Ollywood ସୁପରଷ୍ଟାର ସିଦ୍ଧାନ୍ତ ( Sidhant ) ନିୟୁ ଓଡ଼ିଆ Movie ” କିଛି କହିବାର ଅଛି ” Trailer… ବମ୍ପର ହିଟ…

ହଁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର | ତେବେ ଅନେକ ସମୟରେ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ବିଷୟରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ଦର୍ଶକ ମାନଙ୍କର ମନକୁ ଛୁଇଁଲା ଭଳି ହୋଇଛି ବୋଲି କୁହାଯାଉଛି | ଆଉ ଯେଉଁ ଭିଡ଼ିଓ ରେ ସୁନ୍ଦର ଭାବରେ ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରେଇ ନେଇଛନ୍ତି ସିଦ୍ଧାନ୍ତ ଆଉ ରିୟା |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ତ ସମସ୍ତେ ବେଶ ଭଲ ଭାବରେ ଅଲିଉଡ ଇଣ୍ଡଷ୍ଟ୍ରି ର ଜଣେ ବେଶ ଜଣା ଶୁଣା ଅଭିନେତା ଯିଏ କି ଜଣେ ବହୁତ ପୁରୁଣା ସୁନାମ ଧନ୍ୟ କଳାକାର ଭାବରେ ନିଜର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଆମ ସମସ୍ତଙ୍କର ପ୍ରିୟ ର କଳାକାର ସିଦ୍ଧାନ୍ତ ମହାପାତ୍ର ଙ୍କୁ ବେଶ ଭଲ ଭାବରେ ଜାଣିଥିବେ | ଠିକ ସେହିଭଳି ନିଜର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କୁ ମୋତିଆଲା କରେଇଥିବା ଆମ ସମସ୍ତଙ୍କର ପ୍ରିୟ ର ଚୁଲବୁଲି ନାୟିକା ରିୟା ଙ୍କୁ ଆପଣ ମାନେ ଜାଣିଥିବେ | ତେବେ ବର୍ତ୍ତମାନ ଏହି ଦୁଇ ଯୋଡ଼ି ଙ୍କର ଏକ ନୂଆ ଫ୍ଲିମ ଆସିବାକୁ ଯାଉଛି ଆମ ଓଡ଼ିଆ ଇଣ୍ଡୋଷ୍ଟ୍ରି କୁ |

ଆଉ ଯେଉଁ ଫ୍ଲିମ ଟିର ନାଁ ହେଉଛି” କିଛି କହିବାର ଅଛି “ଆଉ ଯେଉଁ ଫ୍ଲିମ ରେ ମୁଖ୍ୟ ଭୂମିକା ରେ ଅଭିନୟ କରିଛନ୍ତି ସିଦ୍ଧାନ୍ତ ଆଉ ରିୟା | ତେବେ ଏହି ଫ୍ଲିମ ଟି ବହୁତ ସୁନ୍ଦର ହୋଇଛି ଓ ଏଥିରେ ଲଭ , ଇମୋସନ ସହିତ କମେଡି ମଧ୍ୟ ରହିଛି ବୋଲି କୁହାଯାଉଛି |ଆଉ ଏହିଭଳି ଫ୍ଲିମ ଟି ଦର୍ଶକ ମାନଙ୍କର ମନକୁ କିଣି ନେଇଛି ଯେଉଁଠି ସିଦ୍ଧାନ୍ତ ବିବାହ କରି ନାହାନ୍ତି ଓ ସିଦ୍ଧାନ୍ତ ଙ୍କ ଜେଜେମା ମରିବା ଆଗରୁ ନାତୁଣୀ ବୋହୂ କୁ ଦେଖିବା ପାଇଁ ଚାହୁଁଛନ୍ତି |

ଆଉ ତାହା ପରେ ରିୟା ଙ୍କୁ ଟଙ୍କା ଦେଇ ଅଭିନୟ କରୁଵା ପାଇଁ ନେଇ ଯାଇଛନ୍ତି ଏହି ଫ୍ଲିମ ରେ ଆଉ ଯାହା କୁ ଦେଖି ବୁଦ୍ଧି ମରିବ ବଦଳରେ ନାତୁଣୀ ବୋହୂ କୁ ଦେଖିକି ଉଠି ପଡୁଛି ଆଉ ହୋନିମୁନ କେବେ ବୋଲି ମଧ୍ୟ ପଚାରୁଛି | ତେବେ ଏହି ଫ୍ଲିମ ରେ ହରି ମଧ୍ୟ ତାଙ୍କର ଅଭିନୟ ର ଯାଦୁ ଦେଖାଇବା ସହିତ ଅନ୍ୟ କଳାକାର ମାନେ ମଧ୍ୟ ଦମଦାର ଅଭିନୟ କରିବାରେ ଲାଗିଛନ୍ତି |ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment