ହଠାତ High ସ୍ପୀଡ଼ ଟ୍ରେନ ସହ ବୁଢା ଲୋକର ହେଲା ଏମିତି… ଏମିତି ଛାତି ଥରା ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ସାମ୍ନା କୁ ଆସିଥାଏ ଯାହା କୁ ଆପଣ ମାନେ ଦେଖିଲେ ଆପଣ ଙ୍କର ଛାତି ଥରି ଉଠିବ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ବୃଦ୍ଧ ଜଣଙ୍କ ଟ୍ରେନ ଆସିବା ର ଟିକିଏ ସମୟ ପୂର୍ବରୁ ଟ୍ରେନ ଟ୍ରାକ କୁ ପାରି ହେଉଛନ୍ତି | ଆଉ ଅଳ୍ପକେ ବର୍ତ୍ତୀ ଯାଉଛି ବୃଦ୍ଧ ଜଣଙ୍କର ଜୀବନ ବୋଲି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳୁଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣନ୍ତି କି ନିଶ୍ୱାସ କୁ ଭରସା ନାହିଁ, କେତେବେଳେ କାହା ପାଖରେ ଯେ ମୃତ୍ୟୁ ଆସିକି ପହଂଚିଯିବ ସେ କଥା କିଏ କହି ପାରିବ |ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଠାରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ମୃତ୍ୟୁ କୁ ସାମ୍ନା ରୁ ଦେଖିଛନ୍ତି ବୃଦ୍ଧ ଜଣଙ୍କ | ଆଉ ମରଣ ମୁହରୁ ଫେରି ଆସିଛନ୍ତି ସେ | ଗୋଟିଏ ମିନିଟ ର ବିଳମ୍ବ ଟା ବୃଦ୍ଧ ଜଣଙ୍କର ଜୀବନ ସବୁଦିନ ପାଇଁ ନେଇ ଯାଇଥାନ୍ତା ବୋଲି ମଧ୍ୟ କୁହାଯାଉଛି |କୁହାଯାଏ କି ଯଦି ଆମେ ଆମର କାର୍ଯ୍ୟକୁ ସାବଧାନ ତାର ସହିତ କରିବା ତାହେଲେ ଆମର କୌଣସି ବି ଦୁର୍ଘଟଣା ଆମ ପାଖକୁ ଆସି ପାରିବ ନାହିଁ |

ଆଉ ଟିକିଏ ଅସାବଧାନତା ଯୋଗୁଁ ଆମର ଜୀବନ ମଧ୍ୟ ଯାଇପାରେ ସବୁଦିନ ପାଇଁ ବୋଲି କୁହାଯାଉଛି |ତେବେ ଆପଣ ମାନେ ଜାଣିଥିବେ ଟି ଟ୍ରେନ ଟ୍ରାକ କୁ ପାରି ହେବା ପାଇଁ ଷ୍ଟେସନ ରେ ନିର୍ଦ୍ଧିଷ୍ଟ ରାସ୍ତା ଓ ବ୍ୟବସ୍ତା ମଧ୍ୟ ରହିଛି | କିନ୍ତୁ ଲୋକ ମାନେ ଯଦି ସେ ସମସ୍ତ କଥା କୁ ନ ମାନିବେ ଆଉ ଟ୍ରେନ ଆସିବା ସମୟରେ ଯଦି ରେଲୱେ ଟ୍ରାକ ଉପର ଦେଇକି ଗତି କରିବେ ତାହେଲେ ନିଶ୍ଚୟ ଆମର ଜୀବନ ଯିବ ବୋଲି ମଧ୍ୟ କୁହାଯାଉଛି |

ତେବେ ବର୍ରମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଠାରେ ସେହି ଭଳି କିଛି ଘଟଣା ଘଟିଛି ବୋଲି କୁହାଯାଉଛି | ଆଉ ଯାହା ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ କି ଟ୍ରେନ ଆସିବା ସମୟରେ ରେଲୱେ ଟ୍ରାକ ଉପରେ ଦୌଡ଼ି ଦୌଡ଼ି ଗୋଟିଏ ପାଖରୁ ଆର ପାଖକୁ ଆସୁଛନ୍ତି ବୃଦ୍ଧ ଜଣଙ୍କ | ଆଉ କୁହାଯାଉଛି କି ଗୋଟିଏ ମିନିଟ ର ଯଦି ବିଳମ୍ବ ହୋଇଥାନ୍ତା ତାହେଲେ ବୃଦ୍ଧ ଜଣଙ୍କ ଜୀବନ ମଧ୍ୟ ଯିବାର ସମ୍ଭାବନା ଥିଲା ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment