ମିତି ବେଳେ ବେଳେ ଅଭୂତ ଘଟଣା ସବୁ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ ଯାହା ଦେଖିବା ପରେ ମୁଣ୍ଡରେ ସମସ୍ତେ ହାତ ଦେଇ ଥାଆନ୍ତି। ଆଉ ଏବେ ଏମିତି ଘଟଣା ଟି ଯାହା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ କହିବେ ପାଠ ପଢି ମଧ୍ୟ କିଛି ଲାଭ ନାହିଁ। ଆଉ ସେ ଏତେ ଶିକ୍ଷିତ ହେବା ପରେ କାହା କରିଲେ ତାହା ଅପାଠୁଆ ଙ୍କ ସହିତ ସମାନ। ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ। ଏହିଠାରେ ଏମିତି ଘଟଣା ଦେଖିବା ପରେ ଆପଣ ମାନେ ମଧ୍ଯ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ ଯାହା ଏହିଠାରେ ଘଟି ଯାଇଛି।
ଆଉ ଏହି ଘଟଣା ଟି ସମସ୍ତେ ଙ୍କୁ ଚମକାଇ ଦେଇଛି। ଆଉ ଏବେ ଘଟଣା ଟିରେ ଯାହା ଦେଖୁବାକୁ ମିଳୁଛି ତାହା ଶିକ୍ଷା ପ୍ରତି ଏକ ନିନ୍ଦନୀୟ କାମ। ଜଣେ ପାଠ ପଢେଇଥିବା ଶିକ୍ଷୟତ୍ରୀ ଯାହା କରିଛନ୍ତି ତାହାକୁ ଦେଖିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ। ଯେଉଁ ଘଟଣା ଟି ଏଠାରେ ନଜରକୁ ଆସିଛି ତାହା ଏକ ସମାଜ ବିରୋଧ କାମ। ଜଣେ ଉଚ୍ଚ ଶିକ୍ଷିତ ମହିଳା ଏହିଭଳି କାମ କରି ପାରୁଛନ୍ତି ତାହାକୁସ ନେଇ ସମସ୍ତେ ପ୍ରଶ୍ନ କରିଛନ୍ତି।ଏହି ଘଟଣା ଟିରେ ସେହି ମହିଳା ଜଣଙ୍କ ଏହିଭଳି କାର୍ଯ୍ୟ କରିଥିଲେ ତାହା ଜାଣିବା ପରେ ସମସ୍ତେ ଚମକି ପଡିଛନ୍ତି।
ଆଉ ଏଠାରେ ଜାଣିବାକୁ ମିଳିଛି ଯେ ଜଣେ ମହିଳା ଉଚ୍ଚ ଶିକ୍ଷିତ ହେବା ପରେ ଯେଉଁଭଳି ଭାବରେ ଉନ୍ମୁକ୍ତ କାଣ୍ଡ ଘଟାଇ ଛନ୍ତି ତାହା ଏକ ସମାଜ ବିରୋଧୀ କାମ। ଆଉ ଯେଉଁମାନେ ଏହି ସବୁ କାର୍ଯ୍ୟ ରୁ ଦୂରରେ ରହିବା ପାଇଁ ସମସ୍ତ ଙ୍କୁ ଜଣାଇ ଥାଆନ୍ତି ହେଲେ ଏବେ ସେହି ମହିଳା ଜଣଙ୍କ ଏମିତି କିଛି ଚଂଚଲ୍ୟ କର ଘଟଣା ଘଟାଇ ସାମ୍ନାକୁ ଆସିଛନ୍ତି ଯାହା ଏଠାରେ ଦେଖିବାକୁ ମିଳିଛି। ସେହି ମହିଳା ଜଣଙ୍କ ସ୍ନାତକୋତ୍ତର ରେ ପାସ କରିବା ପରେ ସେ ଏମ ଫିଲ ମଧ୍ୟ କରିଥିଲେ ଯାହା ଏଠାରେ ଜାଣିବାକୁ ମିଳିଛି। ଆଉ ଜଣେ ମଧ୍ୟ ସେ ଏକ ଶିକ୍ଷୟତ୍ରୀ ରହିଥିଲେ କିନ୍ତୁ ତାଙ୍କର ଏହିଭଳି ଆତଙ୍କବାଦୀ କାମ ଯାହା ସମସ୍ତ ଙ୍କୁ ସ୍ତବ୍ଧ କରି ଦେଇଛି।
ସେ ଯେଉଁଠାରେ ପିଲା ମାନଙ୍କୁ ଏମିତି ସବୁ କାମ କୁ ବିରୋଧ କରିବା ସମ୍ପର୍କରେ ଶିଖାଉଥିଲେ ହେଲେ ସେ ନିଜେ ଏମିତି କିଛି କରି ପାରିଲେ ତାହା ଏକ ଆଶ୍ଚର୍ଯ୍ୟ ଘଟଣା। ଆଉ ଏବେ ଯେଉଁ ଘଟଣା ଟି ଘଟି ଯାଇଛି ତାହା ଆଫଗାନି ସ୍ତନ ଅଂଚଳ ରେ ବୋଲି ଜାଣିବାକୁ ମିଳିଛି ହେଲେ ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହେବାରେ ଲାଗିଛି। ଘଟଣା ଟିରେ ମହିଳା ଜଣଙ୍କ ରାସ୍ତା କଡ଼ ରେ ଠିଆ ହୋଇ ଥିବାର ଦେଖିବାକୁ ମିଳିଛି ହେଲେ ପରବର୍ତୀ ସମୟରେ ଗାଡି ଆସୁଛି ଏବଂ ସେହି ସମୟରେ ବୋମା ବିସ୍ପୋରଣ କରିବା ଦ୍ୱାରା ସମୁଦାୟ 4 ଜଣଙ୍କ ଜୀବନ ଚାଲି ଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।