ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।
ବନ୍ଧୁଗଣ ଡ୍ୟାନ୍ସ କରିବା ଏକ ଭିନ୍ନ ରାଗ ହୋଇଥାଏ, ଯାହା ସମସ୍ତେ କରିବା ଲାଗି ସକ୍ଷମ ହୋଇନଥାନ୍ତି।କିନ୍ତୁ କାହାର ନୃତ୍ୟ ଦେଖିବାକୁ ଆମକୁ ବହୁତ ଖୁସି ଲାଗେ। ନୃତ୍ୟ ସଂସ୍କୃତିକ ହେଉ କିମ୍ବା ମର୍ଡନ ଏଥିରେ କୌଣସି ବାଚ ବିଚାର ନଥାଏ ଏହା ର ତାଳ ରେ ତାଳ ଦେଇ ନାଚିଲେ ତାହାକୁ ଛୁମିବା କୁ ଇଚ୍ଛା ହୁଏ ଏବଂ ମନ ପ୍ରଫୁଲିତ ରହେ। ତେବେ ଆମେ ଆଜି ଆପଣଙ୍କୁ ଏହିପରି ଏକ ଯୋଡ଼ି ଙ୍କର ଏକ ଭିଡିଓ ଭାଇରଲ ହେଉଛି ଯାହା ବିଷୟରେ ଜଣେଇବା କୁ ଯାଉଛୁ , ଯାହା ଜାଣିଲେ ତଥା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିବେ।
ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆମ ଲୋକପ୍ରିୟ ସିରିଏଲ ଯୋଡ଼ି , ତୁଷାର ଓ ତାରିଣୀ ଙ୍କ ର ଏକ ଡ୍ୟାନ୍ସ ଭିଡ଼ିଓ ଟି ଭାଇରାଲ ହେଉଛି। ଯେଉଁ ଭିଡ଼ିଓ ଟି ଲୋକଙ୍କୁ ବେଶ ପସନ୍ଦ ଆସିଛି ମଧ୍ୟ ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି କି ତୁଷାର ଓ ତାରିଣୀ ଗୋଟିଏ ରୋମାଣ୍ଟିକ ଗୀତ ର ଡ୍ୟାନ୍ସ ପ୍ରାକ୍ଟିସ୍ କରୁଛନ୍ତି। ତେବେ ଆଗକୁ ଥିବା ତରଙ୍ଗ ପରିବାର ଫଙ୍କସନ ରେ ଉଭୟ ଡ୍ୟାନ୍ସ କରିବା କୁ ଯାଉଛନ୍ତି ଯାହା ନେଇ ବର୍ତ୍ତମାନ ସେମାନେ ଡ୍ୟାନ୍ସ ପ୍ରାକ୍ଟିସ୍ କରୁଥିବା ସୂଚନା ରହିଛି।
ତେବେ ଭାଇରାଲ ଭିଡ଼ିଓ ଟିରେ ଦେଖା ଯାଇଛି ଯେ, ବାବୁସାନ ଓ ଭୂମିକା ଙ୍କ ର ଗୀତ “ପଲ ପଲ ତୋତେ ଚାହେଁ ,ପଲ ପଲ ଭଲ ପାଏ” ଗୀତ ଟିରେ ଦୁହେଁ ଡ୍ୟାନ୍ସ ପ୍ରାକ୍ଟିସ୍ କରୁଛନ୍ତି। ତେବେ ତୁଷାର ଓ ତାରିଣୀ ଙ୍କୁ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଉଭୟ ଛୋଟ ପରଦା ର କଳାକାର ଅଟନ୍ତି ମାତ୍ର ବେଶ ଲୋକପ୍ରିୟ ଚେହେରା ଅଟନ୍ତି। ଉଭୟ ଙ୍କ ର ଅଭିନୟ ଲୋକଙ୍କୁ ବେଶ ଆକୃଷ୍ଟ କରିଥାଏ ଏବଂ ମନରଞ୍ଜନ ମଧ୍ୟ। ତେବେ ବର୍ତ୍ତମାନ ଉଭୟ ଙ୍କ ର ଏହି ରୋମାଣ୍ଟିକ ଡ୍ୟାନ୍ସ ପ୍ରାକ୍ଟିସ୍ ର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକେ ଏହାକୁ ଖୁବ ପସନ୍ଦ କରିଛନ୍ତି। ତେବେ ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।