Swastik Tv News Odisha

OMG ! ମଝି ଆକାଶରେ ଆତଙ୍କ… ଦେଖନ୍ତୁ Shocking ଭିଡ଼ିଓ

0

ସୋସିଆଲ ମିଡ଼ିଆରେ ଏମିତି ଏକ ଜିନିଷ ଯେଉଁଠାରେ ଅନେକ ଲୋକ ସବୁ ଦିନ କିଛି ନା କିଛି ଘଟଣା କୁ ଦେଖିବାକୁ ପାଇଁ ଥାଆନ୍ତି। ଆଉ କିଛି ଘଟଣା ରହିଛି ଯେଉଁଠି ଦେଖିବା ପରେ ସମସ୍ତେ ଦୁଃଖ ଅନୁଭବ କରି ଥାଆନ୍ତି। ଆଉ ଦୈବିକ ଉପରେ କେହି କେବେ କହି ପାରିବେ ନାହିଁ। ପ୍ରକୃତିର ଏମିତି ତାଣ୍ଡବ ରୁ ଆଜି ଯାଏ କେହି ବଂଚି ପାରି ନାହାଁନ୍ତି ତେବେ ଆସନ୍ତୁ ଜାଣିବା ସେହିପରି ଏକ ଘଟଣା ସମ୍ପର୍କରେ। ଏହିଠାରେ ଏକ ଦୁଃଖଦ ଘଟଣା ସମ୍ନାକୁ ଆସିଛ ଯାହା ଏବେ ସୋସିଆଲ ମିଡ଼ିଆରେ ବହୁଳ ମାତ୍ରା ରେ ଭାଇରଲ ହୋଇଛି।

ଆଉ ଏଠାରେ ଯାହା ସବୁ ଘଟିଗଲା ତାହା ଆପଣ ମାନେ ମଧ୍ୟ ଦେଖିଥିବେ। ଏମିତି ଯେଉଁ ଅବସ୍ଥା ଘଟି ଗଲା ତାହା ସମସ୍ତ ଯାତ୍ରୀ ମାନଙ୍କ ମନ ରେ ଭୟ ଖେଳି ଯାଇଥିଲା। ଆଉ ଏହି ସବୁ ଘଟଣା ଏବେ ଅନେକ ସମୟରେ ସୋସିଆଲ ମିଡ଼ିଆରେ ନଜରକୁ ଆସିଛି ଯାହା ଏହି ଜାହାଜ ରେ ଘଟି ଯାଇଛି। ଆଉ ଏବେ ଯେଉଁ ଘଟଣା ଘଟିଛି ସେଥିରେ କିଛି ଲୋକ ଆହତ ହୋଇଥିବା ନେଇ ସୂଚନା ମିଳିଛି ଯାହା ଏଠାରେ ଜାଣିବାକୁ ମିଳିଛି।

ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହେବାରେ ଲାଗିଛି। ଏବେ ଘଟଣା ଟି ରେ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଆଉ ଏହିଠାରେ ଦେଖିବାକୁ ମିଳିଛି ଯେ ଗୋଟିଏ ସ୍ପାଇସ ଜେଟ ର ଏକ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା। ଆଉ ଏହି ଜାହାଜ ଟି ଆସିଥିଲା ମୁମ୍ବାଇ ରୁ ଦୁର୍ଗା ପୁର ପରେ ଯାହା ହେଲା ଆପଣ ମାନେ ମଧ୍ୟ ଜାଣିଥିବେ। ଆଉ ଏଠାରେ ଜାହାଜ ଟି ଅବତରଣ କରିବା ସମୟରେ ଏମିତି କିଛି ଦୁଃଖଦ ଘଟଣା ଘଟିଗଲା ଯାହା ପାଇଁ ଅନେକ ଲୋକଙ୍କ ମଧ୍ୟ ଜୀବନ ଚାଲି ଯାଇଥାନ୍ତା ହେଲେ ଅଳ୍ପକେ ବଂଚି ଗଲେ। ଆଉ ଏବେ ଘଟଣା ଟି କୁ ନେଇ ଜାହାଜ ର କତ୍ତୃପକ୍ଷ ମଧ୍ୟ ନିଜର ମନ୍ତବ୍ୟ ରଖିଛନ୍ତି। ଆଉ ଏହି ଜାହାଜ ଅବତରଣ ସମୟରେ ଭୟଙ୍କର କାଳ ବୈଶାଖୀ ଆସିଥିଲା ଯାହା ଦ୍ୱାରା ଜାହାଜ ଭିତରେ ଏମିତି କିଛି ପରିସ୍ଥିତି ଉପୁଜୁଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ଭାଇରଲ ହୋଇଛି।

ଏହି ଘଟଣା ଟିରେ ସଂଗେ ସଂଗେ କାଳ ବୈଶାଖୀ ଆସିଥିଲା ସେହି ସମୟରେ ଜାହାଜ ଭିତରେ ପୁରା ହଲେଇ ଦେଇଥିଲା ଏବଂ ତାହା ଭିତରେ ଥିବା ଲୋକ ମାନେ ଭୟ କରି ଦେଇଥିଲେ। ଆଉ କିଛି ଲୋକ ମଧ୍ୟ ଏହି ଘଟଣା ଟିରେ ଆହତ ମଧ୍ୟ ହୋଇଥିଲା ଯାହା ପରବର୍ତ୍ତୀ ସମୟରେ ମେଡିକାଲ ରେ ଭର୍ତ୍ତି ହୋଇଥିବା ନେଇ ସୂଚନା ମିଳିଛି।ଆଉ ଏହି ଘଟଣା ଟିରେ କାଳ ବୈଶାଖୀ ର ଏମିତି ତାଣ୍ଡବ ରେ ସମସ୍ତେ ଡରି ଯାଇଛନ୍ତି ଯାହା ଏଠାରେ ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.