Femily Tips – ଓଜନ ବଢେଇବାର ( Weight gain ) ଘରୋଇ ଉପାୟ 100% ଗ୍ୟାରେଣ୍ଟି

ବନ୍ଧୁଗଣ ବର୍ତମାନ ଅଧିକାଂଶ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ବହୁତ ଚିନ୍ତିତ ଅଛନ୍ତି,ସେମାନେ ନିଜର ସ୍ୱାସ୍ଥ୍ୟ କଣ ପାଇଁ ବଢ଼ୁନାହିଁ ସେଥିପାଇଁ ସର୍ବଦା ଚିନ୍ତାରେ ରହିଥାନ୍ତି |ନିଯେ ମୋଟା ହେବା ପାଇଁ ପ୍ରତ୍ୟେକ ଦିନ ଜଙ୍କ ଫୁଡ ଖାଇଥାନ୍ତି ଯାହା ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ କରିଥାଏ |ସ୍ୱାସ୍ଥ୍ୟ ଅଧିକ ହେଲେ ତାହାକୁ କମାଇବା ଯେତିକି କଷ୍ଟକର ସେହିପରି ସ୍ୱାସ୍ଥ୍ୟ କମ ଥିଲେ ତାହାକୁ ବଢାଇବା ମଧ୍ୟ କଷ୍ଟ ହୋଇଥାଏ |ବର୍ତମାନ ମୋଟପଣ ବଢାଇବା ପାଇଁ ଅନେକ ବ୍ୟକ୍ତି ଔଷଧ ସେବନ କରୁଛନ୍ତି ଯାହାକି ଆପଣଙ୍କ ଶରୀରରେ ଅନେକ ରୋଗ ସୃଷ୍ଟି କରିଥାଏ |ମୁଁ ଆଜି ଆପଣକୁ ପ୍ରାକୃତିକ ଉପାୟରେ ନିଜର ସ୍ୱାସ୍ଥ୍ୟ କିପରି ବଢ଼ାଇବେ ସେ ବିଷୟରେ ଆପଣକୁ ଜଣେଇବି |ତେବେ ଆସନ୍ତୁ ଜାଣିବା ଏହିପରି କିଛି ସେକ ପ୍ରସ୍ତୁତି ଓ ଏହାର ବ୍ୟବହାର ବିଷୟରେ |

1-ଆପଣ ଏକ ଗ୍ଲାସ ଦେଶୀ କ୍ଷୀର, ଏକ କଦଳୀ ତାହା ସହିତ ଏକ ଚାମୋଚ ଦେଶୀ ଘିଅ ଓ ଏକ ଚାମୋଚ ଗୁଜୁରାତି ଗୁଣ୍ଡ ନେଇ ସେଥିରେ ଏକ ସେକ ପ୍ରସ୍ତୁତ କରି ତାହାକୁ ଆପଣ ପ୍ରତ୍ୟେକ ଦିନ ସକାଳ ଜଳଖିଆ ଖାଇବାର ଅଧଘଣ୍ଟା ପୂର୍ବରୁ ପିଅନ୍ତୁ |ଏହାପରି କିଛି ଦିନ ଖାଇବା ଦ୍ଵାରା ଆପଣଙ୍କ ଓଜନ ବଢିଥାଏ ତାହା ସହିତ ଆପଣଙ୍କ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ହୋଇଥାଏ |

2-ଆପଣ ଏକ ଗ୍ଲାସ କ୍ଷୀରରେ ପାଞ୍ଚଟି ଖଜୁରୀ ପକାଇ ତାହାକୁ ରଖି ଦିଅନ୍ତୁ ପରେ ଆପଣ ଏହାକୁ ଭଲରେ ଗ୍ରାଇଣ୍ଡିଙ୍ଗ କରି ସେଥିରେ ଅଧା ଚାମୋଚ ଗୁଜୁରାତି ଗୁଣ୍ଡ ମିଶାଇ ତାହାକୁ ଉଷମ କରି ପିଅନ୍ତୁ |ଏହିପରି କରିବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟରେ ଅନେକ ପରିବର୍ତନ ଆସିଥାଏ, ଆପଣ ଧୀରେ ଧୀରେ ମୋଟା ମଧ୍ୟ ହୋଇଯିବେ |

3-ଯଦି ଆପଣ ପ୍ରତ୍ୟେକ ଦିନ ସକାଳ ଚିନାବାଦାମ ଏକ ମୁଠା ଖାଇବେ ତେବେ ଆପଣଙ୍କ ଶରୀରରେ ଅନେକ ପରିବର୍ତନ ଆସିଥାଏ, ଏହା ସହିତ ଆପଣ ଯଦି ପ୍ରୋଟିନ ଜାତୀୟ ଖାଦ୍ୟ ଖାଆନ୍ତି ତେବେ ମଧ୍ୟ ଆପଣଙ୍କ ଶରୀର ଓଜନ ବୃଦ୍ଧି ହୋଇଥାଏ |

4-ଆପଣ ପ୍ରତ୍ୟେକ ଦିନ ଅଣ୍ଡା, ଡାଲି ଓ ରୁଟି କମ ମାତ୍ରାରେ ହେଲେ ମଧ୍ୟ ଖାଆନ୍ତୁ ଏହା ଆପଣଙ୍କ ଶରୀର ଓଜନ ବଢିଥାଏ, ଏହା ସହିତ ଆପଣ ପ୍ରତ୍ୟେକ ଦିନ ରାତିରେ ଏକ ମୁଠା କିସମିସ ପାଣିରେ ପକାଇ ତାହାକୁ ଦିନରେ ଦୁଇ ଥର କରି ଅଧା ଅଧା ସେବନ କରନ୍ତୁ |

5-ଏହା ସହିତ ଆପଣ ପ୍ରତ୍ୟେକ ଦିନ ଦୁଇଟି ଆମ୍ବ ସେବନ କଲେ ମଧ୍ୟ ତାହା ଆପଣଙ୍କ ଓଜନ ବୃଦ୍ଧିରେ ସାହାଯ୍ୟ କରିଥାଏ, ଏହା ସହିତ ଆପଣ ଯଦି ଆୟୁର୍ବେଦିକ ଔଷଧ ସେତବରୀ କିମ୍ବା ଅସ୍ଵଗନ୍ଧା ଟାବଲେଟ ସେବନ କଲେ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟରେ ପରିବର୍ତନ ଦେଖା ଦେଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment