Swastik Tv News Odisha

OMG ! ଭିକାରୁଣୀ ପାଖେ କମ୍ପ୍ୟୁଟର ସାଇନସ୍ ଡିଗ୍ରୀ, ଆଉ ହସ ହସ ମୁହଁ ରେ କହୁଛନ୍ତି mind Blowing ଅନର୍ଗଳ ଇଂରାଜୀ… ଦେଖନ୍ତୁ Video

0

ବେଳେ ବେଳେ ଏମିତି କିଛି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ ଯାହା ସମସ୍ତ ଙ୍କୁ ଚମକାଇ ଦେଇଥାଏ। ଆଉ ଏବେ ସେହିପରି ଏକ ମହିଳାଙ୍କ ଭିଡ଼ିଓ ନଜରକୁ ଆସିଛି ଯେଉଁଠି ଜଣେ ମହିଳା ଙ୍କର ଇଂରାଜୀ ଶୁଣିବା ପରେ ଆପଣ ମାନେ ମୁଣ୍ଡରେ ହାତ ଦେବେ। ଆଉ ଆସନ୍ତୁ ଜାଣିବା ସେ ସମ୍ପର୍କରେ। ଏହିଠାରେ ଏବେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଛନ୍ତି। ଏମିତି ଯେଉଁ ଭିଡ଼ିଓ ଆପଣ ମାନେ ଦେଖିବା ପରେ ବହୁତ କିଛି ଶିକ୍ଷା ପାଇବେ ଯାହା ଏଠାରେ ଜଣେ ମହିଳା କରି ଚର୍ଚ୍ଚାକୁ ଆସିଛନ୍ତି।

ଆଉ ଏବେ ସେହି ଭିଡ଼ିଓ ଟି ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହେବା ପରେ ସମସ୍ତେ ଚମକି ପଡିଛନ୍ତି ଯାହା କିଛି ପ୍ରେରଣା ଦେଇଛି ଏହି ସମାଜ କୁ। ଆଉ ତାଙ୍କର ସେହିଭଳି ଚିନ୍ତାଧାରା ଯାହା ସମସ୍ତଙ୍କୁ ଚଙ୍କିତ କରିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବା ପରେ ସମସ୍ତେ ତାହାକୁ ଶେୟାର ମଧ୍ୟ କରିଛନ୍ତି। ଏହି ଭିଡ଼ିଓ ଟିରେ ଜଣେ ମହିଳାଙ୍କ ର ଏହିପରି କିଛି ଏକ ଭିଡ଼ିଓ ଦୃଶ୍ୟ ଆସିଛି ଯାହାକୁ ଦେଖି ଆପଣ ମାନେ ମଧ୍ୟ ଚମକି ପଡିବେ।ଆଉ ତନକର ଯେଉଁଭଳି ପରିସ୍ଥିତି ଉପୁଜୁଛି ତାହା ବୋଧ ହୁଏ କେବେ ଆପଣ ଜାଣି ନଥିବେ ଆଉ ତାଙ୍କର ସେହି ଅବସ୍ଥା ଯାହା କିଛି ତାଙ୍କର ଏମିତି କିଛି ସମୟ କୁ ନେଇ ଆସିଛି।

ଆଉ ସେହି ମହିଳା ଜଣଙ୍କ ର ଜୀବନ ଶୈଳୀ ସମ୍ପର୍କରେ ଜାଣିବା ପରେ ସମସ୍ତେ ମୁଣ୍ଡରେ ହାତ ଦେବେ। ଜଣେ ମହିଳାଙ୍କ ର ଏମିତି ପରିସ୍ଥିତି ଯାହା ସୋସିଆଲ ମିଡ଼ିଆରେ ଜୋର ରେ ଚର୍ଚ୍ଚା ଧରିଛି। ଜଣେ ମହିଳା ଏବେ ଏତେ ଉଚ୍ଚ ଶିକ୍ଷିତ ହେବା ପରେ ସେ ଏମିତି କେବେ ହେବ ବୋଲି ସେ ଭାବି ନଥିଲେ। ଆଉ ସେହି ମହିଳା ଜଣଙ୍କ ଏବେ ଭିକାରୀ ଅବସ୍ଥାରେ ରହିଛନ୍ତି। ଆଉ ସେହି ମହିଳା ସମ୍ପର୍କରେ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଯାହା ତାଙ୍କ ଜୀବନ ମଧ୍ୟରେ ଘଟି ଯାଇଛି।

ଏହି ଭିଡ଼ିଓ ଟିରେ ଜଣେ ଭିକାରୀ ର ଦୃଶ୍ୟ ସମ୍ନାକୁ ଆସିଛି ଯାହା ସମସ୍ତେ ଙ୍କୁ ଚମକାଇ ଦେଇଛି। ଆଉ ସେହି ମହିଳା ଜଣଙ୍କ ର କହିବାକୁ ଗଲେ ସେ କମ୍ପୁଟର ଶାଇନ୍ସ ରେ ଡିଗ୍ରୀ ହାସଲ କରିଛନ୍ତି ଯାହା ଏଠାରେ ସୂଚନା ଯୋଗ୍ୟ। ଆଉ ସେହି ମହିଳା ଙ୍କର କଥାବାର୍ତ୍ତା ଯେପରି ଇଂରାଜୀ କହୁଛନ୍ତି ତାହା ଜଣେ ଶିକ୍ଷିତ ଭଳି ଲାଗିଛି ହେଲେ ତାଙ୍କର ପରିସ୍ଥିତି ଏମିତି ଉପୁଜୁଛି ତାହାକୁ ଏମିତି ସମୟ କୁ ନେଇ ଆସିଛି। ଆଉ ତାଙ୍କର ଯେତେବେଳେ ଚାକିରୀ କରିବା କଥା ସେହି ସମୟରେ ଏମିତି କିଛି କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.