ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ କିଛି ଏଭଳି ଭିଡ଼ିଓ ମଧ୍ୟ ଭାଇରାଲ ହେବାକୁ ଲାଗିଥାଏ ଯାହାକୁ ଆପଣ ମାନେ ଦେଖିଲେ ଖୁସି ହୋଇଯିବେ |ତେବେ ସେହି ଭଳି ଭିଡ଼ିଓ ଗୁଡିକ ହେଉଛି ଯେତେବେଳେ ଆମେ ମାନେ କୌଣସି ଗୀତ ଵା ନାଚ ର ଭିଡ଼ିଓ ମାନ ଦେଖିବାକୁ ପାଇଥାଉ |ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଭାଇରାଲ ବୟ ଶାନ୍ତନୁ ଗାଇବାକୁ ଲାଗିଛନ୍ତି ମଞ୍ଚ ଉପରେ ଏକ ମନଛୁଆ ଗୀତ ଯାହା ସମସ୍ତଙ୍କର ମନକୁ କିଣି ନେଇଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଆପଣ ମାନେ ଜାଣିଥିବେ ସିଦ୍ଧାର୍ଥ ଟିଭି ସବୁବେଳେ ନୂଆ ନୂଆ ପ୍ରତିଭା କୁ ଖୋଜିଥାଏ ଆଉ ତାହା ସହିତ ପିଲା ଠାରୁ ଆରମ୍ଭ କରି ମହିଳା ପର୍ଯ୍ୟନ୍ତ ସମସ୍ତ ଙ୍କ ପାଇଁ ନିଜର ପ୍ରତିଭା କୁ ପ୍ରକାଶ କରିବା ପାଇଁ କିଛି ନୂଆ ନୂଆ ସୁଯୋଗ ମଧ୍ୟ ଦେଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି “ଓଡିଶା ର ନୂଆ ସ୍ୱର ” ର ମଞ୍ଚରେ ଦେଖିବାକୁ ମିଳିଛି ସ୍ଟଡ଼ିଓ ରାଉଣ୍ଡ ରେଭାଇରାଲ ବୟ ଭାବରେ ସାରା ଓଡିଶା ରେ ଜଣା ଶୁଣା ଶାନ୍ତନୁ ଙ୍କ ସଂଗୀତ ର କମାଲ |
ଆଉ ଯେଉଁଠି ଶାନ୍ତନୁ ମଞ୍ଚ ଉପରେ ଜୋଜେସ ମାନଙ୍କ ସାମ୍ନା ରେ ତାଙ୍କର ଭୋଏସ ର କମାଲ ଦେଖାଇବାକୁ ଲାଗିଛନ୍ତି | ଆଉ ତାହା ସହିତ ତାଙ୍କର ସ୍ବରର ଯାଦୁ ରେ ସମସ୍ତ ଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି | ତେବେ ପ୍ରଥମେ ମଞ୍ଚ ଉପରେ ଶାନ୍ତନୁ ତାଙ୍କର କମେଡି ଓ କଥା ମାଧ୍ୟମରେ ଜୋଜେସ ଙ୍କର କଣକୁ କିଣି ନେଇଥିଲେ | ଆଉ ତାହା ପରେ “ଏଥର ଫଗୁଣେ ବଜେଇବି ବାଜା ” ଗୀତ ଟିକୁ ଗାଇ ସମସ୍ତ ଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ଶାନ୍ତନୁ | ଆଉ ଭାଇରାଲ ବୟ ଶାନ୍ତନୁ ମଧ୍ୟ ବେଶ ସୁନ୍ଦର ଭାବରେ ଗୀତ କୁ ଏନଜୟ କରିକି ଗାଉଥିବାର ଦେଖିବାକୁ ମିଳିଥିଲା |
ତାହା ସହିତ କୁହାଯାଉଛି କି ଛୋଟ ପିଲା ମୁହଁ ରୁ ଏହି ଭଳି ଭାବରେ ସୁନ୍ଦର ଗୀତ ଟିକୁ ଶୁଣିବା ପରେ ଜୋଜେସ ଓ ମହା ଜୋଜେସ ମାନେ ବେଶ ଖୁସି ହୋଇ ଯାଇଥିବା ର ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଭିଡ଼ିଓ ଟିରେ | ଆଉ ଶାନ୍ତନୁ ଙ୍କର ଏହି ଭଳି ଗୀତ ର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।