ପ୍ରଥମ ଥର ଶାଢ଼ୀ ପିନ୍ଧି ଓଡ଼ିଶାର ବୋହୂ heavy loaded ଟ୍ରକ ( Truck ) କଲେ ଡ୍ରାଇଭିଙ୍ଗ ଆପଣ ଦେଖିଲେ ହୋସ ଉଡିଯିବ… 16 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର |ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ଦେଖିବାକୁ ମିଳିଥାଏ ଯାହାକୁ ଦେଖିଲେ ଆମେ ପ୍ରସଂଶା କରିବାକୁ ଲାଗିଥାଉ ସେହିଭଳି କାମ ପାଇଁ | ଆଉ ସେହି ଭଳି ଏକ କାର୍ଯ୍ୟ କରିବା ପାଇଁ ଲାଗିଛନ୍ତି ମହିଳା ଜଣଙ୍କ, ଆଉ ଦେଖିବାକୁ ମିଳିଛି କି ମହିଳା ଜଣଙ୍କ ଦେଖିବାକୁ ଲାଗିଛନ୍ତି ତାଙ୍କର କରାମତି | ଆଉ ତାହା ସହିତ ଗାଁ ରାସ୍ତା ରେ ସୁନ୍ଦର ଭାବରେ ଚଳାଇବାକୁ ଲାଗିଛନ୍ତି ଟ୍ରକ ବୋଲି କୁହାଯାଉଛି | ଯାହାକୁ ଆପଣ ମାନେ ମଧ୍ୟ ଦେଖିଲେ ପ୍ରସଂଶା କରିବାକୁ ଲାଗିବେ| ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜିକାଲି ମହିଳା ମାନେ ଆଉ ପଛରେ ରାହୁ ନାହାନ୍ତି | ଯେଉଁ କାର୍ଯ୍ୟ କୁ ପୁରୁଷ ମାନେ କରି ପାରୁଛନ୍ତି, ସେହି କାର୍ଯ୍ୟ କୁ ମହିଳା ମାନେ ମଧ୍ୟ କରି ପାରୁଛନ୍ତି ବୋଲି କୁହାଯାଉଛି | ଆଉ ଯାହାକୁ ପ୍ରମାଣ କରିକି ଦେଖେଇଛନ୍ତି ଏହି ମହିଳା ଜଣଙ୍କ ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ | ଯେଉଁଠି ଦେଖିବାକୁ ମିଳିଛି କି ମହିଳା ଜଣଙ୍କ ଗାଉଁଲି ରାସ୍ତାରେ ଚଳାଇବାକୁ ଲାଗିଛନ୍ତି ଟ୍ରକ | ଆଉ ବେଶ ସୁନ୍ଦର ଭାବରେ ଟ୍ରକ କୁ ନିଜ ଆୟତ୍ତ ରେ ରଖି ମେନେଜ କରିବାକୁ ଲାଗିଛନ୍ତି ଚଳାଇବା କାର୍ଯ୍ୟ କୁ |

ଆଉ ତାହା ପରେ ରାସ୍ତା ପାଖରେ ମାଙ୍କଡ଼ ପଲ କୁ ଦେଖିକି ମହିଳା ଜଣଙ୍କ ଟ୍ରକ ରୁ ଅଲ୍ହାଇ ଯାଇଛନ୍ତି | ଆଉ ସେହି ମାଙ୍କଡ଼ ମାନଙ୍କ ପାଇଁକି କିଛି ଖାଇବା ମଧ୍ୟ ନେଇ ଆସିଛନ୍ତି ତାହା ହେଉଛି ଚିନାବାଦାମ | ତାହା ପରେ ମାଙ୍କଡ଼ ମାନଙ୍କୁ ବେଶ ସୁନ୍ଦର ଭାବରେ ନିଜ ହାତରେ ଖାଇବାକୁ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ | ତେବେ କୁହାଯାଉଛି କି ମହିଳା ଙ୍କ ପାଖରେ ସବୁ ପ୍ରକାରର ଗୁଣ ରହିଛି ଆଉ ଯାହା ତାଙ୍କୁ ପ୍ରସଂଶା ର ପାତ୍ର କରାଇଛି |ଆଉ ତାଙ୍କର ଏହି କାମ ଜଣାଇ ଦେଉଛି କି ଆଜି କାଲି ଆଉ ମହିଳା ମାନେ କୋଉଥିରେ ପଛରେ ନାହାନ୍ତି |

ସବୁ କାର୍ଯ୍ୟ କରିବାରେ ସେମାନେ ଯୋଗ୍ୟ ଅଟନ୍ତି ମହିଳା ମାନେ | ଆଉ ପୁରୁଷ ମାନେ ଯେଉଁ ସବୁ କାର୍ଯ୍ୟ କରି ପାରୁଛନ୍ତି ମହିଳା ମାନେ ମଧ୍ୟ ଆଜି କରିକି ଦେଖାଉଥିବା କଥା କୁହାଯାଉଛି ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ | ଆଉ ମହିଳା ଜଣଙ୍କର ଏହି ଭଳି ଗାଁ ରାସ୍ତା ରେ ସୁନ୍ଦର ଭାବରେ ଟ୍ରକ ଚଳାଇବା କୁ ଦେଖି ସମସ୍ତେ ପ୍ରସଂଶା କରିବାରେ ଲାଗିଛନ୍ତି ମହିଳା ଜଣଙ୍କର | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment