ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଏକ ଏମିତି ଘଟଣା ଯାହା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ ଏବଂ ଭାବ ବିହ୍ୱଳ ମଧ୍ୟ ହୋଇଯିବେ।ଏହା ସତ ଯେ ସ୍ୱାଭାବିକ ଭାବରେ ଆମେ ପ୍ରତିଦିନ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ଜାଣିଲା ପରେ ସେହି ଘଟଣାରେ ଏମିତି ଭାବରେ ପଶି ଯାଉ ଯେ ଏହା
ଆମକୁ ଭାବ ବିହ୍ୱଳ କରିଦିଏ।
ଏହାଛଡା ଏହି ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ମନ ଭିତରେ ଏକ ଭିନ୍ନ ଉତ୍ସୁକତା ଦେଖାଦିଏ। ତେଣୁ ଏଭଳି କିଛି ଖବର ଆମକୁ ବହୁତ୍ ଭଲ ଲାଗେ।କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଅଟେ। ତେଣୁ ଯଦିଓ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା। ସେହିଭଳି ଏକ ଭାଇରାଲ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଯେଉଁ ଭିଡିଓ ରେ ଆପଣ ଦେଖିବାକୁ ପାଇବେ ଯେ ଜଣେ ଏୟାର ହଷ୍ଟେଶ ପ୍ଲାଇଟ ଭିତରେ କିପରି ଭାବରେ କାନ୍ଦୁଛନ୍ତି।
ଚଳନ୍ତା ପ୍ଲେନ୍ ଭିତରେ ଏୟାର ହଷ୍ଟେଶ ଙ୍କ ଏପରି କାନ୍ଦିବା ସମସ୍ତ ଯାତ୍ରୀ ମାନଙ୍କୁ ମଧ୍ୟ ଆଶ୍ଚର୍ୟ୍ଯ କରି ଦେଇଥିଲା। ତେବେ ଆପଣଙ୍କୁ ଏବେ ଜାଣିବାକୁ ନିଶ୍ଚିତ ଇଛା ହେଉଥିବ ଯେ ସେ କାହିଁକି କାନ୍ଦୁଛନ୍ତି ଏବଂ କଣ କହୁଛନ୍ତି ସେ କାନ୍ଦିବା ସମୟରେ। ଆସନ୍ତୁ ଜାଣିବା ସେ ସଂମ୍ପର୍କରେ। ତେବେ ଏହି ଏୟାର ହଷ୍ଟେଶ ଙ୍କ ସେହିଦିନ ହେଉଛି ତାଙ୍କର ଶେଷ ଦିନ ତାଙ୍କ କାର୍ଯ୍ଯ କଳାପର। ସେଥିପାଇଁ ସେ ବିଦାୟ କାଳୀନ ଭାଷଣ ଦେଉଛନ୍ତି। ତାଙ୍କର ନାମ ହେଉଛି ସୁରଥି ନୟାର।ସେ କହୁଛନ୍ତି କି ମୁଁ କେବେବି ଭାବି ନଥିଲି ଯେ ଏମିତି ଦିନ ଆସିବ। ଏହା ହେଉଛି ମୋ ପାଇଁ ବହୁତ୍ କଷ୍ଟ ଦାୟକ।
କମ୍ପାନୀ ଏବଂ ସହକର୍ମୀ ଙ୍କ ପ୍ରଶଂସା କରି ସେ କହିଛନ୍ତି ଯେ କମ୍ପାନୀ ମୋତେ ସବୁକିଛି ଦେଇଛି। ବହୁତ୍ ଭଲ ହେଉଛି ଏହି ସଂଗଠନ। ମୁଁ ଜାଣିନି କଣ କହିବି। ମୁଁ ଯିବାକୁ ଚାହୁଁନି କିନ୍ତୁ ମୋତେ ଯିବାକୁ ହେବ। ଶେଷରେ ସେ ଯାତ୍ରୀ ମାନଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଯେ ଆପଣ ମାନଙ୍କୁ ସମସ୍ତ ଙ୍କୁ ଧନ୍ୟବାଦ। ଆମ ସହିତ ଓଡ଼ାନ କରୁଥିବା ସବୁ ଯାତ୍ରୀ ମାନଙ୍କୁ ବହୁତ୍ ଧନ୍ୟବାଦ। ଆପଣ ମାନଙ୍କ ପାଇଁ ଆମକୁ ଦରମା ଠିକ୍ ସମୟରେ କିମ୍ୱା ସମୟ ପୂର୍ବରୁ ମିଳିଯାଏ। ଏମିତି କହି ସେ କାନ୍ଦୁଛନ୍ତି ଏବଂ ମଝିରେ ମଝିରେ ଲୁହ ବି ପୋଛୁ ଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।