୍କ ହୃଦୟରେ ରାଜ କରୁଥିବା ଜଣେ ବେଶ ଜଣା ଶୁଣା କମେଡିଆନ | ଆଉ ଯିଏ କି ସାରା ଓଡିଶା ରେ ସାହୁ ବାବୁ ନାଁ ରେ ନିଜର ଗୋଟିଏ ପରିଚୟ ସୃଷ୍ଟି କରିଛନ୍ତି | ଆଉ ଯେଉଁଠି କୁହାଯାଉଛି କି ରାଜୁ ଦାସ ଜଣେ ଇଉଟିୟୁବାର ଓ କମେଡିଆନ ମଧ୍ୟ | ତାହା ସହିତ ଯାହା କୁହାଯାଉଛି କି ରାଜୁ ଦାସ ସୋନାଲି ସାହୁ ଙ୍କୁ 2022 ରେ ବିବାହ ମଧ୍ୟ କରିଛନ୍ତି ଆଉ ତାଙ୍କର ବାପା ଙ୍କର ନାଁ ବିଜୟ ଦାସ ହୋଇଥିବା ବେଳେ ତାଙ୍କର ମା ଙ୍କର ନାଁ ଭାବି ଦାସ ବୋଲି କୁହାଯାଉଛି | ଏହା ସହିତ ରାଜୁ ଦାସ ଭୁବନେଶ୍ୱର ରେ ବସ ବାସ କରିଥାନ୍ତି ବୋଲି କୁହାଯାଉଛି |
ତାହା ସହିତ ରାଜୁ ଦାସ ଙ୍କର ଦୁଇ ଜଣ ଭାଇ ଓ ଦୁଇ ଜଣ ଭଉଣୀ ମଧ୍ୟ ଅଛନ୍ତି | ତେବେ ଯାହା କୁହାଯାଉଛି କି ରାଜୁ ଦାସ ତାଙ୍କର ଇଉଟିୟୁବ ଚେନାଲ ମାଧ୍ୟମରେ ଓଡିଶା ର ଲୋକ ମାନଙ୍କର ହୃଦୟରେ ଘର କରିଛନ୍ତି ଆଉ ତାହା ସହିତ କୁହାଯାଉଛି କି ତାଙ୍କର 992k ଶବ୍ସକ୍ରାଇବର ଥିବା ବେଳେ ତାଙ୍କର ଭିଡ଼ିଓ କୁ ମଧ୍ୟ ଲୋକ ମାନେ ଅନେକ ଫୋଲ କରୁଥାନ୍ତି |
ଏହା ସହିତ କୁହାଯାଉଛି କି ରାଜୁ ଦାସ ତାଙ୍କର କେରିୟର ର ଆରମ୍ଭ କମେଡି ଭିଡ଼ିଓ ରୁ ହିଁ ଆରମ୍ଭ କରିଥିଲେ ଆଉ ତାହା ପରେ ଅନେକ ଭିଡ଼ିଓ ସେ ତିଆରି କରି ଓଡିଶା ର ଲୋକ ମାନଙ୍କ ହୃଦୟକୁ ଜିତି ନେଇଥିବା କଥା ମଧ୍ୟ କୁହାଯାଉଛି |ଆଉ ତାହା ବ୍ୟତୀତ ନିଜର କମେଡି ର ଛୁଙ୍କ ରେ ସମସ୍ତ ଙ୍କର ହୃଦୟକୁ ମଧ୍ୟ କିଣି ନେଇଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।