ଓଡ଼ିଆ ହିରୋଇନ Elina Samantray ଙ୍କର ଏମିତି କିଛି ଫୋଟୋ, ଜୀବନରେ କେବେ ଦେଖି ନଥିବେ…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଆମେ ମମେ ହିରୋ ଓ ହିରୋଇନ ମାନଙ୍କୁ ନେଇକି କିଛି ଭିଡ଼ିଓ ଦେଖିବାକୁ ପାଇଥାଉ ଭାଇରାଲ ହେଉଥିବାର | ଆଉ ସେହିଭଳି ଭିଡ଼ିଓ ଗୁଡିକୁ ଆପଣ ମାନଙ୍କୁ ଦେଖିବା ପାଇଁ ଆପଣ ମାନେ ପସନ୍ଦ କରିଥାନ୍ତି ଓ ଜାଣିବା ପାଇଁ ମଧ୍ୟ ଇଚ୍ଛା କରିଥାନ୍ତି | ତେବେ ବର୍ତ୍ତମାନ ଆମେ ଯାହାଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛୁ ସେ ହେଉଛନ୍ତି ଅଲିଉଡ ଏକ୍ଟ୍ରେସ ଏଲିନା ସାମନ୍ତରାୟ ଙ୍କ ବିଷୟରେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ କୁହାଯାଉଛି କି ଆପଣ ମାନେ ସମସ୍ତେ ଏଲିନା ସାମନ୍ତରାୟ କୁ ଜାଣିଥିବେ | ଯିଏ କି ତାଙ୍କର ଚୁଲବୁଲି ଅନ୍ଦାଜ ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି | ଆଉ ତାଙ୍କର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି | ତେବେ ଏଲିନା ସାମନ୍ତରାୟ ଅନେକ ଫ୍ଲିମ କରିଛନ୍ତି ତାଙ୍କର ଅଭିନୟ କେରିୟର ଭିତରେ, ଆଉ ଯାହା କୁହାଯାଉଛି କି ଅଲିଉଡ ରେ ନିଜର ଅଭିନୟ ଆଉ ଡାନ୍ସ ମାଧ୍ୟମରେ ମଧ୍ୟ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ସେହି ଅଭିନେତ୍ରୀ ଜଣଙ୍କ |

ଏଲିନା ଙ୍କର ଜନ୍ମ ଓ କେରିୟର:-

ତେବେ ଯାହା କୁହାଯାଉଛି କି ଅଲିଉଡ ର ସେହି ଚୁଲବୁଲି ସୁନ୍ଦରୀ ନାୟିକା ଏଲିନା ସାମନ୍ତରାୟ 23 ଜୁଲାଇ 1996 ରେ ଜନ୍ମ ଗ୍ରହଣ କରିଥିଲେ | ଆଉ ଯାହା କୁହାଯାଉଛି କି ଏଲିନା ଙ୍କର ଘର ଭୁବନେଶ୍ୱର ରେ ଆଉ ସେ ତାଙ୍କର ସ୍କୁଲ ଲାଇଫ ଭୁବନେଶ୍ୱର ରେ କୋଟାଇଥିବା ବେଳେ କଲେଜ ଲାଇଫ ରେଭେନ୍ସା କଲେଜ ରେ କୋଟାଇ ଥିଲେ ବୋଲି କୁହାଯାଉଛି | ଏହା ସହିତ ଏଲିନା ପୁଳା ଦିନ ରୁ ଅଭିନୟ ଓ ଡାନ୍ସ ପ୍ରତି ପ୍ରବଳ ଇଚ୍ଛା ରହିଥିଲା ଆଉ ଯେଉଁଥିପାଇଁ 2015 ରେ ସେ ପ୍ରଥମେ ତରଙ୍ଗ ଟିଭି ରେ ହେଉଥିବା ରିୟାଲିଟି ଶୋ ” କିଏ ହେବ ମୋ ହିରୋଇନ ” ରେ ପାର୍ଟିସିପେଟ କରିଥିଲେ ବୋଲି କୁହାଯାଉଛି |

ଆଉ ସେଠାରେ ୱଇନ ହେବା ପରେ ଏଲିନା ସାମନ୍ତରାୟ ” ଇସ୍କ ତୁ ହିଁ ତୁ ” ଫ୍ଲିମ ରେ ମୁଖ୍ୟ ଭୂମିକା ରେ ଅଭିନୟ କରି ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି | ଆଉ ତାହା ବ୍ୟତୀତ କୁହାଯାଉଛି କି ଏଲିନା ଫ୍ଲିମ କୁ ନେଇକି ବେଷ୍ଟ ଏକ୍ଟର ର ଆୱାର୍ଡ ମଧ୍ୟ ପାଇଛନ୍ତି ; ଆଉ ତାହା ପରେ ଅନେକ ଫ୍ଲିମ କରି ସେ ଓଡ଼ିଆ ଫ୍ଲିମ ଜଗତରେ ନିଜର ନାଁ କୁ ଲେଖି ପାରିଛନ୍ତି ବୋଲି କୁହାଯାଉଛି | ତେବେ ଏହା ଥିଲା ଏଲିନା ସାମନ୍ତରାୟ ଙ୍କର ବିଷୟରେ କିଛି ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment