Ollywood News – ଓଡ଼ିଆ ହିରୋଇନ ମାନଙ୍କର ବର୍ତମାନ ବୟସ କେତେ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ମାଧ୍ୟମରେ ଅନେକ କିଛି କଥା ଜାଣିବାକୁ ଚାହୁଁଥିଲେ ଆପଣ ଜାଣି ପାରୁଛନ୍ତି, ମୁଁ ଆଜି ଆପଣକୁ ଆପଣଙ୍କ ମନ ପସନ୍ଦର ଓଡ଼ିଆ ଇଣ୍ଡଷ୍ଟ୍ରି ହିରୋଇନ ମାନଙ୍କ ବିଷୟରେ କହିବି ଯାହା ଶୁଣିଲେ କିମ୍ବା ଜାଣିଲେ ଆପଣ ବହୁତ ଖୁସି ହେବେ |ଓଡ଼ିଆ ଚଳଚିତ୍ର ଜଗତର ସୁନାମ ଧନ୍ୟ ହେରୋଇନ ମାନଙ୍କ ବିଷୟରେ ଜଣେଇବି, ସେମାନଙ୍କର ଜନ୍ମ ହେବାର ତାରିଖ ସହିତ ବର୍ତମାନ ପ୍ରଯ୍ୟନ୍ତ ସେମାନଙ୍କ ବୟସ କେତେ ହେଲା ସେ ବିଷୟରେ ଜଣେଇବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଓଡ଼ିଆ ଚଳଚିତ୍ର ସମସ୍ତ ହିରୋଇନ ମାନଙ୍କ ବୟସ ବିଷୟରେ ସମ୍ପୂର୍ଣ କଥା ଜାଣିବା |

1-ମହେଶ୍ୱତା ରାୟ :-
ମହେଶ୍ୱତା ରାୟ ଓଡ଼ିଆ ଇଣ୍ଡଷ୍ଟ୍ରିର ଜଣେ ବହୁତ ଭଲ କଳାକାର ଅଟନ୍ତି, ଅନେକ ସୁନ୍ଦର ଫିଲ୍ମରେ ସେ ହିରୋଇନ ଚରିତ୍ରରେ ବହୁତ ଭଲ ଅଭିନୟ ମଧ୍ୟ କରି ଦର୍ଶକ ମାନଙ୍କ ମନ କିଣିଛନ୍ତି |ସେ 02.07.1962 ରେ ଜନ୍ମ ଗ୍ରହଣ କରିଥିଲେ, ତାଙ୍କର ବର୍ତମାନ ବୟସ 60ବର୍ଷ |

2-ଅପରାଜିତା ମହାନ୍ତି :-
ଅପରାଜିତା ମହାନ୍ତି ଅନେକ ଓଡ଼ିଆ ଫିଲ୍ମ ଦର୍ଶକ ମାନଙ୍କ ମନରେ ଘର କରିଛନ୍ତି ଏବେ ମଧ୍ୟ ଦର୍ଶକ ତାଙ୍କ ସୁନ୍ଦର ସୁନ୍ଦର ଫିଲ୍ମ ଦେଖିବା ପାଇଁ ବହୁତ ଖୁସି ପାଉଛନ୍ତି |ସେ 15 ମେ 1965ରେ ଜନ୍ମ ହୋଇଥିଲେ, ତାଙ୍କର ବର୍ତମାନ ବୟସ 57ବର୍ଷ |

3-ରଚନା ବାନାର୍ଜୀ :-
ରଚନା ବାନାର୍ଜୀ ଓଡ଼ିଆ ଇଣ୍ଡଷ୍ଟ୍ରିରେ ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ଅନେକ ଫିଲ୍ମ କରିଛନ୍ତି, ଯାହାକି ବହୁତ ପପୁଲାର ହୋଇଛି |ଏମାନଙ୍କ ଯୋଡିକୁ ମଧ୍ୟ ଦର୍ଶକ ବହୁତ ପସନ୍ଦ କରନ୍ତି, ସେ 02 ଅକ୍ଟୋବର 1975 ମସିହାରେ ଜନ୍ମ ହୋଇଥିଲେ ତାଙ୍କର ବର୍ତମାନ ବୟସ 48ବର୍ଷ |

4-ଅନୁଚୌଧୁରୀ :-
ଓଡ଼ିଆ ଚଳଚିତ୍ର ଜଗତରେ ସେ ବି ମଧ୍ୟ ବହୁତ ଫିଲ୍ମ କରିଛନ୍ତି ତାଙ୍କର ବର୍ତମାନ ବୟସ 43ବର୍ଷ, ସେ 30ଅଗଷ୍ଟ 1989ମସିହାରେ ଜନ୍ମ ଗ୍ରହଣ କରିଥିଲେ |

5-ବର୍ଷା ପ୍ରିୟଦର୍ଶିନୀ :-
ସେ 07 ଅଗଷ୍ଟ 1984 ମସିହାରେ ଜନ୍ମ ଗ୍ରହଣ କରିଥିଲେ ତାଙ୍କର ବର୍ତମାନ ବୟସ 48ବର୍ଷ |

6-ଅର୍ଚିତା ସାହୁ :-
ଓଡ଼ିଆ ଇଣ୍ଡଷ୍ଟ୍ରିରେ ସେ ଜଣେ ଚୁଲବୁଲି ନାୟିକା |ସେ 29ଜୁନ 1990 ମସିହାରେ ଜନ୍ମ ଗ୍ରହଣ କରିଥିଲେ, ତାଙ୍କର ବର୍ତମାନ ବୟସ 32 ବର୍ଷ |

7-ରିୟା ଦେ :-
ରିୟା ଦେ ଓଡ଼ିଆ ଚଳଚିତ୍ର ଜଗତର ଜଣେ ସୁନାମ ଧନ୍ୟ ଅଭିନେତ୍ରୀ, ସେ 12 ଅକ୍ଟୋବର 1991 ମସିହାରେ ଜନ୍ମ ଗ୍ରହଣ କରିଥିଲେ |ତାଙ୍କର ବର୍ତମାନ ବୟସ 31ବର୍ଷ |

8-ପ୍ରିୟ ଚୌଧୁରୀ :-
ପ୍ରିୟ ଅନେକ ଓଡ଼ିଆ ଫିଲ୍ମରେ ଅଭିନୟ କରି ଦର୍ଶକ ମାନଙ୍କ ମନ କିଣିଥିଲେ, ସେ 25 ଜୁଲାଇ 1989ମସିହା |ଏବେ ତାଙ୍କୁ 33ବର୍ଷ ହୋଇଛି |

9-ଝିଲିକ ଭଟଚାର୍ଯ୍ୟ :-
ସେ 01ଜୁନ 1994ମସିହାରେ ଜନ୍ମ ଗ୍ରହଣ କରିଥିଲେ, ତାଙ୍କର ବର୍ତମାନ ବୟସ 28 ବର୍ଷ |

10-ଏଲିନା ସାମନ୍ତରାୟ :-
ତାଙ୍କର ଜନ୍ମ 23ଜୁଲାଇ 1996ମସିହା, ତାଙ୍କର ବର୍ତମାନ ବୟସ 26ବର୍ଷ |ସେ ମଧ୍ୟ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଅନେକ ସୁନ୍ଦର ସୁନ୍ଦର ଫିଲ୍ମ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment