Swastik Tv News Odisha

Ollywood Khabar – ଓଡ଼ିଆ ହିରୋ ହିରୋଇନ ମାନେ ଗୋଟିଏ ଫିଲ୍ମ କରିବାକୁ ଏତେ ଟଙ୍କା ନିଅନ୍ତି, ଜାଣିଲେ ଆପଣଙ୍କ ହୋସ ଉଡିଯିବ..

0

ଜଣେ ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ସାଧାରଣ ଲୋକ ମାନେ କଳାକାର ମାନଙ୍କ ବିଷୟରେ ଜାଣିବା ପାଇଁ ସବୁବେଳେ କୌତୁହଳ ପ୍ରକାଶ କରି ଥାଆନ୍ତି। ପ୍ରତିଦିନ ତାଙ୍କ ଜୀବନରେ କଣ ସବୁ ଘଟି ଚାଲିଛି ତାହା ଜାଣିବା ପାଇଁ ଉତ୍କଣ୍ଠାର ସହିତ ଚାତକ ପରି ଚାହିଁ ରହି ଥାଆନ୍ତି। କଳାକାର ମାନଙ୍କର ଖାଇବା ଠାରୁ ଆରମ୍ଭ କରି ଜୀବନ ଶୈଳୀ ପର୍ଯ୍ୟନ୍ତ ଆଦି ଉପରେ ସାଧାରଣ ଲୋକ ମାନେ ଫଲୋ କରି ଥାଆନ୍ତି ଓ ଏଥି ସହିତ ସେ କେଉଁ ଭଳି ଭାବରେ ଜୀବନକୁ ଅତିବାହିତ କରି ଥାଆନ୍ତି, ତାହା ଉପରେ ମଧ୍ୟ ସାଧାରଣ ଲୋକ ମାନେ ନଜର ରଖି ଥାଆନ୍ତି। ଦର୍ଶକ ମାନଙ୍କର ପ୍ରିୟ ଅଭିନେତା ବା ଅଭିନେତ୍ରୀଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ତଥ୍ୟ ଜାଣିବା ପାଇଁ ବା ଏଥି ସହିତ ସେମାନେ କେତେ ଟଙ୍କା ପାଇ ଥାଆନ୍ତି ଇଚ୍ଛା ପ୍ରକାଶ ସବୁବେଳେ ପାଇଁ କରି ଥାଆନ୍ତି। ତେବେ ବନ୍ଧୁଗଣ ଓଡ଼ିଆ ଫିଲ୍ମର ହିରୋ ଓ ହିରୋଇନ ମାନେ ଗୋଟିଏ ଫିଲ୍ମ ପାଇଁ କେତେ ଟଙ୍କା ନିଅନ୍ତି ଆସନ୍ତୁ ଜାଣିବା;

1. ସୂଚନା ଅନୁସାରେ, ତେବେ ଓଡ଼ିଆ ଇଣ୍ଡଷ୍ଟିର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀ ପ୍ରତି ଫିଲ୍ମ ପାଇଁ ୭ ରୁ ୮ ଲକ୍ଷ୍ୟ ଟଙ୍କା ନେଇ ଥାଆନ୍ତି ଓ ସେ ୯ ଲକ୍ଷ୍ୟ ଟଙ୍କା ଗପ ହେଲେ ବି ସତ ଫିଲ୍ମରେ ସବୁଠାରୁ ଅଧିକ ନେଇଥିଲେ।

2. ଏହା ପରେ ଝିଲିକ ଭଟାଚାର୍ଯ୍ୟ ପ୍ରତି ଫିଲ୍ମ ପାଇଁ ୪ରୁ ୫ ଲକ୍ଷ୍ୟ ଟଙ୍କା ନେଇ ଥାଆନ୍ତି ଓ ୬ ଲକ୍ଷ୍ୟ ଟଙ୍କା ସୁପର ମିଛୁଆରେ ସବୁଠାରୁ ଅଧିକ ନେଇଥିଲେ।

3. ଅଭିନେତ୍ରୀ ପ୍ରିୟା ଚୌଧୁରୀ ପ୍ରତି ଫିଲ୍ମ ପାଇଁ ୨ ରୁ ୪ ଲକ୍ଷ୍ୟ ଟଙ୍କା ନେଇ ଥାଆନ୍ତି ଓ ସେ ୪ ଲକ୍ଷ୍ୟ ଟଙ୍କା ପାରିବେନି କେହି ଅଲଗା କରି ରେ ସବୁଠାରୁ ଅଧିକ ନେଇଥିଲେ।

