Om Namah Shivaya ” ବଲ ବମ ବଲ ବମ ” ଗୀତରେ ଏହି ଫେମସ ଗ୍ରୁପ କଲେ ଜବରଦସ୍ତ ଡ୍ୟାନ୍ସ….

ବନ୍ଧୁଗଣ ଆପଣ ଜାଣିଛନ୍ତି ଶ୍ରାବଣ ମାସ ହେଉଛି ପ୍ରଭୁ ଶିବ ଶଙ୍କରଙ୍କ ପ୍ରିୟ ମାସ। ଆଉ ସେଥିପାଇଁ ତ କୁହାଯାଏ ଏହି ମାସକୁ କାର୍ତ୍ତିକ ମାସ ପରେ ଦ୍ଵିତୀୟ ପବିତ୍ର ମାସ ବୋଲି କୁହାଯାଏ। ଆଉ ବିଶ୍ୱାସ ରଖାଯାଏ ଯେ ଏହି ମାସରେ ପ୍ରଭୁ ଶିବଙ୍କ ମସ୍ତକରେ ଜଳାଭିଷେକ କଲେ ଭକ୍ତଙ୍କର ସବୁ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ। ପୁଣି କେବଳ ଏହି ଶ୍ରାବଣ ମାସରେ ହିଁ ପ୍ରଭୁ ଭୋଳାନାଥଙ୍କ ଉପରେ ପ୍ରତ୍ୟକ୍ଷ ଭାବରେ ପାଣି ଢାଳି ପାରନ୍ତି ତାଙ୍କ ଭକ୍ତ। ତେଣୁ ରାଜ୍ୟର ଅନେକ ଶୈବ ପୀଠ ଲୋକାରଣ୍ୟ ହୋଇ ପଡିଥାଏ ଶ୍ରାବଣ ମାସ ସୋମବାର ରେ। ଓଡ଼ିଶାର ଜିଲ୍ଲା ମାନଙ୍କରେ ଥିବା ପ୍ରସିଦ୍ଧ ଶୈବ ପୀଠ ମାନଙ୍କରେ ହଜାର ହଜାର ବୋଲବମ ଭକ୍ତ ଶ୍ରାବଣୀ ମହାଦେବଙ୍କୁ କରୁଛନ୍ତି ଜଲଲାଗି।

ତେବେ ଏହା ଭକ୍ତ ମାନଙ୍କ ମଧ୍ୟରେ ଏକ ଭକ୍ତି ଏବଂ ଭିନ୍ନ ଆନନ୍ଦ ସଞ୍ଚାର କରିଥାଏ। ତେବେ ଏହି ସମୟରେ କାଉଡ଼ିଆ ବାଲା ଙ୍କ ଉତ୍ସାହ ସାଙ୍ଗକୁ ଶ୍ରାବଣ ମାସର ଶିବଙ୍କର ଗୀତ ଆହୁରି ଅଧିକ ଉତ୍ସାହିତ କରିଥାଏ ଭକ୍ତ ମାନଙ୍କୁ। ସେହିପରି ଏକ ସୁନ୍ଦର୍ ଭଜନ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଯାହାକୁ ଶୁଣିଲେ ଆପଣ ବି ଖୁସି ହୋଇଯିବେ। କିପରି ଭାବରେ କାଉଡ଼ିଆ ବାଲା ଗେରୁଆ ରଙ୍ଗର ବସ୍ତ୍ର ପିନ୍ଧି କାନ୍ଧରେ ବାହୁଙ୍ଗି ନେଇ ପାଣି ଢାଳିବା ପାଇଁ ରାସ୍ତାରେ ଚାଲି ଚାଲି ନାଚି ନାଚି ଯାଉଛନ୍ତି ଏବଂ ଏହି ସୁନ୍ଦର୍ ଭଜନ ସଙ୍ଗୀତ କୁ ଗାଉଛନ୍ତି ତାହା ଥରେ ଶୁଣନ୍ତୁ।ତେବେ ବିଭିନ୍ନ ପ୍ରକାର ହୃଦୟସ୍ପର୍ଶିି ସଙ୍ଗୀତ ଆପଣ ତ ଶୁଣିଥିବେ।

ଏହା ଆମକୁ ଯେତିକି ଖୁସି ଦେଇଥାଏ ସେତିକି ମନୋରଂଜନ ର ସୁରାକ ଯୋଗାଇଥାଏ।କିନ୍ତୁ ଯେତେବେଳେ ଆମେ ଭଜନ ସଙ୍ଗୀତ ଟିଏ ଶୁଣିବାକୁ ପାଉ ତାହା ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ। ଭଜନ ରେ ଭଗବାନଙ୍କ ପ୍ରତି ଭକ୍ତି ପ୍ରେମ ଉଦ୍ରେକ ହୁଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ଆପଣ ଅନେକ ସମୟରେ ଅନେକ ଗୁଡ଼ିଏ ଭଜନ ସଙ୍ଗୀତ ର ଭିଡିଓ ଦେଖିବାକୁ ପାଉଥିବେ।ଆଉ ସେସବୁ କୁ ଦେଖି, ଶୁଣି ବହୁତ୍ ଖୁସି ମଧ୍ଯ ହେଉଥିବେ।ଅନେକ ଏପରି କଣ୍ଠଶିଳ୍ପୀ ଅଛନ୍ତି ଯାହାଙ୍କ କଣ୍ଠରୁ ସଙ୍ଗୀତ ଶୁଣି ମନ ପୂରି ଉଠିଥାଏ।

ଯେକୌଣସି ଭଜନ ଗୀତ ଶୁଣିଲେ ମନଟା ଶାନ୍ତି ହୋଇଯାଏ। ସେହିପରି ଏହି ଗୀତଟି ହେଉଛି ବାବା ବାବା ଭୋଲେବାବା।ଯାହା ଏକ ସୁନ୍ଦର୍ ହୃଦୟସ୍ପର୍ଶୀ କାଉଡ଼ି ଭଜନ। ଏହାକୁ ଗାଇଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ।ଏହି ଗିତଟି ଶୁଣିଲେ ଆପଣ ଙ୍କ ମନବି ଭକ୍ତି ଭାବ ଏବଂ ପ୍ରେମରେ ପୂରି ଉଠିବ।ଏହି ସୁନ୍ଦର୍ ଭଜନ ସଙ୍ଗୀତ ଟି ନମିତା ଅଗ୍ରୱାଲ ଗାଇଥିବା ବେଳେ ଏହାର ଲିରିକ୍ସ କରିଛନ୍ତି ମଳୟ ରାଉତରାୟ।ସେ ନିଜେ ଏହି ସଙ୍ଗୀତର ମ୍ୟୁଜିକର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।ଏହି କାଉଡି ଭଜନ ଆପଣଙ୍କ ମନକୁ ବି ଶାନ୍ତି ଦେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment