ବନ୍ଧୁଗଣ ଆଗକୁ ଆସୁଥିବା ପଣା ସଂକ୍ରାନ୍ତିରେ ଗ୍ରହ ଓ ନକ୍ଷତ୍ରମାନଙ୍କ ଚଳନ କାରଣରୁ ଆମ ରାଶି ଚକ୍ରର ରାଶିମାନଙ୍କ ଉପରେ ଅନେକ ପ୍ରଭାବ ପକାଇଥାଏ |ଯାହାଦ୍ଵାର ସେମାନଙ୍କ ଜୀବନରେ ଅନେକ ସମସ୍ୟା ଦେଖିବା ସହିତ ଅନେକ ପରିବର୍ତନ ମଧ୍ୟ ଆସିପାରେ, ମୁଁ ଆଜି ଆପଣଙ୍କୁ ଆମ ରାଶିର ବରଗୋଟି ରାଶିର ବ୍ୟକ୍ତିମାନଙ୍କ ବିଷୟରେ ଆପଣକୁ ଜଣେଇବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ସମସ୍ତ ରାଶିର ବ୍ୟକ୍ତିମାନଙ୍କ ଜୀବନରେ କଣ ସବୁବେଳେ ଘଟିବାକୁ ଯାଉଛି ସେ ବିଷୟରେ ସମ୍ପୂର୍ଣ କଥା ଜାଣିବା |
ମେଷରାଶି :-
ଏହି ରାଶିର ବ୍ୟକ୍ତିମାନେ କର୍ମ କ୍ଷେତ୍ରରେ ଉନତି କରିବା ସହିତ ସମାଜରେ ଟାଙ୍କର ମାନସନମାନ ବୃଦ୍ଧି ମଧ୍ୟ ପାଇପାରେ, ଚାକିରୀ କ୍ଷେତ୍ରରେ ପଦନ୍ନତି କରିବା ସହିତ ଛାତ୍ର ଛାତ୍ରୀମାନେ ଉଚ ଶିକ୍ଷା ଲାଭ କରିପାରନ୍ତି |
ବୃଷରାଶି :-
ପଣା ସଂକ୍ରାନ୍ତି ଆପଣଙ୍କ ପାଇଁ ଶୁଭପ୍ରଦ ହେବ ନାହିଁ, ଆପଣଙ୍କ ଠାରେ ଏହି ସମୟରେ ଅନେକ ସମସ୍ୟା ଦେଖା ଦେଇପାରେ |ଆପଣ ପାରିବାରିକ ଅଶାନ୍ତି ଦେଇ ଗତି କରିବା ସହିତ ନିଜର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଅନୁଭବ କରିପାରନ୍ତି |
ମିଥୁନ ରାଶି :-
ଏହି ସମୟରେ ଆପଣଙ୍କ ଶତ୍ରୁ ବୃଦ୍ଧି ହେବା ସହିତ କର୍ମ କ୍ଷେତ୍ରରେ ଅସୁବିଧା ଉପୁଜିପାରେ, ପାରିବାରିକ କ୍ଷେତ୍ରରେ ଅନାଦି ସମସ୍ୟା ଉପୁଜିବା ସହିତ ଆପଣ ସର୍ବଦା ଚିନ୍ତାଗ୍ରସ୍ତ ରହିବେ |ଏହି ସମୟରେ ଜଗନ୍ନାଥଙ୍କ ସ୍ମରଣ କରନ୍ତୁ ଆପଣଙ୍କ ସମସ୍ତ ସମସ୍ୟା ଠିକ ହୋଇଯିବ |
କର୍କଟ :-
କର୍କଟ ରାଶିର ବ୍ୟକ୍ତିମାନଙ୍କର ବ୍ୟବସାୟୀ କ୍ଷେତ୍ରରେ ହାନି ଦେଖାଯିବା ସହିତ କର୍ମ କ୍ଷେତ୍ରରେ ହଠାତ ପରିବର୍ତନ ମଧ୍ୟ ଦେଖା ଦେଇପାରେ ତେଣୁ ଆପଣ ପ୍ରତୀକ ସ୍ୱରୂପ ଭଗବାନ ସୂର୍ଯ୍ୟଙ୍କୁ କଞ୍ଚାକ୍ଷୀର ଅର୍ପଣ କରନ୍ତୁ ତାହା ଆପଣଙ୍କ ପାଇଁ ମଙ୍ଗଳ ହେବ |
ସିଂହରାଶି :-
ଏହି ବ୍ୟକ୍ତିମାନେ ସମାଜରେ ଜଣେ ପ୍ରତିଷ୍ଠିତ ନାରୀ ଭାବରେ ବିବେଚିତ ହେବା ସହିତ ଆପଣ ଅଚାନକ ଧନ ପ୍ରାପ୍ତି କରିପାରନ୍ତି,ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବା କାରଣରୁ ଆପଣ ଗୋମାତାଙ୍କୁ ଗୁଡ଼ ଖାଇବାପାଇଁ ଦିଅନ୍ତୁ |
କନ୍ୟା :-
ଏହି ସମୟରେ ଆପଣ ବ୍ୟବସାୟରେ ଉନତି ଲାଭ କରିବା ସହିତ ଆର୍ଥିକ ସ୍ଥିତି ଭଲ ମଧ୍ୟ ରହିବ,ପରିବାର ଅଶାନ୍ତି କାରଣରୁ ଆପଣ ଭଗବାନ ଶ୍ରୀବିଷ୍ଣୁଙ୍କୁ ନାମ ଜପ କରନ୍ତୁ ତାହା ଦୁରାହୋଇଯିବ |
ତୁଳାରାଶି :-
ଏହି ବ୍ୟକ୍ତି ନିଜର ଅଧିକ ପରିଶ୍ରମ କାରଣରୁ ଲାଭବାନ ହେବା ସହିତ କର୍ମ କ୍ଷେତ୍ରରେ ସ୍ଥାନତରଣ ଦେଖାଦେଇପାରେ,ଜୀବନର ସମସ୍ୟା ଦୂରୀକରଣ ପାଇଁ ଆପଣ ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ଲାଲା ମନ୍ଦାର ଦେଇ ଜଳ ଅର୍ପଣ କରନ୍ତୁ ତେବେ ଶୁଭଫଳ ପ୍ରାପ୍ତ କରିବେ |
ବିଛାରାଶି :-
କର୍ମକ୍ଷେତ୍ରରେ ଲାଭବାନ ହେବା ସହିତ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାରେ ଜୀବନରେ ଅନେକ ପରିବର୍ତନ ଆସିବ, ଆପଣ ସର୍ବଦା ଖୁଶରେ ରହିବେ |
ଧନୁରଶି :-
ଏହି ସମୟରେ ସମାଜରେ ମାନସନମାନ ବୃଦ୍ଧିହେବା ସହିତ କର୍ମ କ୍ଷେତ୍ରରେ ମଧ୍ୟ ପରିବର୍ତନ ଆସିପାରେ,ବ୍ୟବସାୟରେ ସାମାନ୍ୟ ଲାଭ ମଧ୍ୟ ପାଇବେ |
ମକରରାଶି :-
ଏହି ସମୟରେ ପାରିବାରିକ ଅଶାନ୍ତି ଦେଖାଯିବା ସହିତ ଆପଣ ଶାରୀରିକ ପୀଡା ଅନୁଭବ କରିପାରନ୍ତି,ଛାତ୍ର ଛାତ୍ରୀମାନେ କ୍ରୀଡା କ୍ଷେତ୍ରରେ ଜୟଲାଭ କରିପାରନ୍ତି |
କୁମ୍ଭରାଶି :-
ଏହି ସମୟରର ଆପଣକୁ ରୋଜଗାରର ନୂତନ ପନ୍ଥା ମିଳିବା ସହିତ ବ୍ୟବସାୟରେ ଉନତି ମଧ୍ୟ ପାଇବେ, ଜୀବନରେ ଆପଣ ସର୍ବଦା ଖୁସିରେ ରହିବେ |
ମୀନରାଶି :-
ମୀନାରାଶିର ବ୍ୟକ୍ତିମାନଙ୍କ ଏହି ସମୟରେ ଆର୍ଥିକ ସ୍ଥିତି ଭଲ ରହିବା ସହିତ ଆପଣ ଅନେକ କ୍ଷେତ୍ରରେ ଧନ ଲାଭ କରି ଖୁସି ହେବେ, ଏହି ସମୟରେ ପରିବାରୁକ ଶାନ୍ତି ଦେଖାଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।