4. ତେବେ ଅର୍ଚ୍ଚିତା ସାହୁ ପ୍ରତି ଫିଲ୍ମ ପାଇଁ ୭ ରୁ ୮ ଲକ୍ଷ୍ୟ ଟଙ୍କା ନେଇ ଥାଆନ୍ତି ଓ ସେ ୧୦ ଲକ୍ଷ୍ୟ ଟଙ୍କା ପିଲାଟା ବିଗିଡି ଗଲା ଫିଲ୍ମରେ ସବୁଠାରୁ ଅଧିକ ନେଇଥିଲେ।

5. ରିୟା ଦେ ପ୍ରତି ଫିଲ୍ମ ପାଇଁ ୫ ରୁ ୬ ଟଙ୍କା ନେଇ ଥାଆନ୍ତି ଓ ସେ ୮ ଲକ୍ଷ୍ୟ ଟଙ୍କା ରଘୁପତି ରାଘବ ରାଜାରାମ ଫିଲ୍ମରେ ସବୁଠାରୁ ଅଧିକ ନେଇଥିଲେ।

6. ଏହା ପରେ ଆସୁଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ ପ୍ରତି ଫିଲ୍ମ ପାଇଁ ୩ ରୁ ୪ ଲକ୍ଷ୍ୟ ଟଙ୍କା ନେଇ ଥାଆନ୍ତି ଓ ସେ ୪ ଲକ୍ଷ୍ୟ ଟଙ୍କା ଅଭୟ ଫିଲ୍ମରେ ସବୁଠାରୁ ଅଧିକ ନେଇଥିଲେ।

7. ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟିର ଅଭିନେତା ବାବୁସାନ ଗୋଟିଏ ଫିଲ୍ମ ପାଇଁ ୧୦ ରୁ ୧୨ ଲକ୍ଷ୍ୟ ଟଙ୍କା ନେଇ ଥାଆନ୍ତି। ଅମ୍ଳାନ ଗୋଟିଏ ଫିଲ୍ମ ପାଇଁ ୬ ରୁ ୮ ଲକ୍ଷ୍ୟ ଟଙ୍କା ନେଇଥିଲେ। ପପୁ ପମପମ ଗୋଟିଏ ଫିଲ୍ମ ପାଇଁ ୫ ରୁ ୬ ଟଙ୍କା ନେଇ ଥାଆନ୍ତି।

8. ଅଭିନେତା ସବ୍ୟସାଚୀ ମିଶ୍ର ଗୋଟିଏ ଫିଲ୍ମ ପାଇଁ ୮ ରୁ ୧୦ ଲକ୍ଷ୍ୟ ଟଙ୍କା ନେଇ ଥାଆନ୍ତି। ଅନୁଭବ ମହାନ୍ତି ଗୋଟିଏ ଫିଲ୍ମ ପାଇଁ ୨୫ ରୁ ୩୦ ଲକ୍ଷ୍ୟ ଟଙ୍କା ନେଇ ଥାଆନ୍ତି।

9. ଆକାଶ ଗୋଟିଏ ଫିଲ୍ମ ପାଇଁ ୫ ରୁ ୭ ଲକ୍ଷ୍ୟ ଟଙ୍କା ନେଇ ଥାଆନ୍ତି। ଅରିନ୍ଦମ ଗୋଟିଏ ଫିଲ୍ମ ପାଇଁ ୧୫ ରୁ ୨୦ ଲକ୍ଷ୍ୟ ଟଙ୍କା ନେଇ ଥାଆନ୍ତି।

10. ସିଦ୍ଧାନ୍ତ ମହାପାତ୍ର ଗୋଟିଏ ଫିଲ୍ମ ପାଇଁ ୧୮ ରୁ ୨୦ ଲକ୍ଷ୍ୟ ଟଙ୍କା ନେଇ ଥାଆନ୍ତି। ଏହା ପରେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଗୋଟିଏ ଫିଲ୍ମ ପାଇଁ ୪ ରୁ ୫ ଲକ୍ଷ୍ୟ ଟଙ୍କା ନେଇ ଥାଆନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.