Swastik Tv News Odisha

OMG ! ଓଡ଼ିଆ ଯୁବକଙ୍କ Audio Call ହେଲା ଭାଇରାଲ୍ ଆପଣ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ…ଦେଖନ୍ତୁ ଭିଡ଼ିଓ

0

ନିଶ୍ଚିତ ଭାବରେ ଆପଣ ଅନେକ ଭିଡିଓ ଆଜିର ଏହି ଇଣ୍ଟରନେଟ ଯୁଗରେ ପ୍ରତିଦିନ ଘରେ ବସି ଦେଖିବାକୁ ପାଉଥିବେ। ତେବେ ସେଥିମଧ୍ୟରୁ କିଛି ମଜାଳିଆ ଭିଡିଓ ରହିଥାଏ ଯାହା ଲୋକଙ୍କୁ ବେଶ୍ ପସନ୍ଦ ଆସିଥାଏ ଏବଂ ଏପରି ଭିଡିଓ ସବୁ ବହୁତ୍ ମାତ୍ରାରେ ସେୟାର ହେବାରେ ଲାଗିଥାଏ। ତେବେ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ।ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ। ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ।

ସେଥି ମଧ୍ୟରୁ କିଛି ଭିଡିଓ ଏମିତି ରହିଥାଏ ଯାହା ବାସ୍ତବରେ ଆମେ ଦେଖିବାକୁ ବହୁତ୍ ପସନ୍ଦ କରିଥାଉ। ତେବେ ସେହିପରି ଏକ ଏମିତି ମଜାଳିଆ ବା କୌତୁକିଆ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ, ଶୁଣିଲେ ଆପଣ ବହୁତ୍ ଖୁସି ହେବେ।ଆମେ ଯେଉଁ ଭିଡିଓ ସଂପର୍କରେ ଆପଣଙ୍କୁ କହିବାକୁ ଯାଉଛୁ ସେହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର। ତେବେ ଆସନ୍ତୁ ଜାଣିବା କଣ ଘଟିଛି ଏହି ଭିଡିଓ ରେ।

ଏବେ ଭାଇରାଲ ହେଉଥିବା ଏହି ଭିଡିଓ ରେ ଦୁଇଜଣଙ୍କର ବାର୍ତ୍ତାଳାପ ଶୁଣିବାକୁ ମିଳୁଛି। ଦୁଇଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି କଷ୍ଟମର କେୟାର ଏବଂ ଅନ୍ୟ ଜଣେ ହେଉଛନ୍ତି ଗ୍ରାହକ ବା ଉପଭୋକ୍ତା। ଲେଡୀ କଷ୍ଟମର କେୟାର କର୍ମଚାରୀ ଜଣଙ୍କ ଜଣେ ଗ୍ରାହକଙ୍କୁ ତାଙ୍କର ଜିନିଷ ଆସି ଏକ ନିର୍ଦ୍ଦିଷ୍ଟ ସମୟ ଭିତରେ ନେବାକୁ କହୁଛନ୍ତି। କିନ୍ତୁ ତାଙ୍କ ସହ ହିନ୍ଦୀରେ କଥା ହୋଇ ପାରୁ ନାହାଁନ୍ତି ଗ୍ରାହକ ଜଣଙ୍କ। ସେଥିପାଇଁ ସେ ଯେମିତି ପାରୁଛନ୍ତି ସେମିତି କଥା ହେଉଛନ୍ତି କଷ୍ଟମର୍ କେୟାର ଏଜେଣ୍ଟ ସହିତ। ହିନ୍ଦି ସହିତ ଓଡ଼ିଆ ମିଶାଇ ଏକ ମଜାଦାର ଢଙ୍ଗରେ ତାଙ୍କ କଥା ଶୁଣିବାକୁ ମିଳୁଛି।

ଯାହାକୁ ଶୁଣି କଷ୍ଟମର କେୟାର ଏଯେଣ୍ଟ ମଧ୍ୟ କଥା ହେଉ ହେଉ ହସି ପକାଉଛନ୍ତି। ଯୁବକ ଜଣଙ୍କ କହୁଛନ୍ତି ଆପଣ ଓଡ଼ିଆ ଟିକେ ବୁଝି ପାରିବେ। ତାଙ୍କର ଏପରି ବାର୍ତ୍ତାଳାପ କୁ ଶୁଣି ସମସ୍ତେ ହସି ହସି ଗଡି ଯାଉଛନ୍ତି। ଆପଣ ଏହି ଭାଇରାଲ କଲ୍ ରେକର୍ଡିଁ କୁ ଶୁଣିଲେ ଜାଣି ପାରିବେ ଯେ କିପରି ଭାବରେ ସେମନଙ୍କର ସମ୍ପୂର୍ଣ୍ଣ ବାର୍ତ୍ତାଳାପ ରହିଛି।ଏହି କଲ୍ ରେକର୍ଡ କୁ ଯିଏ ବି ଶୁଣୁଛି ସିଏ ହସି ହସି ଗଡି ଯାଉଛି। ଯୁବକଙ୍କ ଏପରି କଥା କହିବାର ଶୈଳୀ କୁ ଦେଖି ସମସ୍ତେ ମଜା ନେବା ସହିତ ଅନେକ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.