Swastik Tv News Odisha

ଓଡ଼ିଆ ସିରିଏଲ ରେ ଆକ୍ଟିଙ୍ଗ କରୁଥିବା Child Artist ମାନେ ପ୍ରତି ଏପିଶୋଡ଼ କୁ କେତେ ଟଙ୍କା ଦରମା ପାଆନ୍ତି ? କଣ ଆପଣ ଜାଣନ୍ତି ?

0

ବନ୍ଧୁଗଣ ଆପଣ ନିଶ୍ଚିତ ଭାବରେ ଆମ ଓଡ଼ିଆ ଫିଲ୍ମ ଏବଂ ସିରିଏଲ ଜଗତର ମୁଖ୍ୟ ଅଭିନେତା ଏବଂ ଅଭିନେତ୍ରୀ ଙ୍କ ଅପେକ୍ଷା କୁନି କଳାକାର ମାନଙ୍କୁ ଦେଖିବା କୁ ବହୁତ ପସନ୍ଦ କରିଥାଉ। କାରଣ ସେମାନଙ୍କ ର ଅଭିନୟ ଆମକୁ ବହୁତ ସୁନ୍ଦର ଲାଗିଥାଏ ଏବଂ ଦେଖିବାକୁ ଭଲ ଲାଗେ। ତେବେ ଆପଣ ମାନେ ଏ ମଧ୍ୟ ଦେଖୁଥିବେ କି ଅନେକ କୁନି ତାରକା ମାନେ ଛୋଟ ବୟସ ରୁ ଟିଭି ରେ ସିରିଏଲ କରନ୍ତି ଏବଂ ବଡ଼ ହେବା ପରେ ମୁଖ୍ୟ କଳାକାର ଭାବରେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥାନ୍ତି।

ତେବେ କଣ ଆପଣ ଜାଣିଛନ୍ତି କି ଏହି ଛୋଟ ତାରକା ମାନେ ପ୍ରତି ଏପିସଡ଼ କରିବାକୁ କେତେ ଟଙ୍କା ନେଇଥାନ୍ତି।ଆସନ୍ତୁ ଏହି ପୋଷ୍ଟ ମାଧ୍ୟମରେ ଜଣେଇବା ଏ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ।

୧.ତାରିଣୀ:-

ବନ୍ଧୁଗଣ ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ହେଉଥିବା ମେଗା ଧାରାବାହିକ ତାର ତାରିଣୀ ରେ , ତାରିଣୀ ଚରିତ୍ର ରେ ଅଭିନୟ କରୁଥିବା ଏହି କୁନି କଳାକାର ଙ୍କୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି। ତେବେ ସେ ପ୍ରତ୍ୟେକ ଏପିଶୋଡ଼ କୁ ୧୨୦୦୦ ଟଙ୍କା ନେଇଥାନ୍ତି।

୨.ରାନୀ:-

ତରଙ୍ଗ ଟିଭି ରେ ପ୍ରସାରିତ ରାନୀ ସିରିଏଲ ର କୁନି ତାରକା ରାନୀ ଙ୍କର ଅଭିନୟ କୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି ।ତାଙ୍କର ମିଠା ମିଠା କଥା ଏବଂ ସୁନ୍ଦର ଚେହେରା ସମସ୍ତ ଙ୍କୁ ଆକର୍ଷିତ କରିଥାଏ। ତେବେ ସେ ମଧ୍ୟ ପ୍ରତି ଏପିଶୋଡ଼ ପାଇଁ ୧୨୦୦୦ ଟଙ୍କା ନେଇଥାନ୍ତି।

୩.ରାଜା:-

ରାନୀ ସିରିଏଲ ରେ ଛୋଟ ରାଜା ଭାବରେ ଅଭିନୟ କରୁଥିବା ଏହି ବାଳକ ଙ୍କର ଅଭିନୟ ଆପଣ ନିଶ୍ଚିତ ଦେଖିଥିବେ। ତେବେ ସେ ପ୍ରତି ଏପିଶୋଡ଼ ରେ ଅଭିନୟ କରିବାକୁ ୧୦୦୦୦ ଟଙ୍କା ନେଇଥାନ୍ତି।

୪.ଅନିମେସ୍ ଘୋଷ:-

ତାଙ୍କୁ ଆପଣ ଅନେକ ସିନେମା ରେ କାର୍ଯ୍ୟ କରୁଥିବା ର ଦେଝିଥିବେ। ତେବେ ସେ ପ୍ରତି ଫିଲ୍ମ ପାଇଁ ୨୫,୦୦୦ ଟଙ୍କା ନେଇଥାନ୍ତି।

୫.ପରି:-

ପରି ଙ୍କର ସୁନ୍ଦର ରୂପ ଏବଂ ଚମତ୍କାରୀ ଅଭିନୟ କୁ ବେଶ ଲୋକପ୍ରିୟତା ମିଳିଥିଲା। ତେବେ ସେ ପ୍ରତି ଏପିଶୋଡ଼ ପାଇଁ ୮୦୦୦ ଟଙ୍କା ନେଇଥାନ୍ତି ।

୬.ମାନି:-

ମାନି ଙ୍କୁ ଆପଣ ସାର୍ଥକ ଚେନାଲ ରେ ପ୍ରସାରିତ ମାନିନୀ ସିରିଏଲ ରେ ଅଭିନୟ କରୁଥିବା ର ଦେଖିଥିବେ। ତେବେ ସେ ନିଜର ଅଭିନୟ ଦ୍ଵାରା ବହୁତ କମ ଦିନରେ ଲୋକପ୍ରିୟତା ହାସଲ କରିଥିଲେ ।ପ୍ରତି ଏପିଶୋଡ଼ ପାଇଁ ସେ ୭୦୦୦ ଟଙ୍କା ନେଇଥାନ୍ତି

୭.ସ୍ତୁତି ଓ ଦୂର୍ଯ୍ୟ:-

ଏ ଦୁହେଁ ଏକ ଛୋଟ ଯୋଡି ଭାବରେ ଲୋକ ମାନ ଙ୍କୁ ପ୍ରଭାବିତ କରିଥାନ୍ତି ଦୁର୍ଗା ସିରିଏଲ ରେ ।ତେବେ ନିଜର ଦମଦାର ଅଭିନୟ ପାଇଁ ସେମାନେ ଏପିଶୋଡ଼ କୁ ୬୦୦୦ ଟଙ୍କା ନେଇଥାନ୍ତି।

୮.ଚିମ୍ପୁ:-

ପ୍ରାୟତଃ ସେ କମେଡି କରିବାରେ ଦେଖାଯାଏ ତେବେ ନିଜର ଅଭିନୟ ପାଇଁ ସେ ପ୍ରତ୍ୟେକ ଏପିଶୋଡ଼ କୁ ୪୦୦୦ ଟଙ୍କା ନେଇଥାନ୍ତି।

୯.ବୀର:-

ଚିମ୍ପୁ ଙ୍କ ପରି ବୀର ମଧ୍ୟ ପ୍ରତି ଏପିଶୋଡ଼ କୁ ୪୦୦୦ ଟଙ୍କା ନେଇଥାନ୍ତି ଏବଂ ସେହିଭଳି ଦମଦାର ଅଭିନୟ ମଧ୍ୟ କରିଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.