ଓଡ଼ିଆ ହିରୋଇନ Poonam Mishra ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…

ହଁ ବନ୍ଧୁଗଣ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ହିରୋ ଆଉ ହିରୋଇନ ମାନଙ୍କୁ ନେଇକି ଯେତେବେଳେ କିଛି କଥା ଭାଇରାଲ ହେବାକୁ ଲାଗିଥାଏ ସେତେବେଳେ ତାହା ଆମ ସମସ୍ତ ଙ୍କୁ ବେଶ ପସନ୍ଦ ଆସିଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଓଡ଼ିଆ ଫ୍ଲିମ ଏକ୍ଟ୍ରେସ ପୁନମ ମିଶ୍ର ଙ୍କ ବିଷୟରେ |ଆଉ ଯିଏ କି ଆମ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ରେ ଅଭିନୟ କରି ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଆଉ ପ୍ରତେକ ଙ୍କ ହୃଦୟାରେ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ଗ୍ରହଣ କରିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ସେହି ଓଡ଼ିଆ ଏକ୍ଟ୍ରେସ ପୁନମ ମିଶ୍ର ଙ୍କର ଲାଇଫ ଷ୍ଟାଇଲ ସହିତ ପୋରସନାଲ ଲାଇଫ ବିଷୟରେ ଆଲୋଚନା କରିବା |

ଆପଣ ମାନେ ସମସ୍ତେ ପୁନମ ମିଶ୍ର ଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ ଯିଏ କି ସୋସିଆଲ ମିଡ଼ିଆରେ ସବୁବେଳେ ଏକ୍ଟିଭ ଅଛନ୍ତି ଆଉ ନିଜର ଅଭିନୟ ମାଧ୍ୟମରେ ଓଡ଼ିଆ ଦର୍ଶକ ମାନଙ୍କର ହୃଦୟରେ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ଗ୍ରହଣ କରିଛନ୍ତି | ଆଉ ଯେଉଁଠି କୁହାଯାଉଛି କି ଓଡ଼ିଆ ଫ୍ଲିମ ଜଗତରେ ନିଜର ସ୍ଥାନ କୁ ତାଙ୍କର ଅଭିନୟ ମାଧ୍ୟମରେ ତିଆରି କରିଛନ୍ତି ପୁନମ ମିଶ୍ର |

ପୁନମ ଙ୍କର ପୋରସନାଲ ଲାଇଫ ଓ ବାୟଗ୍ରାଫି :-

ଯାହା କୁହାଯାଉଛି କି ଅଲିଉଡ ଏକ୍ଟ୍ରେସ ପୁନମ ମିଶ୍ର ଯିଏକି 4 ନଭେମ୍ବର 1993 ରେ ଜନ୍ମ ଗ୍ରହଣ କରିଥିଲେ ଭୁବନେଶ୍ୱର ରେ | ପୁନମ ଙ୍କର ହାଇଟ 5 ଫୁଟ 7 ଇଞ୍ଚ ହୋଇଥିବା ବେଳେ ତାଙ୍କର ୱେଟ 50 ବୋଲି କୁହାଯାଉଛି |ତାହା ସହିତ ପ୍ରଭୁଜି ମେଡିକାଲ ସ୍କୁଲ ରେ ତାଙ୍କର ସ୍କୁଲ ଲାଇଫ କୁ ମଧ୍ୟ କମ୍ପ୍ଲିଟ କରିଥିଲେ ପୁନମ | ତେବେ 2011 ମସିହାରେ ସଞ୍ଜୟ ନାୟକ ଙ୍କର ଦ୍ୱାରା ପ୍ରକାଶିତ ଫ୍ଲିମ ” ବାଇଶି ପାହାଚେ ଖେଳିବ ମୀନ ” ଫ୍ଲିମ ରେ ପ୍ରଥମ ଥର ପାଇଁ ଅଭିନୟ କରି ଓଡ଼ିଆ ଦର୍ଶକ ମାନଙ୍କର ମନକୁ କିଣି ନେଇଥିଲେ ପୁନମ | ତାହା ପରେ ଲୋଭ ମାଷ୍ଟର ଓ ଅନେକ ଓଡ଼ିଆ ଫ୍ଲିମ ରେ ଅଭିନୟ କରି ଦର୍ଶକ ମାନଙ୍କର ପ୍ରିୟ ଆଉ ପ୍ରସଂଶା ର ପାତ୍ର ହୋଇ ପାରିଛନ୍ତି ପୁନମ |

ତେବେ ପୁନମ ମିଶ୍ର ଅନେକ ମ୍ୟୁଜିକ ଭିଡ଼ିଓ ରେ କାମ କରିବା ସହିତ ଫ୍ଲିମ ଜଗତରେ ନିଜର କେରିୟର ବନେଇଥିଲେ | ଆଉ ତାହା ସହିତ ନିଜର ଅଭିନୟ ମାଧ୍ୟମରେ ଓଡ଼ିଆ ଦର୍ଶକ ମାନଙ୍କର ହୃଦୟରେ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିପାରିଥିଲେ ପୁନମ ମିଶ୍ର ଓ ନିଜ ପାଇଁ ଦର୍ଶକ ମାନଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଥିଲେ |

ତେବେ ଏହା ଥିଲା ଓଡ଼ିଆ ଏକ୍ଟ୍ରେସ ପୁନମ ମିଶ୍ର ଙ୍କ ବିଷୟରେ କିଛି ସୂଚନା | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment