Swastik Tv News Odisha

Odia Tv All Actres – ଓଡ଼ିଆ ସିରିଏଲ ହୀରୋଇନ ମାନେ ବିନା ମେକପ୍ ରେ କେମିତି ଦେଖାଯାଆନ୍ତି ଦେଖନ୍ତୁ

0

ଓଡିଆ ସିରିଏଲ ଜଗତର ଅଭିନୟ କରୁଥିବା ଅନେକ ଅଭିନେତ୍ରୀ ମାନେ ଟିଭି ପରଦାରେ ଅଭିନୟ କରୁଥିବା ସମୟରେ ବହୁତ ସୁନ୍ଦର ଦେଖା ଯାଇଥାନ୍ତି । ତେବେ କୁହାଯାଏ ଯେ ଏହି ସୁନ୍ଦର ଦେଖାଯିବାର ରହସ୍ୟ ହେଉଛି ମେକପ୍ । ମକପ୍ ଲାଗାଇବା ଦ୍ୱାରା ଅଭିନେତ୍ରୀ ମାନେ ବହୁତ ସନ୍ଦର ଦେଖା ଯାଇଥାନ୍ତି ଏବଂ ସୁନ୍ଦର ଅଭିନୟ ମଧ୍ୟ କରିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ସିରିଏଲ ଜଗତର ଅଭିନୟ କରୁଥିବା ଅଭିନେତ୍ରୀ ମାନେ ବିନା ମେକପରେ କିପରି ଦେଖାଯାଇଥାନ୍ତି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

1. ଅନନ୍ୟା ଦାସ :-

ନମ୍ୱର 1 ରେ ଅନନ୍ୟା ଦାସ , ଯିଏକି ମେକପ ରେ ବହୁତ ସୁନ୍ଦର ଦେଖା ଯାଇଥାନ୍ତି ଏବଂ ବିନା ମେକପରେ ଟିକିଏ ଡିଭରେଣ୍ଚ ଦେଖା ଯାଉଛନ୍ତି । ଯାହା ଆପଣ ମାନେ ଭିଡିଓ ରେ ଦେଖି ପାରୁଖିବେ ।

2. ଅର୍ପିତା କର :-

ଆପଣ ମାନେ ଅର୍ପିତା କରଙ୍କୁ ମହାଦେବୀ ସିରିଏଲ ରେ ଦେବୀ ଭୂମିକାରେ ଅଭିନୟ କରୁଥିବାର ନିଶ୍ଚୟ ଦେଖିଖିବେ । ସେ ମଧ୍ୟ ମେକପ୍ ରେ ବହୁତ ସୁନ୍ଦର ଦେଖା ଯାଇଥାନ୍ତି , ଏବଂ ଅଭିନୟ ରେ ଦର୍ଶକ ମାନଙ୍କର ମନକୁ ଅତି ସହଜରେ ଜିତି ପାରିଥାନ୍ତି । ତେବେ ଅର୍ପିତା ବିନା ମେକପ ରେ ଟିକିଏ ବ୍ଲାକନେସ୍ ଦେଖାଯାଆନ୍ତି , ଏହି ଭିଡିଓ ମାଧ୍ୟମରେ ଆପଣ ମାନେ ନିିଶ୍ଟୟ ଦେଖିପାରୁଥିବେ ।

3. ଶ୍ରଦ୍ଧା :-

ମଞ୍ଜରୀ ଚ୍ୟାନେଲ୍ ରେ ପ୍ରସାରିତ ହେଉଥିବା ମୋ ଦେହେ ବଳିଦେ ତ ଦେହ କଳା ସିରିଏଲରେ ଲିଡ୍ ନାୟିକା ଭାବେ ଶ୍ରଦ୍ଧା ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଟିଏ ସୃଷ୍ଟି କରି ପାରିଛନ୍ତି । ସେ ମେକପରେ ବହୁତ ସୁନ୍ଦର ଦେଖା ଯାଇଥାନ୍ତି ଏବଂ ବିନା ମେକପରେ ମଧ୍ୟ ସେ ସୁନ୍ଦର ଦେଖାଯାଇଥାନ୍ତି ।

5. ଲିପି ମହାପାତ୍ର :-

ତାରା ତାରିଣୀ ସିରିଏଲ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଲିପି ମହାପାତ୍ର ଦମଦାର ଅଭିନୟ ପ୍ରଦର୍ଶନ କରିଥିଲେ । ତାଙ୍କର ଅଭିନୟ ଓ ଜୁଡ୍ ଲୁକିଙ୍ଗ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ । ତେବେ ଭିଡିଓ ରେ ଦେଖନ୍ତୁ ବିନା ମେକପ୍ ରେ ଲିପି କେମିତି ଦେଖାଯାଆନ୍ତି ।

6. ମିତାଲି :-

ମିତାଲିଙ୍କୁ ଆପଣ ମାନେ ନୂଆ ବୋହୂ ସିରିଏଲ ରେ ଅଭିନୟ କରୁଥିବାର ନିଶ୍ଚୟ ଦେଖିଥିବେ । ସେ ମେକପ୍ ରେ ବହୁତ ସୁନ୍ଦର ଦେଖା ଯାଇଥାନ୍ତି ଏବଂ ବିନା ମେକପ ରେ କେମିତି ଦେଖା ଯାଉଛନ୍ତି ଭିଡିଓ ରେ ଦେଖନ୍ତୁ ।

7. ଜସ୍ମିନ୍ ରଥ :-

ମାୟା ସିରିଏଲରେ ରୁଦ୍ରୀ ଭୂମିକାରେ ସୁନ୍ଦର ଅଭିନୟ କରୁଛନ୍ତି ଜସ୍ମିନ୍ ରଖ , ସେ ମେକପ୍ ରେ ବହୁତ ସୁନ୍ଦର ଦେଖା ଯାଇଥାନ୍ତି । ତେବେ ଭିଡିଓ ରେ ଆପଣ ମାନେ ଦେଖି ପାରୁଥିବେ ବିନା ମେକପ୍ ରେ କେମିତି ଦେଖାଯାଉଛନ୍ତି ରୁଦ୍ରି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.