ଓଡ଼ିଆ ହିରୋଇନ Hiteisha Bag ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବା କୁ ପାଉଥିବେ।ତେବେ ବେଳେବେଳେ ଅନେକ ଭିଡ଼ିଓ ଏମିତି ଆସିଥାଏ ଯେଉଁ ଥିରେ ଦେଖିବା କୁ ମିଳି ଥାଏ ଓଡ଼ିଆ ର ଅନେକ ଫ୍ଲିମ ଏକ୍ଟ୍ରେସ ଓ ସିରିଏଲ୍ ହିରୋଇନ୍ ମାନଙ୍କ ବିଷୟ ରେ ଅନେକ ପ୍ରକାର ର ଭିଡ଼ିଓ ମାନ ଭାଇରାଲ ହେଉ ଥିବା ର ଏହି ଓଡ଼ିଆ କଥାଚିତ୍ର ଅଭିନେତ୍ରୀ‌ ହିତିଶା ବାଗ ଙ୍କ ବିଷୟ ରେ । ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଧାରାବାହିକ” ଝିଅ ଆମ ନୂଆ ବୋହୂ ” ସିରିଏଲ୍ ର ନାୟିକା ଙ୍କ ବିଷୟରେ ଜାଣନ୍ତୁ ।

ହିତିଶା ବାଗ ଙ୍କର ଜନ୍ମ ଓ ଫ୍ଲିମ କେରିୟର :-

ସିରିଏଲ୍ କେରିୟର ରେ ବାନ୍ଧି ହେଲେ ହିତ୍ୟାସା ବାଗ ତେବେ ସେ ବାଲେଶ୍ବର ତାଙ୍କ ଘର ସେ ବାଲେଶ୍ବର ରେ +2 କରିଥିଲେ u.n ସୋରୋ କଲେଜ୍ ପଡିଛନ୍ତି । ଆପଣ ମାନେ ସମସ୍ତେ ତାଙ୍କୁ ଭଲ ଭାବରେ ଜାଣିଥିବେ ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁଠି ଓ କାହାକୁ କଲେ ହିତ୍ୟାସା। ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ତାଙ୍କୁ ଦୁର୍ଗା ସିରିଏଲ ରେ ସ୍ତୁତି ଭୂମିକା ରେ ଅଭିନୟ କରିବାର ଆପଣ ମାନେ ସମସ୍ତେ ଦେଖିଥିବେ ସେ ଏହି ସିରିଏଲ ରେ ଜବରଦସ୍ତ ଅଭିନୟ କରି ବହୁତ ସାରା ଲୋକ ପ୍ରିୟତା ହାସଲ କରିଛନ୍ତି ତାଙ୍କର ଏହି ସୁନ୍ଦର ଅଭିନୟ କୁ ଲୋକ ମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି।

ଏହି ଲୋକପ୍ରିୟ ସିରିଏଲ ଦୁର୍ଗା ସରିଲା ପରେ ତାଙ୍କୁ ଆଉ କୌଣସି ସିରିଏଲ ରେ ଅଭିନୟ କରିଥିବାର ଦେଖା ଯାଉ ନାହିଁ ତେବେ ବର୍ତ୍ତମାନ ସମୟରେ ସେ ଅଭିନୟ ଜଗତରୁ ଦୁରେଇ ରହିଛନ୍ତି। ତେବେ ବନ୍ଧୁଗଣ ଆମେ କହି ରଖୁଛୁ କି ସେ ଏବେ ଅଭିନୟ ଜଗତରୁ ଦୁରେଇ ରହିଛନ୍ତି କିନ୍ତୁ ତାଙ୍କୁ ସେ ଏବେ ସୋସିଆଲ ମିଡ଼ିଆ ରେ ଏକ୍ଟିଭ୍ ରହୁଛନ୍ତି ତେବେ ଏହି ସୋସିଆଲ ମିଡିଆରେ ବଧୁ ବେଶ ରେ କିଛି ଫଟୋ ସେୟାର କରିଥିବାର ଦେଖିବାକୁ ମିଳି ଥିଲା।

ତେବେ ଏହି ଫଟୋ ଏବେ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରଲ ହେବା ରେ ଲାଗିଛି ତେବେ ତାଙ୍କର ଫ୍ୟାନ ମାନେ ଭାବୁଛନ୍ତି କି ସେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ହେଲେ ଆମେ ଆପଣ ମାନଙ୍କୁ ଜଣାଇ ଦଉଛୁ କି ସେ ବିବାହ କରି ନାହାନ୍ତି ତେବେ ସେ ତାଙ୍କର ଆଗାମୀ ସୁଟିଙ୍ଗ ପାଇଁ ସେ ଏମିତି ସଜ ବାଜ ହୋଇଛନ୍ତି ତେବେ ଏହି ସୁଟିଙ୍ଗ ସେଟ ର ଫଟୋ ସେ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହା ଖୁବ ଭାଇରଲ ହୋଇଥିଲା। ଏବେ ସେ ” ଝିଅ ଆମର ନୂଆ ବୋହୂ” ସିରିଏଲ୍ ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।ତାଙ୍କୁ ଓଡ଼ିଶା ବାସୀଙ୍କ ର ଖୁବ୍ ସାରା ଭଲ ପାଇବା ପାଇ ପାରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment