ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଅନେକ ଭିଡ଼ିଓ ଏମିତି ଆସିଥାଏ ଯେଉଁଥିରେ ଦେଖିବାକୁ ମିଳିଥାଏ ଅଲିଉଡ଼ ର ଅନେକ ଫ୍ଲିମ ଏକ୍ଟ୍ରେସ ମାନଙ୍କ ବିଷୟରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଆମେ ଯାହାଙ୍କ ବିଷୟରେ ଆଲୋଚନା କରିବା ପାଇଁ ଯାଉଛୁଁ ସେ ହେଉଛନ୍ତି ଅଲିଉଡ ର ଜଣେ ବେଶ ଜଣା ଶୁଣା ଫ୍ଲିମ ଏକ୍ଟର ଏକ୍ଟ୍ରେସ ମେଘା ଘୋଷ ଙ୍କ ବିଷୟରେ |ଆଉ ଯେଉଁଠି କୁହାଯାଉଛି କି ଅନେକ ଓଡ଼ିଆ ଫ୍ଲିମ ରେ ଅଭିନୟ କରି ଦର୍ଶକ ମାନଙ୍କର ହୃଦୟର ମନକୁ କିଣି ନେଇଛନ୍ତି |ତାହେଲେ ଆସନ୍ତୁ ବନ୍ଧୁଗଣ ସେହି ମେଘା ଘୋଷ ଙ୍କ ବିଷୟରେ ଜାଣିବା |
ତେବେ ଯାହା କୁହାଯାଉଛି କି ମେଘା ଘୋଷ ହେଉଛନ୍ତି ଜଣେ ବେଙ୍ଗଲୀ ଏକ୍ଟ୍ରେସ ଆଉ ଯିଏକି ଓଡ଼ିଆ ରେ ମଧ୍ୟ ଅନେକ ଫ୍ଲିମ ରେ ଅଭିନୟ କରିକି ଦର୍ଶକ ମାନଙ୍କର ହୃଦୟ ରେ ଘର କରିଛନ୍ତି | ବେଙ୍ଗଲୀ ସହିତ ଓଡ଼ିଆ ଓ ଭଜପୁରୀ ଫ୍ଲିମ ରେ ଅଭିନୟ କରି ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି |ଆଉ ଯାହା କୁହାଯାଉଛି କି ଭଲ ଡାନ୍ସର ସହିତ ଜଣେ ବହୁତ ଭଲ ଏକ୍ଟ୍ରେସ ହେଉଛନ୍ତି ମେଘା ଘୋଷ | ଆଉ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ହୃଦୟକୁ କିଣି ନେଇଛନ୍ତି |
ମେଘା ଘୋଷ ଙ୍କର ଜନ୍ମ ଓ ଫ୍ଲିମ କେରିୟର :-
ଯାହା କୁହାଯାଉଛି କି ମେଘା ଘୋଷ ଜୁଲାଇ 11 ,1987 ମସିହାରେ କଲିକତା ରେ ଜନ୍ମ ଗ୍ରହଣ କରିଥିଲେ ବୋଲି କୁହାଯାଉଛି | ତେବେ ମେଘା ତାଙ୍କର ସ୍କୁଲ ଓ କଲେଜ କେରିୟର କୋଲକତା ରେ ପୂରଣ କରିଥିଲେ | ଆଉ ତାଙ୍କର ହାଇଟ 5 ଫୁଟ 5 ଇଞ୍ଚ ହୋଇଥିବା ବେଳେ ତାଙ୍କର ୱେଟ 58 ବୋଲି କୁହାଯାଉଛି | ଆଉ ତାହା ସହିତ କୁହାଯାଉଛି କି ମେଘା ଜଣେ ବହୁତ ଭଲ ଏକ୍ଟର ସାଙ୍ଗକୁ ମଡେଲର ଆଉ ଜଣେ ବହୁତ ଭଲ ଡାନ୍ସର ବୋଲି ମଧ୍ୟ କୁହାଯାଉଛି |
ତାହା ସହିତ ଯାହା ଜଣା ପଡିଛି କି 2009 ମସିହାରେ ଲଭ ଡଟ କମ ମାଧ୍ୟମରେ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ରେ ଅଭିନୟ ଓଡ଼ିଆ ଇଣ୍ଡୋଷ୍ଟ୍ରି ରେ ଆରମ୍ଭ କରି ଥିଲେ ବୋଲି କୁହାଯାଉଛି | ଆଉ ତାହା ପରେ ଲୁଚକାଳି, ଦସ୍ତି, ଚାନ୍ଦିନୀ ଆଇ ମିସ ଇଉ ଏମିତି ଅନେକ ଫ୍ଲିମ ରେ ଅଭିନୟ କରିଛନ୍ତି ଆଉ ତାହା ସହିତ ଅନେକ ବେଙ୍ଗଲୀ ଫ୍ଲିମ ରେ ମଧ୍ୟ ଅଭିନୟ କରି ମେଘା ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଆଉ ଅନେକ ଆୱାର୍ଡ ମଧ୍ୟ ପାଇଛନ୍ତି |
ତେବେ ଏହା ଥିଲା ଏକ୍ଟ୍ରେସ ମେଘା ଘୋଷ ଙ୍କ ବିଷୟରେ କିଛି ସୂଚନା | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।