ତେବେ ସେଲିବ୍ରେଟି ମାନେ ଆମ ସହ ପରକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହିଥାନ୍ତି। ଆମେ ଯେ କେବଳ ତାଙ୍କର ସିନେମା ବା ଅଭିନୟ ଦେଖି ଖୁସି ହୋଇଥାଉ ତାହା ନୁହେଁ ବରଂ ସେମାନେ ଙ୍କ ଦ୍ଵାରା ଆମ ଜୀବନ ରେ ଅନେକ ପ୍ରଭାବ ପଡିଥାଏ ମଧ୍ୟ। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିଥାନ୍ତି ମଧ୍ୟ।
ତେବେ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ ଆପଣ ମାନଙ୍କ ର ପ୍ରିୟ ଓଲିଉଡ ର ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ବୈବାହିକ ଜୀବନ ତଥା ତାଙ୍କର ଶାଶୂ ଘର ଲୋକଙ୍କ ବିଷୟ ରେ ଭାଇରାଲ କେତେକ ଫୋଟ ଓ ଭିଡ଼ିଓ ବିଷୟ ରେ ଜଣେଇବୁ। ତେବେ ବନ୍ଧୁଗଣ ଅଭିନେତ୍ରୀ ଅର୍ଚ୍ଚିତା ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି, ତାଙ୍କର ଅଭିନୟ ଦ୍ୱାରା ସେ ସମସ୍ତ ଙ୍କୁ ନିଜର କରିପାରିଛନ୍ତି ଆଉ କଳାକାର ଦୁନିଆଁ ରେ ନିଜର ଏକ ପରିଚୟ ମଧ୍ୟ ସୃଷ୍ଟି କରି ପାରିଛନ୍ତି।
ତେବେ ଅଭିନେତ୍ରୀ ଅର୍ଚ୍ଚିତା ତାଙ୍କର ଅଭିନୟ ଜୀବନ ୨୦୦୫ ମସିହା ରେ ଆରମ୍ଭ କରିଥିଲେ ଏବଂ ତାଙ୍କର ପ୍ରଥମ ସିନେମା ଥିଲା “ଓ ମାଇଁ ଲଭ” ।ତେବେ ତାଙ୍କର ପ୍ରଥମ ସିନେମା ର ଅଭିନୟ ଏତେ ଦମଦାର ଥିଲା କି ଏହା ପର ଠାରୁ ସେ ଗୋଟିଏ ପରେ ଗୋଟିଏ ଧମାକାଦାର ସିନେମା ଦର୍ଶକ ଙ୍କୁ ଦେଇ ଆସିଛନ୍ତି। ତେବେ ନିକଟ ରେ ସେ ଓଲିଉଡ ର ଅଭିନେତା ସବ୍ୟସାଚୀ ମିଶ୍ର ଙ୍କୁ ବିବାହ କରିଛନ୍ତି ଏବଂ ବୈବାହିକ ଜୀବନ ରେ ମଧ୍ୟ ସେ ବେଶ ଖୁସି ରେ ଅଛନ୍ତି। ତେବେ ତାଙ୍କର ଶାଶୁ ଘରର କେତେକ ଫୋଟ ଓ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି।
ତେବେ ଏହି ସବୁ ଫୋଟ ମଧ୍ୟରୁ ଆପଣ ପ୍ରଥମ ଫୋଟ ରେ ଦେଖି ପାରିବେ କି ଅର୍ଚ୍ଚିତା ତାଙ୍କର ଶାଶୂ ତଥା ଅଭିନେତା ସବ୍ୟସାଚୀ ଙ୍କ ମା ଙ୍କ ସହ କେତେ ଫ୍ରି ଅଛନ୍ତି ଏବଂ ମଜାରେ ଫୋଟ ଉଠେଇଛନ୍ତି। ସେହିପରି ଏହି ଭାଇରାଲ ଭିଡ଼ିଓ ରେ ଆପଣ ସବ୍ୟସାଚୀ ଙ୍କ ଜେଜେ ଓ ଜେଜେ ମା ତଥା ତାଙ୍କର ଭାଉଜ ଭାଇ ଓ ପୁରା ପରିବାର ଙ୍କୁ ଦେଖିବା କୁ ପାଇବେ। ତେବେ ଅଭିନେତ୍ରୀ ଅର୍ଚ୍ଚିତା ତାଙ୍କ ପରିବାର ସହ ବେଶ ଖୁସି ରେ ଥିବା ଆପଣ ଦେଖିବାକୁ ପାଇବେ। ତେବେ ଏହି ଫୋଟ ମଧ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହା ଆପଣ ଆଗରୁ କେବେ ବି ଦେଖି ନଥିବେ। ତେବେ ଏହି ଭାଇରାଲ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।