ବନ୍ଧୁଗଣ ଆପଣ ଅନେକ କିଛି ଭାଇରାଲ ଭିଡିଓ ଘରେ ବସି ନିଜ ଫୋନ ରେ ଦେଖିବାକୁ ପାଉଥିବେ। ତେବେ ଡିଜିଟାଲ ଯୁଗରେ କିଛି ଜିନିଷ ଆଉ ଲୋକଙ୍କୁ ଅଛପା ହୋଇ ରହୁନାହିଁ। ଦେଶ ବିଦେଶର ଅନେକ ଖବର ମୁହୂର୍ତ୍ତକେ ଆସି ସାମ୍ନାରେ ପହଞ୍ଚି ଯାଉଛି। ଆଉ ବର୍ତ୍ତମାନ ର ସୋସିଆଲ ମିଡିଆ ର ବ୍ଯବହାର ର ବହୁଲତା କାରଣରୁ ଅନେକ ଘଟଣା ଆମ ସମ୍ମୁଖକୁ କିଛି କ୍ଷଣ ମଧ୍ୟରେ ଆସି ଯାଉଛି। ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଯିଏ ବି ଦେଖୁଛି ସେ ହସି ହସି ଗଡି ଯାଉଛି।
ଏବେ ଜଣେ ବ୍ୟକ୍ତିଙ୍କର ଭିଡିଓ ସୋସିଆଲ ମିଡ଼ିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ସେ ଏଠାରେ ରିମିକ୍ସ ଗୀତ ଗାଉଛନ୍ତି ବେଶ୍ ସୁନ୍ଦର ଭାବରେ। ବ୍ୟକ୍ତି ଜଣଙ୍କ ଏହି ଗୀତ ଦ୍ବାରା ନିଜର ପ୍ରତିଭା କୁ ସାରା ରାଜ୍ୟରେ ପହଞ୍ଚାଇ ପାରିଛନ୍ତି। ଏବେ ଯିଏ ବି ଏ ଗୀତକୁ ଶୁଣୁଛି ସେ ତାଙ୍କର ପ୍ରତିଭା ଏବଂ ଗୀତ ର ମଧୁରତା କୁ ପ୍ରଶଂସା କରୁଛି। ଆପଣ ତ ଅନେକ ସମୟରେ ଏହିଭଳି ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ।ଏହା କିଭଳି ଭାବରେ ଆପଣ ମାନଙ୍କୁ ଖୁସି ଦେଇଥାଏ ତାହା ମଧ୍ୟ ଆପଣ ଅନୁଭବ କରି ପାରୁଥିବେ। ସେମାନଙ୍କ କଥାରେ ଏକ ଅଲଗା ପ୍ରକାରର ଭାବନା ରହିଥାଏ ଯାହା ଶୁଣିବା ଲୋକଙ୍କୁ ବହୁତ୍ ଖୁସି ଦେଇଥାଏ।
ଯିଏବି ଗୀତ ଗାଇଲେ ତାଙ୍କର ସ୍ୱର ଯେମିତି ହେଉଥାଉ ନା କାହିଁକି ତାହା ଅନେକାଂଶରେ ଲୋକଙ୍କ ପସନ୍ଦ ପାଲଟି ଯାଇଥାଏ। ସେମାନଙ୍କୁ ଶୁଣିବା ପାଇଁ ସମସ୍ତେ ଆଗଭର ହୋଇ ଥାଆନ୍ତି ଏବଂ ବାରମ୍ବାର ଶୁଣିଲେ ବି ଏକ ଅଜଣା ଖୁସି ପାଇଥାନ୍ତି। ତେବେ ବିଭିନ୍ନ ସମୟରେ ଏହିଭଳି ଅନେକ ଭିଡିଓ ଲୋକ ଲୋଚନକୁ ଆସିବାର ଦେଖାଯାଏ।ଆଉ ସେହି ସବୁ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ୍ ମାତ୍ରାରେ ଭାଇରାଲ ହୋଇଥାଏ। ତେବେ ସେହିପରି ଏହି ଯେଉଁ ଭିଡିଓ ପୁଣି ସାମ୍ନାକୁ ଆସିଚି ଯାହା ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଏଠାରେ ବ୍ୟକ୍ତି ଜଣଙ୍କ ନନ ଷ୍ଟପ ଗୀତ ଗାଇ ଚାଲିଛନ୍ତି।
ଓଡ଼ିଆ ଗୀତ ମଝିରେ ହିନ୍ଦୀ ଗୀତ ମଧ୍ୟ ଗାଇ ଦେଉଛନ୍ତି। ସବୁ ଗୀତକୁ ମିଶାଇ ଏକ ନନ୍ ଷ୍ଟପ ରିମିକ୍ସ ସେ ତିଆରି କରିଛନ୍ତି। ତାଙ୍କର ଗୀତର କଲେକ୍ସନ ମଧ୍ୟ ବହୁତ୍ ସୁନ୍ଦର।ସେ ବିଭିନ୍ନ ପ୍ରକାର ଗୀତକୁ ଯେଉଁଭଳି ଭାବରେ ଗୋଟିଏ ପରେ ଗୋଟିଏ ସଜେଇ ଗାଉଛନ୍ତି ତାକୁ ଶୁଣିଲେ ଆପଣ ନିଜେ ନ ହସି ରହି ପାରିବେ ନାହିଁ।ଏହି ଭିଡିଓ କୁ ଲୋକେ ଦେଖିବାକୁ ବହୁତ୍ ପଶନ୍ଦ କରୁଛନ୍ତି ଏବଂ ସୋସିଆଲ ମିଡିଆରେ ମଧ୍ୟ ବହୁତ୍ ମାତ୍ରାରେ ସେୟାର୍ କରୁଛନ୍ତି। ଅନେକ ଏହି ଭିଡିଓ ରେ ଉକ୍ତ ବ୍ୟକ୍ତିଙ୍କ ପାଇଁ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।