ଓଡ଼ିଆ ସିରିଏଲ ହିରୋଇନ Nilakhi Patra ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଆପଣ ମାନେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମ ମାନଙ୍କର ଇଚ୍ଛା ବଢ଼ି ଯାଇଥାଏ ଆଉ ଭାଇରାଲ ହେଉଥିବା ଭିଡ଼ିଓ ଗୁଡିକୁ ବାରମ୍ବାର ଦେଖିବା ପାଇଁ ଇଚ୍ଛା ହୋଇଥାଏ | ତେବେ ସେହି ଭଳି ଭିଡ଼ିଓ ଗୁଡିକ ହେଉଛି ହିରୋ ଓ ହିରୋଇନ ମାନଙ୍କୁ ନେଇକି କିଛି କଥା | ସାଧାରଣତଃ ଆମ ମାନଙ୍କୁ ହିରୋ ହିରୋଇନ ମାନଙ୍କ ବିଷୟରେ ଭାଇରାଲ ହେଉଥିବା କଥା ବିଷୟରେ ଜାଣିବା କୁ ଅଧିକ ଇଚ୍ଛା ହୋଇଥାଏ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ନିଲାକ୍ଷୀ ପାତ୍ର ଙ୍କର ଏକ୍ଟିଂ କେରିୟର ଓ ଜନ୍ମ :-

ଆଜି ଆମେ ମାନେ ଯାହାଙ୍କ ବିଷୟରେ ଆଲୋଚନା କରିବା ପାଇଁ ଯାଉଛୁ ସେ ହେଉଛନ୍ତି ଟେଲି ଅଭିନେତ୍ରୀ ନିଲାକ୍ଷୀ ପାତ୍ର ଙ୍କ ବିଷୟରେ | ଆଉ ଯିଏ କି 18 ଫେବୃଆରୀ 2004 ରେ ଜନ୍ମ ଗ୍ରହଣ କରିଥିଲେ, ଆଉ ଯିଏ କଲାନା ରାୟଗଡା ରେ ଜନ୍ମ ଲାଭ କରି ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ବୋଲି କୁହାଯାଉଛି | ଏହା ସହିତ ସେ ବର୍ତ୍ତମାନ ଭୁବନେଶ୍ୱର ରେ ବାସ କରିଛନ୍ତି ଓ ସେହିଠାରେ ନିଜର କେରିୟର ଆରମ୍ଭ ମଧ୍ୟ କରିଥିଲେ | ଏହା ବ୍ୟତୀତ କୁହାଯାଉଛି କି ନିଲାକ୍ଷୀ ପାତ୍ର ଙ୍କର ହାଇଟ 5 ଫୁଟ 3 ଇଞ୍ଚ ହୋଇଥିବା ବେଳେ ତାଙ୍କର ୱେଟ 48 ଅଟେ |

ଜଣେ ବହୁତ ଭଲ ଏକ୍ଟ୍ରେସ ଭାବରେ ଟେଲି କଳାକାର ନିଲାକ୍ଷୀ ପାତ୍ର ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ବୋଲି କୁହାଯାଉଛି | ଏହା ସହିତ “ସିନ୍ଦୁରର ଅଧିକାରୀ “ସିରିଏଲ ମାଧ୍ୟମରେ ଓଡ଼ିଆ ଫ୍ଲିମ ଜଗତରେ ସେ ପାଦ ଦେଇଥିଲେ ଓ ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରି ପାରିଥିଲେ ନିଲାକ୍ଷୀ ପାତ୍ର | ତାହା ସହିତ ଯାହା କୁହାଯାଉଛି କି ସିନ୍ଦୁରର ଅଧିକାର ସିରିଏଲ ରେ ଇତି ଭାବରେ ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଇତି |

ତେବେ ସିରିଏଲ କରିବା ସହିତ ନିଲାକ୍ଷୀ ପାତ୍ର ଅନେକ ଆଲବମ ଅର୍ଥାତ ମ୍ୟୁଜିକ ଭିଡ଼ିଓ ରେ ମଧ୍ୟ କାମ କରିଛନ୍ତି ଓ ତାଙ୍କର ଡାନ୍ସ ସହିତ ଏକ୍ଟିଂ ର କମାଲ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛି ଓ ଓଡିଶା ର ଘରେ ଘରେ ସ୍ୱତନ୍ତ୍ର ପରିଚିତ ହୋଇଛନ୍ତି ନିଲାକ୍ଷୀ ପାତ୍ର | ଏହା ବ୍ୟତୀତ ଜଣେ ଭଲ ଏକ୍ଟ୍ରେସ ଭାବରେ ମଧ୍ୟ ଅନେକ ଆୱାର୍ଡ ପାଇଛନ୍ତି ଇତି ବୋଲି କୁହାଯାଉଛି | ତେବେ ଏହା ଥିଲା ନିଲାକ୍ଷୀ ପାତ୍ର ଙ୍କ ବିଷୟରେ କିଛି ସୂଚନା ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment