Swastik Tv News Odisha

OMG ! ନା ଝଡ଼ିବ ନା ଛିଡିବ ୨ ସପ୍ତାହରେ କେଶ ହେବ ଏତେ ଲାମ୍ବା କି ବିଶ୍ବାସ ହେବନି – Dr. Seema Garg

0

ଆଜିର ଦିନରେ ମହିଳା ମାନେ ସେମାନଙ୍କର କେଶ ଝଡିବା ସମସ୍ୟାକୁ ନେଇ ବହୁତ ଚିନ୍ତିତ ରହୁଛନ୍ତି । ଏହି ସମସଲ୍ୟାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ପ୍ରଡକ୍ଟ ମଧ୍ୟ ବ୍ୟବହାର କରୁଛନ୍ତି , କିନ୍ତୁ କେଶ ଝଡିବା ଦୂର ହେବା ପରିବର୍ତ୍ତେ ଅଧିକ ମାତ୍ରାରେ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏକ ସରଳ ଘରୋଇ ଉପାୟ ସମ୍ପର୍କରେ କହିବୁ , ତାହା ବ୍ୟବହାର କରି ଆପଣଙ୍କର ସମସ୍ତ କେଶ ଜନିତ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଦୂର କରି ପାରିବେ । ତେବେ ଆସନ୍ତୁ ଜାଣିବା ସେହି ସହଜ ଓ ସରଳ ଘରୋଇ ଉପଚାର ବିଷୟରେ ।

ପ୍ରସ୍ତୁତୀ ପ୍ରଣାଳୀ :-

ପ୍ରଥମ ସୋପାନ :-

ଏହି ଉପାୟକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ କିଛି ମାତ୍ରାରେ ଲବଙ୍ଗ ଆଣନ୍ତୁ , ଲବଙ୍ଗ ଆମ କେଶ ପାଇଁ ବହୁତ ଲାଭଦାୟକ ଅଟେ । କେଶକୁ ଲମ୍ୱା ଘନ ଓ ମଜବୁତ କରିବାରେ ସହାୟକ ହୋଇଥାଏ । ତେଣୁ ଆପଣ ମାନେ ଏକ ପାତ୍ରରେ ଏକ ବା ଦୁଇ ଚାମଚ ଲବଙ୍ଗ ନେବେ ଏବଂ ସେଥିରେ ଏକ ଗ୍ଲାସ ଗରମ ପାଣି ଢାଳିବେ । ଏହା ପରେ ତାହାକୁ ଗ୍ୟାସରେ 5 ମିନିଟ ପର୍ଯ୍ୟନ୍ତ ଫୁଟାଇବେ ,ଯେପରି ପାଣିର ରଙ୍ଗ ପରିବର୍ତ୍ତନ ହୋଇଯିବ ତାହାକୁ ଓହ୍ଲାଇଦେବେ ।

ଦ୍ୱିତୀୟ ପ୍ରଣାଳୀ :-

ଗ୍ୟାସରୁ ଓହ୍ଲାଇ ସାରିବା ପରେ ଏହାକୁ ଥଣ୍ଡା ହେବା ପାଇଁ ଛାଡିଦେବେ , ଥଣ୍ଡା ହୋଇଯିବା ପରେ ଏକ ଛାଣା ସାହାର୍ଯ୍ୟରେ ଛାଣି ଏକ ବୋଟଲ ରେ ଭର୍ତ୍ତି କରିନେବେ । ପ୍ରସ୍ତୁତ କରାଯାଇଥିବା ଏହି ଉପଚାରଟି ଆପଣଙ୍କର କେଶର ସମସ୍ତ ସମସ୍ୟାକୁ ଚୁଟକିରେ ଗାଏବ୍ କରିଦେବ ଏବଂ କେଶକୁ ଗହଳିଆ ମଧ୍ୟ କରିବ ।

ବ୍ୟବହାର କିପରି କରିବେ :-

ଏହି ପାଣିକୁ ଆପଣ ମାନେ ଏକ ସ୍ପ୍ରେ ବୋଟଲ ରେ ଆବଶ୍ୟକ ଅନୁସାରେ ପୂରାଇ ଦିଅନ୍ତୁ । ଏହାପରେ କେଶର ମୂଳରେ ସ୍ପ୍ରେ କରନ୍ତୁ , ଯେପରି ଭଲ ଭାବରେ କେଶର ମୂଳରେ ସଠିକ୍ ଭାବରେ ଯାଇପାରିବ । ସ୍ପ୍ରେ କରି ସାରିବା ପରେ କେଶ କୁ ଭଲ ଭାବରେ ମସାଜ କରି ନିଅନ୍ତୁ , ଏହିପରି ଆପଣ ମାନେ ଗୋଟିଏ ମାସ କରନ୍ତୁ । ଦେଖିବେ ଏହା ଆପଣଙ୍କ କେଶକୁ ଲମ୍ୱା କରାଇବା ସହିତ କେଶ ଝଡିବା ମଧ୍ୟ ବନ୍ଦ କରିଦେବ ।

ଆପଣ ମାନେ ଏହି ଉପାୟକୁ ସପ୍ତାହରେ 2 ଥର କରନ୍ତୁ ଏହି ପରି ଏକ ମାସ ପର୍ଯ୍ୟନ୍ତ , ଏହା ର ବ୍ୟବହାର କରିବା ପରେ ଆପଣ ମାନଙ୍କୁ ନିଶ୍ଚିତ ରୂପେ ଏହାର ଫଳପ୍ରାପ୍ତ ହେବ । ଏହି ଉପଚାର ବ୍ୟବହାର କରିବା ଦ୍ୱାରା କୌଣସି ପ୍ରକାର ସାଇଡ୍ ଇଫେକ୍ଟ ମଧ୍ୟ ରହି ନଥାଏ । ତେଣୁ ଆପଣ ମାନେ ଏହି ଉପଚାରକୁ ଅତି ସହଜରେ ପ୍ରସ୍ତୁତ କରି ପାରିବେ , ଏଥିରେ କୌଣସି ପ୍ରକାର ଅର୍ଥ ମଧ୍ୟ ଖର୍ଚ୍ଚ କରିବା ପାଇଁ ପଡିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.