OMG ! ଓଡ଼ିଶାରେ 4 ବର୍ଷ ର ପିଲା କଲା ଚମତ୍କାର… ଭିଡ଼ିଓ ନ ଦେଖିଲେ ବିଶ୍ୱାସ ହେବନି….

ଦର୍ଶକ ବନ୍ଧୁ ଆପଣ ମାନେ ପ୍ରତେକ ଦିନ ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର |ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବେଶ ଖୁସି ଲାଗିବ ସହିତ ଆମକୁ ବେଶ ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ | ତେବେ ବର୍ତ୍ତମାନ ସେହି ଭଳି ଏକ ଆଶ୍ଚର୍ଯ୍ୟ ଜନକ ଆଉ ମନକୁ ଛୁଇଁଲା ଭଳି ଏକ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ସୋସିଆଲ ମିଡ଼ିଆରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଛୋଟ ଛୁଆଁ ଟି ତାହାର ଟେଲେଣ୍ଟ ସମସ୍ତଙ୍କ ସାମ୍ନା ରେ ଦେଖାଇବାକୁ ଲାଗିଛନ୍ତି ଓ ପଚରା ଯାଉଥିବା ସମସ୍ତ ପ୍ରଶ୍ନ ର ସଠିକ ଉତ୍ତର ଦେବାକୁ ଲାଗୁଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି ଏଭଳି ଭାଇରାଲ ହେଉଥିବା ଭିଡ଼ିଓ ଟି କଟକ ରେ ଏକ ଶିଶୁ ମନ୍ଦିର ର ନରସିଂହପୁର ସ୍କୁଲ ରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କୁନି ପୁଅ ଟି ସୁନ୍ଦର ଭାବରେ କହିବାକୁ ଲାଗିଛି ଅନର୍ଗଳ ଭାବରେ ସମସ୍ତ ପ୍ରଶ୍ନ ର ଉତ୍ତର |ତାହା ସହିତ ଦେଖିବାକୁ ମିଳିଥିଲା କି କିଏ କେଉଁଠି କାର ବିଧାୟକ ଅଛନ୍ତି, ଚେୟାରମ୍ୟାନ କିଏ ଅଛନ୍ତି ଏମିତି କି ଓଡିଶା ବିଷୟରେ ସମସ୍ତ ପ୍ରଶ୍ନ ର ନିର୍ଭୁଲ ଭାବରେ ଉତ୍ତର ଦେଉଛନ୍ତି ପିଲା ଟି |

ତେବେ ପିଲା ଟିର ବୟସ ମାତ୍ର 4 ବର୍ଷ ବୋଲି କୁହାଯାଉଛି | ଆଉ ଏହି 4 ବର୍ଷ ବୟସରେ ଏତେ ସୁନ୍ଦର ଭାବରେ କୁନି ପୁଅ ଟି ସମସ୍ତ ପ୍ରଶ୍ନ ର ଉତ୍ତର ସମସ୍ତଙ୍କ ସାମ୍ନା ରେ ଦେବାକୁ ଲାଗିଛନ୍ତି ଯାହାକୁ ଆପଣ ମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି | ଆଉ ଠିକ ସେହିଭଳି ଏକ ଭିଡ଼ିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଲା ଭଳି ହୋଇଛି ଯେଉଁଠି କୁନି ପୁଅ ଟି ସମସ୍ତ ପ୍ରଶ୍ନ ର ଉତ୍ତର ଦେଇ ବେଶ ପ୍ରସଂଶା ର ପାତ୍ର ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି |

ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ତେବେ ଯେତେବେଳେ ଛୋଟ ଛୋଟ ପିଲା ମାନଙ୍କର ଭିଡ଼ିଓ ଭାଇରାଲ ହେବାକୁ ଲାଗିଥାଏ ତାହା କୁ ଦେଖିବା ପାଇଁ ଆମ ମାନଙ୍କର ଆଗ୍ରହ ଆହୁରି ଅଧିକ ବଢ଼ି ଯାଇଥାଏ ବୋଲି କୁହାଯାଉଛି | ତେବେ ଯେଉଁ ବୟସରେ ପିଲା ଟି ର ଦେଶ ବିଷୟରେ ଜାଣିବାର ଜ୍ଞାନ ହୋଇ ନ ଥାଏ ସେହି ବୟସରେ ପିଲା ଟି ବଡ଼ ପିଲା ଙ୍କ ଭଳି ସମସ୍ତ କଥା କୁ ମନେ ରଖି ସମସ୍ତଙ୍କ ସାମ୍ନା ରେ କହିବାରେ ଲାଗିଛି | ଆଉ ଏହି ଭଳି ଟେଲେଣ୍ଟେଡ ପିଲା ର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment