Swastik Tv News Odisha

OMG ! ଚାହୁଁ ଚାହୁଁ ବାଇକ ଉପରେ ଚଢି ଗଲା ବସ… ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ… ଦେଖନ୍ତୁ Video

0

ସମୟେ ସମୟେ ଏମିତି କିଛି ଘଟଣା ସବୁ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ ଯାହାକୁ ଦେଖିବା ପରେ ଦୁଃଖ ଲାଗିଥାଏ ଆଉ ଏବେ ସେହିପରି ଏକ ଘଟଣା ନଜରକୁ ଆସିଛି ଯାହା ଏବେ ଶୋକର ଛାୟା ଖେଳି ଯାଇଛି। ଏହିଠାରେ ଏକ ଦୁର୍ଘଟଣା ଘଟିଛି ଯେଉଁଠାରେ ବସ ଓ ବାଇକ ଦୁହେଁ ମୁହାଁ ମୁହିଁ ଧକ୍କା ହୋଇଛନ୍ତି ଆଉ ଶେଷରେ ଏମିତି କିଛି ଯାହା ଜାଣିଲେ ମୁଣ୍ଡରେ ହାତ ଦେବେ ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ।

ଏହିଠାରେ ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ମାତ୍ରା ରେ ଭାଇରଲ ହେବାରେ ଲାଗିଛି। ଏହି ଘଟଣା ଟି ଅତି ମର୍ମନ୍ତୁଦ ହୋଇଛି ଯାହାକୁ ତଦନ୍ତ ପରିସର ଭୁକ୍ତ। ଆଉ ଏହି ଠାରେ ଯେଉଁ ଦୁର୍ଘଟଣା ହୋଇଛି ତାହା ଏକ ଦୁଃଖଦ ପୁର୍ଣ୍ଣ। ଏମିତି ଏକ ଘଟଣା ଏବେ ଘଟି ଯାଇଛି ଯାହା କୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଏହି ଘଟଣା ଟିରେ ଅନେକ ଲୋକ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାହା ଏହି ଠାରେ ସୂଚନା ଯୋଗ୍ୟ। ଆଉ ଏଠାରେ ବସ ଟି ଯାଉଥିବା ଯାହା ହୋଇଛି ତାହା ଆପଣ ମାନେ ଦେଖିଲେ ଜାଣି ପାରିବେ।

ଏହି ଠାରେ ଏମିତି ଏକ ଦୁଖଃଦ ଘଟଣା ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ତାହା ପୁଣି ଆମ ରାଜ୍ୟରେ। ଆଉ ଏଠାରେ ଗୋଟିଏ ଯାତ୍ରୀ ବାହୀ ବସ ଟି ଯାଉଥିଲା ଟାଟା ଅଭିମୁଖେ ହେଲେ ଯାହା ଘଟି ଗଲା ତାହାକୁ ନେଇ ଏବେ ଚର୍ଚ୍ଚା। ଏହି ଠାରେ ଦେଖିବାକୁ ମିଳିଛି ଯେ ଗୋଟିଏ ବସ ଯାଉଥିବା ସମୟରେ ସାମ୍ନା ରୁ ଏକ ବାଇକ ଆସି ଚକା ତଳେ ପଶି ଯାଇଥିଲା ଯାହା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା। ଆଉ ସେହି ବାଇକ ରର ଜଣେ ଥିଲେ ଯାହା ଘଟଣା ସ୍ଥଳରେ ମଧ୍ୟ ତାଙ୍କର ମୃତ୍ୟୁ ହୋଇ ଯାଇଛି ଯାହା ଏଠାରେ ସୂଚନା ଯୋଗ୍ୟ। ଆଉ ଏବେ ସେହି ଘଟଣା ଟିରେ ଅନେକ ଲୋକଙ୍କ ଜୀବନ ମଧ୍ୟ ବଂଚି ଯାଇଥିଲା ଯାହା ଶୁଣିବାକୁ ମିଳିଛି। ଘଟଣା ଟିରେ ବାଇକ ଟି ବସ ଚକା ତଳେ ପଶି ଯିବା ପରେ ସଂଗେ ସଂଗେ ବସ ଟି ଭାରସାମ୍ୟ ହରାଇ ରାସ୍ତାର କଡ଼ କୁ ପଳେଇ ଯାଇଥିଲା ଏବଂ ଇଲେକ୍ଟ୍ରି ଖୁଣ୍ଟିରେ ଧକ୍କା କରିଥିଲା।

ଆଉ ପରବର୍ତ୍ତୀ ସମୟରେ ଏହି ଖୁଣ୍ଟିରେ ପିଟି ହେବା ପରେ ନିଆଁ ମଧ୍ୟ ବାହାରିଥିଲା ଏବଂ ସ୍ପର୍କିଂ ଜୋର ରେ ହୋଇଥିବା ନେଜ ଏଠାରେ ସୂଚନା ମିଳିଛି। ଆଉ ଏବେ ଘଟଣା ଟିରେ ଅନେକ ଲୋକ ବସ ଭିତରେ ରହିଥିଲେ ହେଲେ କାହାର କିଛି କ୍ଷତି ହୋଇ ନଥିବା ନେଇ ଯାହା ଏବେ ସୂଚନା ଯୋଗ୍ୟ। ଆଉ ଏମିତି ଘଟଣା କୁ ଏବେ ପୋଲିସ ତାର ଛାନ ଭିନ ଚଳାଉଛି ଯାହା ଏହିଠାରେ ସୂଚନା ଯୋଗ୍ୟ। ଆଉ ଏବେ ଏହାଜ ଘଟଣା ଟିରେ ଯାହାର ଭୁଲ ସେଥିପାଇଁ କିଛି ତଥ୍ୟ ଆଦି ନାହିଁ।

 

Leave A Reply

Your email address will not be published.