Ollywood Actress ଭୂମିକା ଓ ଜ୍ୟୋତି ଙ୍କ ଜବରଦସ୍ତ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ବନ୍ଧୁଗଣ ଅଭିନେତ୍ରୀ ଭୂମିକା ଦାସଙ୍କୁ ତ ଆପଣ ଜାଣିଥିବେ, ଯିଏକି ଓଡ଼ିଶାର ଜଣେ ଲୋକପ୍ରିୟ ଏବଂ ଜଣାଶୁଣା ଚେହେରା। ବହୁତ୍ ଅଳ୍ପ ବୟସରୁ ସେ ଅଭିନୟ ଜଗତରେ ପାଦ ଦେଇଥିଲେ। ତେବେ ଅଭିନେତ୍ରୀ ଭୂମିକାଙ୍କ ଜବରଦସ୍ତ ଅଭିନୟ ଏବଂ ତାଙ୍କର ବୋଲ୍ଡ ଅନ୍ଦାଜ ପାଇଁ ସେ ଓଡିଶାରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତେବେ ଅଭିନେତ୍ରୀ ଭୂମିକାଙ୍କ ଅନେକ ଭିଡିଓ ତ ଆପଣ ଅନେକ ସମୟରେ ଦେଖିବାକୁ ପାଇଥିବେ। ସମୟକ୍ରମେ ତାଙ୍କର ଜବରଦସ୍ତ ଡାନ୍ସ ସହିତ ନଟଖଟି ଅନ୍ଦାଜ ର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉ ଥିବାର ଦେଖିବାକୁ ମିଳିଥାଏ। ଯାହାକୁ ବହୁତ୍ ପସନ୍ଦ କରନ୍ତି ତାଙ୍କର ପ୍ରଶଂସକ।

ତେବେ ଏହି ଅଭିନେତ୍ରୀ ଜଣଙ୍କ ତାଙ୍କର ନିଜର ଗ୍ଲାମର ପାଇଁ ଏବଂ ତାଙ୍କର ବେଶଭୂଷା ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି ଅଭିନୟ ଜଗତରେ। ବେଳେବେଳେ ସେ ଏମିତି ଗେଟ୍ ଅପ୍ ରେ ସେ ନଜର ଆସିଥାନ୍ତି ଯାହାକୁ ଦେଖି ଦର୍ଶକଙ୍କ ହୋସ ଉଡ଼ି ଯାଇଥାଏ। ଅଭିନେତ୍ରୀ ଭୂମିକା ଓଲିଉଡ ଇଣ୍ଡଷ୍ଟ୍ରି ର ଏମିତି ଜଣେ ଅଭିନେତ୍ରୀ ଅଟନ୍ତି ଯାହାଙ୍କର ଅଭିନୟ, ବୋଲ୍ଡ ଅନ୍ଦାଜ୍ ଏବଂ ଡାନ୍ସ ସବୁବେଳେ ଚର୍ଚ୍ଚାରେ ରହିଥାଏ। ତାଙ୍କର ଡାନ୍ସ ର ଭିନ୍ନ ଭିନ୍ନ ଅନ୍ଦାଜକୁ ନେଇ ବେଶ୍ ଚର୍ଚ୍ଚା ହୋଇଥାଏ। ଅନେକ ଫିଲ୍ମ୍ ରେ ଦମଦାର ପ୍ରଦର୍ଶନ କରିଥାନ୍ତି ଏହି ଚୁଲବୁଲି ଅଭିନେତ୍ରୀ ଜଣଙ୍କ।

ଅନେକ ଫିଲ୍ମରେ ହିରୋ ମାନଙ୍କ ସାଙ୍ଗରେ ଭୂମିକା ତାଙ୍କର ଆକର୍ଷଣୀୟ ଅନ୍ଦାଜରେ ନଜର ଆସିଥାନ୍ତି।ନୂଆ ନୂଆ ଲୁକ୍ ସବୁକୁ ସେ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହାକୁ ଦେଖି ତାଙ୍କର ଫ୍ଯାନ ସବୁ ପାଗଳ ହୋଇ ପଡିଥାନ୍ତି। ଭୂମିକା ଙ୍କ ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ। ତେବେ ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଏବଂ ଡାନ୍ସ ର ତଡକା ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ତାଙ୍କ ପାଇଁ ପାଗଳ ତାଙ୍କର ଅନେକ ପ୍ରସଂଶକ।ତେବେ ଓଲିଉଡ ଆକ୍ଟ୍ରେସ୍ ଭୂମିକା ପୁଣିଥରେ ନିଜର ଜବରଦସ୍ତ ଡ୍ୟାନ୍ସ ସହିତ ସାମ୍ନାକୁ ଆସିଛନ୍ତି।ଯାହା ଏଠାରେ ଏହି ଭିଡିଓ ରେ ଦେଖିବକୁ ମିଳିଛି।

ଏଠାରେ ସେ ଅଭିନେତା ଜ୍ୟୋତି ଙ୍କ ସହିତ ଏକ ଷ୍ଟେଜ ପ୍ରୋଗ୍ରାମ ରେ ଡାନ୍ସ କରୁଛନ୍ତି। ତେବେ ସୁନ୍ଦର୍ ସୁନ୍ଦର୍ ଓଡ଼ିଆ ଫିଲ୍ମ୍ ଗୀତରେ ଉଭୟ ହଳଦିଆ ରଙ୍ଗର ଡ୍ରେସ୍ ପିନ୍ଧି ଜବରଦସ୍ତ ଡାନ୍ସ କରୁଥିବା ଦେଖିବାକୁ ମିଳିଛି।ତୋ ଆଖି ମୋ ଆଇନା, ଆକାଶେ ପବନ.. ଭଳି ରୋମାଣ୍ଟିକ ଗୀତରେ ସେମାନଙ୍କ ଡାନ୍ସ ଦର୍ଶକଙ୍କୁ ବହୁତ୍ ପସନ୍ଦ ଆସିବା ସହିତ ଆକର୍ଷିତ ମଧ୍ୟ କରିଛି। ଜ୍ୟୋତି ଏବଂ ଭୂମିକା ଙ୍କ ଯୋଡିକୁ ଏଠାରେ ଦର୍ଶକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ତେବେ ସେମାନଙ୍କର ଏହି ଡାନ୍ସ ର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment