Swastik Tv News Odisha

ollywood Report – ଦେଖନ୍ତୁ ବିବାହ ର ପ୍ରଥମ ଦିନ ଶାଶୂଘରେ କେମିତି ଦିନ କାଟିଲେ ସୁନନ୍ଦା…ଶୁଣନ୍ତୁ ତାଙ୍କ ମୁହଁ ରୁ କଣ କହୁଛନ୍ତି ସ୍ବାମୀ ପ୍ରଜ୍ଞା ଙ୍କ ବିଷୟରେ… ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ସମୟରେ ଓଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଖୁସିର ଖବର ଦେଖିବା ପାଇଁ ମିଳିଛି। ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଓଡ଼ିଶାର ଲୋକପ୍ରିୟ ହାସ୍ୟଅଭିନେତା ପ୍ରଜ୍ଞା ଖଟୁଆ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି। ତାଙ୍କର ବିବାହରେ ଓଡିଶା ସମେତ ଅନ୍ୟ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଓଡ଼ିଆ ମାନେ ସୋସିଆଲ ମିଡିଆରେ ସୁବେଛାର ସୁଅ ଛୁଟୁଛି। ଯଦି ଜଣେ ସାଧାରଣ ଲୋକର ବିବାହ ହୁଏ ତେବେ ଗାଁ ସାଇ ପଡ଼ିଶା ହିଁ ଜାଣିଥାନ୍ତି। ହେଲେ ଯଦି କୈଣସି ସେଲିବ୍ରେଟିଙ୍କ ବିବାହ ହୋଇଥାଏ ତେବେ ସାରା ଡୁନିଆ ତାଙ୍କ ବିଷୟରେ ଜାଣିବା ପାଇଁ ଇଚ୍ଛା କରିଥାନ୍ତି।

ତେଣୁ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ତାଙ୍କ ବିବାହର ଟିକିନିକି ଖବର ଜଣେଇ ଆସିଛୁ। ଆଜି ଆମେ ଆପଣ ମାନଙ୍କୁ ପ୍ରଜ୍ଞାଙ୍କ ଧର୍ମ ପତ୍ନୀ ସୁନନ୍ଦା ଶାଶୂ ଘରେ ଏଭଳି କିଛି କହିଲେ ଦେଖନ୍ତୁ ଭିଡ଼ିଓ। ଓଡ଼ିଶାର ଘରେ ଘରେ ପରିଚିତ ଲୋକପ୍ରିୟ ହାସ୍ୟଅଭିନେତା ପ୍ରଜ୍ଞା ଅଭିନେତ୍ରୀ ସୁନନ୍ଦାଙ୍କୁ ବିବାହ କରିଛନ୍ତି। ବିବାହ ପରେ ସୁନନ୍ଦା ଶାଶୂ ଘରେ ବହୁତ ଖୁସି ଥିବାର ଦେଖିବା ପାଇଁ ମିଳିଛି। ତେବେ ଆମେ କହି ରଖୁଛୁ କି ପ୍ରଜ୍ଞାଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ ଏବଂ ସୁନନ୍ଦାଙ୍କ ଘର ଭଦ୍ରକ ଜିଲ୍ଲାର ଉଭୟ ପୂର୍ବରୁ ଜଣେ ଭଲ ସାଙ୍ଗ ଥିଲେ।

ପ୍ରଜ୍ଞା ଯେଉଁଭଳି ଭାବରେ ନିଜର ଦମଦାର ଅଭିନୟ ବଳରେ ଲୋକ ମାନଙ୍କ ହୃଦୟ ଜିତି ପାରିଛନ୍ତି। ଠିକ ସେହିପରି ସୁନନ୍ଦା ମଧ୍ୟ ଜଣେ ଭଲ କଳାକାର ସେ କମେଡ଼ି କରିବା ସହିତ ନେଗେଟିଭ ଚରିତ୍ର ରେ ବହୁତ ଭଲ ଅଭିନୟ କରନ୍ତି। ତେବେ ଉଭୟଙ୍କ ବିବାହ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଠାରେ ଅନୁଷ୍ଠିତ ହୋଇଥିବା ଜଣା ପଡ଼ିଛି। ଯାହାକି ଏହା ଐତିହାସିକ ସ୍ଥାନରେ ହୋଇଥିବା କାରଣରୁ ପ୍ରଜ୍ଞା ବହୁତ ଖୁସି ହୋଇଥିବା ଦେଖିବା ପାଇଁ ମିଳିଥିଲା। ତେବେ ବର୍ତ୍ତମାନ ସମୟରେ କରନା ଗାଇଡ଼ ଲାଇନ କାରଣରୁ ବହୁତ କମ ଲୋକ ଉପସ୍ଥିତ ଥିଲେ। ସେ ମଧ୍ୟ ବେଶି ଲୋକଙ୍କୁ ଡାକି ପାରିନାହିଁ।

ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆଙ୍କ ବିବାହ ରେ ତାଙ୍କର ଫ୍ୟାନ ମାନେ ତାଙ୍କୁ ବିବାହରେ ଅନେକ ଅନେକ ସୁବେଛା ଜଣେଇଛନ୍ତି। ସେ ଓଡ଼ିଆ ସିନେମା ଜଗତର ଆଗ ଧାଡ଼ିର କମେଡିଆ ଅଭିନୟ କରିବା ସହିତ ଅନେକ ଟିଭି ଶୋ ରେ ମଧ୍ୟ ଅଭିନୟ କରିଛନ୍ତି। ତେବେ ସେ ଯେଉଁ ସବୁ ଫିଲ୍ମରେ ଅଭିନୟ କରିଛନ୍ତି ଓ ତାଙ୍କ ଅଭିନୟ ଗୁଡିକ ବହୁତ ସୁନ୍ଦର ଲାଗିଥାଏ। ତେବେ ଅଭିନେତାଙ୍କ ଅଭିନୟ ଶୈଳୀ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ସେ ଭଲ ଅଭିନୟ କରି ଦର୍ଶକ ମାନଙ୍କ ନିକଟରେ ଉପସ୍ଥାପନ କରି ଥାଆନ୍ତି। ଆମର ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା ଯେ ତାଙ୍କର ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ହେଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.