Swastik Tv News Odisha

Ollywood Khabar ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ର ନୂଆ Odia Film ଏହାକୁ ନେଇ କ’ଣ କହିଲେ ଏହି ସୁପରହିଟ ଯୋଡି…ଦେଖନ୍ତୁ Video

0

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଏକ ଏପରି ଯୋଡି ଯେଉଁମାନେ ଏବେ ଲୋକପ୍ରିୟତାରବେଶ୍ ଶୀର୍ଷରେ ରହିଛନ୍ତି ସେମାନେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ରୂପା ଏବଂ ପିଣ୍ଟୁ। ସେମାନେ ସମସ୍ତଙ୍କ ହୃଦୟକୁ କିଣି ନେବା ଭଳି ଦୁଇ ପ୍ରମୁଖ ଚେହେରା ପାଲଟି ଯାଇଛନ୍ତି। ସେମାନଙ୍କ ଯୋଡ଼ି ଏତେ ସୁନ୍ଦର ଏବଂ ଦମଦାର ଯେ ତାଂକୁ ଦେଖିବାକୁ ଦର୍ଶକ ବେଶ୍ ଖୁସି ହେଉଛନ୍ତି। ଯେଉଁଭଳି ଭାବରେ ସେମାନେ ଦର୍ଶକଙ୍କ ମନରେ ଛାଇ ଯାଇଛନ୍ତି, ତାକୁ ଆପଣ ଅନେକ ଭିଡିଓ ରେ ଦର୍ଶକ ମାନଙ୍କ ଭଲପାଇବାକୁ ଦେଖି ଜାଣି ପାରୁଥିବେ। ଅନେକ ଦର୍ଶକ ଏହି ଯୋଡିକୁ ଅନେକ ଭଲପାଇବା ଦେବା ସହିତ ଆଶିର୍ବାଦ ମଧ୍ୟ ଓଜାଡି ଦେଉଛନ୍ତି।

କାରଣ ସେମାନଙ୍କ ପ୍ରଦର୍ଶନ ସାଙ୍ଗକୁ ସେମାନଙ୍କ ବ୍ୟକ୍ତିତ୍ଵ ମଧ୍ୟ ଭିନ୍ନ ଧରଣର ଅଟେ। ତେବେ ଏହି ଯୋଡ଼ି ମ୍ୟୁଜିକ ଭିଡିଓ ରୁ ବେଶ୍ ପପୁଲାର୍ ହୋଇ ପାରିଛନ୍ତି। ତାଙ୍କର କିଛି ସର୍ଟ ରିଲ ଭିଡିଓ ପ୍ରଥମେ ଦେଖିବାକୁ ମିଳୁଥିଲା ଏବଂ ପରେ ସେମାନେ ଡାନ୍ସ ଭିଡିଓ ଜରିଆରେ ଲୋକଙ୍କ ସାମ୍ନାକୁ ଆସିଥିଲେ।ଆଉ ପରେ ରୁପା ଏବଂ ପିଣ୍ଟୁ ଙ୍କ ଲୋକପ୍ରିୟତା ଧିରେ ଧିରେ ବଢିବାରେ ଲାଗିଥିଲା। ଏବେ ସେମାନଙ୍କ ପାଇଁ ପାଗଳ ପ୍ରାୟ ଅଟନ୍ତି ଦର୍ଶକ। ତାଙ୍କର ପ୍ରତିଟି ଭିଡିଓ ଦର୍ଶକଙ୍କ ମନକୁ ଛୁଇଁ ପାରିଥାଏ ଏବଂ ଏହାର ଭିଉ ମଧ୍ଯ ବହୁତ୍ ଅଧିକ ରହିଥାଏ। ତେବେ ଆପଣ ତ ଜାଣିଛନ୍ତି ଏବେ ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ଏହି ଯୋଡି ବେଶ୍ ପରିଚିତ ଚେହେରା ଭାବରେ ଉଭା ହୋଇଛନ୍ତି।

ଏହି ସୁପରହିଟ ଯୋଡି ସେମାନଙ୍କ ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ସୁନ୍ଦର୍ ସୁନ୍ଦର୍ ଭିଡିଓ ଗୀତ ସବୁ କରୁଛନ୍ତି। ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ। ଡାନ୍ସ ଭିଡିଓରେ ମଧ୍ୟ ସେମାନଙ୍କ ଯୋଡି ଭାରି କମାଲ କରିବା ଭଳି ଅଟେ।ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ଅଧିକ। ତେବେ ସେମାନେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଅନ୍ୟ ମାନଙ୍କ ଭଳି ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ତାଙ୍କର ଚାହିଦା ବେଶ୍ ଅଧିକ ରହିଛି।ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି।

ଏହି ଯୋଡ଼ି ବହୁତ୍ ଲୋକପ୍ରିୟ ହେବା ପରେ ଏବେ ସେମାନେ ବ୍ଲଗ୍ କରିବା ବି ଆରମ୍ଭ କରି ଦେଇଛନ୍ତି। ଏବେ ଏହି ଯୋଡି ଫିଲ୍ମ୍ କରିବେ ବୋଲି କଥା ଉଠୁଥିବା ବେଳେ ଏହାକୁ ନେଇ ରୂପା କି ପିଣ୍ଟୁ କିଛି ପ୍ରତିକ୍ରିୟା ଦେଇ ନାହାଁନ୍ତି କିମ୍ୱା ମୁହଁ ଖୋଲି ନାହାଁନ୍ତି। ଫିଲ୍ମ୍ ହେଲେ ରୂପା ହିରୋଇନ୍ ହେବେ ଏବଂ ପିଣ୍ଟୁ ହିରୋ ହେବେ। କିନ୍ତୁ ଏଥିପାଇଁ ସେମାନଙ୍କୁ ତାଲିମ ଦରକାର୍। ଏବେ ସେମାନେ ଓଡ଼ିଆ ଆଲବମ ରେ ବେଶ୍ ଭଲ କରୁଛନ୍ତି ଏବଂ ସିନେମା କରିବାକୁ ନେଇ କୌଣସି ନିଷ୍ପତ୍ତି ରୂପା ଓ ପିଣ୍ଟୁ ନେଇ ନଥିବା ଜଣା ପଡିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.