ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ… ଗୀତ ଶୁଣିଲେ ଆପଣ ବି ନିଜକୁ ଗର୍ବ କରିବେ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ ବେଶ ଖୁସି ହୋଇଯିବେ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଆପଣ ମାନଙ୍କର ସମସ୍ତଙ୍କର ପ୍ରିୟ ର ସିଙ୍ଗର ଆପଣ ମାନଙ୍କର ସମସ୍ତଙ୍କର ପ୍ରିୟ ଅନନ୍ୟା ଶ୍ରୀତମ ନନ୍ଦ | ଆଉ ଯିଏ କି ତାଙ୍କର ଗୀତ ମାଧ୍ୟମରେ ସମସ୍ତ ଙ୍କର ମନକୁ କିଣି ନେଇଛନ୍ତି ଓ ବର୍ତ୍ତମାନ ଅନନ୍ୟା ଙ୍କ ମୁହଁ ରୁ ଏକ ସୁନ୍ଦର ଗୀତ ଟି ଶୁଣିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ନଜର ପକାଇବା |

ଆପଣ ମାନେ ଅନେକ ସିଙ୍ଗର ଙ୍କର ନାଁ ଶୁଣିଥିବେ ଯେଉଁ ମାନେ କି ନିଜର ଗୀତ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି | ଆଉ ସେହି ଭଳି ଜଣେ ବେଶ ଜଣା ଶୁଣା ସିଙ୍ଗର ଜଣଙ୍କ ହେଉଛନ୍ତି ଅନନ୍ୟା ଶ୍ରୀତମ ନନ୍ଦ | ଆଉ ଯିଏକି ଖାଲି ଅଲିଉଡ ରେ ନୁହଁ ବଲିଉଡ ରେ ନିଜର ନାଁ କୁ ଉଜ୍ଜଳ କରିଛନ୍ତି | ଆଉ ତାଙ୍କର ଗୀତ ମାଧ୍ୟମରେ ସମସ୍ତ ଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ଅନନ୍ୟା ଶ୍ରୀତମ ନନ୍ଦ , ଅନେକ ପ୍ରକାରର ସଂଗୀତ ର ଯାଦୁ ରେ ସମସ୍ତ ଙ୍କର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ବନେଇ ପାରିଛନ୍ତି |

ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଅନନ୍ୟା ତାଙ୍କର ଗୀତ ରେ ସମସ୍ତ ଙ୍କର ମନକୁ କିଣି ନେଇଛନ୍ତି |ଆଉ ଯାହା କୁହାଯାଉଛି କି ଘରେ ଏକ ସୁନ୍ଦର ଗୀତ ହୋଲି ଉପଲକ୍ଷେ ଗାଇବା ପାଇଁ ଲାଗିଛନ୍ତି | ତେବେ ଭାଇରାଲ ହେଉଥିବା ଗୀତ ଟି ହେଉଛି ଇତନା ମଜା କିଉ ଆରାହା ହେ | ଯେଉଁଥିରେ ସୁନ୍ଦର ଭାବରେ ଏହି ଭଳି ଗୀତ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଅନନ୍ୟା ଆଉ ସମସ୍ତ ଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି |

ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ଓଡିଶା ର ଜଣା ଶୁଣା ଆପଣ ମାନଙ୍କର ସମସ୍ତ ଙ୍କର ପ୍ରିୟ ସିଙ୍ଗର ଅନନ୍ୟା ନନ୍ଦ | ଆଉ ଯିଏ କି ଅନେକ ଗୀତ ଗାଇଛନ୍ତି ଅଲିଉଡ ଓ ବଲିଉଡ ଇଣ୍ଡୋଷ୍ଟ୍ରି ପାଇଁ , ଆଉ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡ଼ିଓ ରେ ଅନନ୍ୟା ସୁନ୍ଦର ଭାବରେ ନିଜର ସ୍ୱର ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି | ଆଉ ଯେଉଁ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment