ଓଡି଼ଶାର 1 ନଂ ଡ୍ୟାନ୍ସ ଦଳ balsi ladies kirtan ( ବାଲସି ଝିଅ କୀର୍ତ୍ତନ )… ଥରେ ଦେଖିଲେ ୧୦ ଥର ଦେଖିବାକୁ ଇଛା ହେବ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ | ତେବେ ଆଜି କାଲି ସୋସିଆଲ ମିଡ଼ିଆରେ ଏଭଳି କିଛି ଭିଡ଼ିଓ ଭାଇରାଲ ହେବାକୁ ଲାଗୁଛି ଯାହାକୁ ଦେଖିଲେ ଆପଣ ମାନଙ୍କର ମନ ଖୁସି ହୋଇଯିବ ବୋଲି କୁହାଯାଉଛି | ଆଜିର ସୋସିଆଲ ମିଡିଆର ଯୁଗ ରେ ନିଜ ଭିତରେ ଥିବା ଟେଲେଣ୍ଟ କୁ ଦେଖିବା ସହିତ ଲୋକ ମାନଙ୍କ ପାଖକୁ ମଧ୍ୟ ଅତି ସହଜରେ ପହଞ୍ଚି ପାରୁଛି ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ଆଉ ଯେଉଁ ଭିଡ଼ିଓ ରେ ବାଲସି ଝିଅ ମାନେ କୀର୍ତ୍ତନ ମାଧ୍ୟମରେ ନିଜର ଟେଲେଣ୍ଟ କୁ ଦେଖାଇ ପାରିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଅନେକ ଭଜନ ଆଉ କୀର୍ତ୍ତନ ର ସମାରହ ଦେଖୁଥିବେ ଆଉ ସେ ସବୁ ଭଜନ କୀର୍ତ୍ତନ ର ଭିଡ଼ିଓ ମାନ ଆପଣ ମାନଙ୍କର ମନକୁ ବେଶ ଆକୃଷ୍ଟ କରେଇଥାଏ ବୋଲି ମଧ୍ୟ କୁହାଯାଉଛି | ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ସାମ୍ନା କୁ ଆସିଛି କୀର୍ତ୍ତନ ର ଯାହା ସମସ୍ତଙ୍କର ମନକୁ ଆକୃଷ୍ଟ କରେଇଛି ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ନିଜର ଭଜନ ଓ କୀର୍ତ୍ତନ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଝିଅ ମାନେ |

ଆପଣ ମାନେ ପ୍ରାୟ ବିଭିନ୍ନ ସ୍ଥାନରେ କୀର୍ତ୍ତନ ହେଉଥିବାର ଦେଖିବାକୁ ପାଉଥିବେ ଯେଉଁଥିରେ ପୁରୁଷ ମାନେ ସେମାନଙ୍କର କୀର୍ତ୍ତନ ଶୌଳି ରେ ନାଚ ଦେଖାଇଥାନ୍ତି ଆଉ ବାଜା ବଜାଇ କୀର୍ତ୍ତନ କରିଥାନ୍ତି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ସମ୍ପୂର୍ଣ୍ଣ ଅଲଗା ବୋଲି କୁହାଯାଉଛି |ଆଉ ଏହି କୀର୍ତ୍ତନ ପାର୍ଟି ରେ ଝିଅ ମାନେ ସେମାନଙ୍କର କମାଲ ଦେଖାଇଛନ୍ତି ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ବାଲସି ଲେଡି କୀର୍ତ୍ତନ ଦଳ ସେମାନଙ୍କର ଟେଲେଣ୍ଟ ଦେଖାଇବାକୁ ଲାଗିଛନ୍ତି |

ଆଉ ଯାହା କଳାହାଣ୍ଡି ର ନମ୍ବର 1 କୀର୍ତ୍ତନ ଦଳ ବୋଲି କୁହାଯାଉଛି | ତେବେ ଏହି କୀର୍ତ୍ତନ ଦଳ ରେ କଣ୍ଠ ପ୍ରଦାନ କରିଛନ୍ତି ବାସୁଦେବ ସାହୁ ଓ ରିଙ୍କି ସାହୁ ବୋଲି କୁହାଯାଇଛି | ଆଉ ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ସୁନ୍ଦର ଭାବରେ ହରେ କୃଷ୍ଣ ଗୀତ କୁ ଏକ ନୂଆ ଆଧୁନିକ ଗୀତ ର ସ୍ୱର ରେ ଗାଇ ଵା ସହିତ ଝିଅ ମାନେ ଡାନ୍ସ ର କମାଲ କୁ ଦେଖାଇବାକୁ ଲାଗିଛନ୍ତି ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment