ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ସୁନ୍ଦର୍ ଦୃଶ୍ୟ ଦେଖାଇବାକୁ ଯାଉଛୁ। ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। ଜୀବଜନ୍ତୁ କିପରି ମଣିଷର ସାଥୀ ହୋଇ ତା ପାଇଁ କାମ କରେ ଏହି ଭିଡିଓ ଦେଖିଲେ ଆପଣ ବୁଝି ପାରିବେ।ମଣିଷ ଯେମିତି ତାର ପୋଷା ପଶୁ ର ଯତ୍ନ ନିଏ ଏବଂ ସେବା କରେ ସେହିପରି ପୋଷା ପଶୁ ମାନେ ମଧ୍ଯ ତାର ମାଲିକର ଅନେକ କଥା ବୁଝନ୍ତି ଏବଂ ପରିବାରର ଏକ ସଦସ୍ୟ ଭଳି ବ୍ଯବହାର କରିଥାନ୍ତି। ସେମାନେ ସେତିକି ବିଶ୍ଵସ୍ତ ମଧ୍ଯ ହୋଇଥାନ୍ତି ଏବଂ ମାଲିକର ଅନେକ କାମରେ ଆସିଥାନ୍ତି। ତେବେ ଇତର ପ୍ରାଣୀ ମାନଙ୍କର ମଧ୍ୟ ମଣିଷ ପ୍ରତି ଦୟା, ସ୍ନେହ, କରୁଣା ଓ ଭଲପାଇବା ରହିଥାଏ।
ଯଦି ଏଥିପ୍ରତି ଆପଣଙ୍କର ସନ୍ଦେହ ଥାଏ ତେବେ ଥରୁଟିଏ ଏହି ଭିଡିଓ ଟିକୁ ଦେଖି ନିଅନ୍ତୁ ଆପଣ ଠିକ୍ ଭାବରେ ଏ କଥାକୁ ବୁଝି ପାରିବେ।କେବଳ ମଣିଷ ପ୍ରତି ମଣିଷର ସ୍ନେହ, ସହାନୁଭୂତି ରହିଥାଏ ତାହା ନୁହଁ ପଶୁ ମାନେ ମଧ୍ଯ ମଣିଷ ପ୍ରତି ଅନେକ ଭଲପାଇବା ଦେଖାଇଥାନ୍ତି। ପଶୁ ପକ୍ଷୀ ମାନେ ହେଉଛନ୍ତି ମଣିଷ ଜୀବନର ଏକ ଅଂଶ ବିଶେଷ। ମଣିଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଜୀବ ମାନଙ୍କ ଉପରେ ନିର୍ଭରଶୀଳ ଅଟେ।ସେମାନଙ୍କ ପାଇଁ ମଣିଷ ଜୀବନରେ ମଧ୍ୟ ଅନେକ ଖୁସି ଆସିଥାଏ। ଏଥିପାଇଁ ଅନେକ ପଶୁ ପକ୍ଷୀ ପ୍ରେମୀ ଘରେ ଏମାନଙ୍କୁ ରଖି ଅର୍ଥାତ୍ ନିଜ ପସନ୍ଦର ପ୍ରାଣୀକୁ ରଖି ସେମାନଙ୍କ ର ଯତ୍ନ ଉଚିତ୍ ଭାବରେ ନିଅନ୍ତି।
ସେମାନଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତି, ସେମାନଙ୍କ ସହ ଖେଳନ୍ତି ଏବଂ ଖୁସି ମଜା କରି ନିଜ ର ବ୍ୟସ୍ତ ବହୁଳ ଜୀବନରେ ଖୁସିର ପୁଲକ ଆଣିବାକୁ ଚେଷ୍ଟା କରନ୍ତି।ତେଣୁ ପଶୁ ହେଉକି ପକ୍ଷୀ ସେମାନଙ୍କ ସମ୍ପର୍କ ମଣିଷଙ୍କ ସହ ବେଶ୍ ନିବିଡ଼ ଅଟେ।ତେବେ ଯେଉଁ ବ୍ୟକ୍ତି ମାନେ କହୁଛନ୍ତି କି ବର୍ତ୍ତମାନର ଦୁନିଆରେ ମଣିଷ ଏବଂ ଜୀବଜନ୍ତୁ ମାନଙ୍କ ମଧ୍ୟରେ ସୁସମ୍ପର୍କ ସମ୍ଭବପର ନୁହେଁ ସେମାନଙ୍କ ପାଇଁ ଏହି ଭିଡିଓ ଏକ ଉଦାହରଣ ସଦୃଶ ଅଟେ।ତେବେ ଆଜି ଏହି ଲେଖା ମାଧ୍ୟମରେ ଆମେ କହିବାକୁ ଯାଉଥିବା କଥା ଏବଂ ଘଟଣାବଳୀ କୁ ଜାଣିବା ପରେ ସ୍ପଷ୍ଟ ହୋଇଯିବେ ଯେ ବାସ୍ତବରେ ପଶୁ ମଧ୍ୟ ମଣିଷକୁ କେତେ ଭଲପାଏ ଏବଂ ସ୍ନେହ କରେ।
ଥରେ ଏହି ଭିଡିଓ ଟିକୁ ଦେଖନ୍ତୁ ଏବଂ ତାପରେ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ଜାଣିଛନ୍ତି ମଣିଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଜୀବ ମାନଙ୍କ ଉପରେ ନିର୍ଭରଶୀଳ ଅଟେ।ଯେମିତି ଏଠାରେ ଦେଖିବାକୁ ମିଳିଛି ତାଲିମ୍ ପ୍ରାପ୍ତ ମାଙ୍କଡ଼ ତାର ମାଲିକ ପାଇଁ ସମସ୍ତଂକ ଆଗରେ କିପରି ନାଚ କରୁଛି, ଖେଳ ଦେଖାଉଛି। ମାଲିକ କଥାରେ ମାଙ୍କଡ଼ ଏଭଳି ଖେଳ ଦେଖାଇବାର ଦୃଶ୍ୟକୁ ଲୋକେ ଦେଖି ଖୁସି ହେବା ସହିତ ପଇସା ବି ଦେଉଛନ୍ତି। ତେବେ ଏହିଭଳି ଭାବରେ ମାଙ୍କଡ଼ର ନାଚ କରିବାର ଦୃଶ୍ୟକୁ ଯିଏବି ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯିବା ସହ ଖୁସି ବି ହେଉଛି।