Swastik Tv News Odisha

OMG ! “ମୁଁ ଯୁଆଡେ ଯାଉଛି ସିଆଡେ କ୍ୟାମେରା ନେଇ ଚାଲି ଆସୁଛ, ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ… ଦେଖନ୍ତୁ Video

0

ବନ୍ଧୁଗଣ ଏବେ ଏକ କୁନି ପିଲାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓ କୁ ଯିଏ ବି ଦେଖୁଚି ସେ ଖୁସି ହେବା ସହିତ ନିଶ୍ଚିତ କିଛି ପ୍ରତିକ୍ରିୟା ପ୍ରକାଶ କରୁଛି। ଆପଣ ତ ଜାଣିଛନ୍ତି କୁନି ପିଲା ମାନଙ୍କର ଭିଡିଓ ଏମିତି ମନୋରଞ୍ଜନ ପୂର୍ଣ୍ଣ ଅଟେ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖିବାକୁ ପସନ୍ଦ କରନ୍ତି ଏବଂ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ, ଖୁସି ହେବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ। ଖୁସି ହେବା ସହିତ ମନୋରଞ୍ଜନର ସୁରାକ ଏବଂ ସୁଯୋଗ ମଧ୍ଯ ମିଳିଯାଏ।

କୁନି ପିଲାମାନଙ୍କ ଭିଡିଓ ଦେଖିବାକୁ ମନ ଭିତରେ ଏକ ଭିନ୍ନ ଉତ୍ସୁକତା ଦେଖାଦିଏ।ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ପିଲା ମାନଙ୍କର ଅନେକ ପ୍ରତିଭାକୁ ସମସ୍ତଙ୍କୁ ଦେଖାଇଥାନ୍ତି। ନିଜେ ପରିଚିତ ହେବା ସହ ପିଲା ମାନଙ୍କୁ ମଧ୍ୟ ପରିଚିତ କରାନ୍ତି।ଏହାସହ ସେମାନେ ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସେମାନେ ସୋସିଆଲ ମିଡିଆରେ ସେୟାର କରନ୍ତି।ଅନେକ ଲୋକ ସେମାନଙ୍କର ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି।

ଆପଣ ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି ଭାଇରାଲ ଭିଡିଓ ନିଶ୍ଚିତ ଦେଖୁଥିବେ। ସେହିପରି ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ତାହା ଏବେ ବେଶ୍ ଭାଇରାଲ ହେଉଛି।ଏହା ଏକ ଏମିତି ଭିଡିଓ ତାକୁ ଯିଏ ବି ଦେଖୁଛି ସେ ବେଶ୍ ଖୁସି ହେଉଛି। ଆଉ ଏହାକୁ ଦେଖି ଆପଣ ମଧ୍ଯ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର କେତେ ଆକର୍ଷଣୀୟ ଏବଂ ମନଛୁଆଁ ଅଟେ। ଏଥିରେ ଏକ ଛୋଟ ବାଳକ ତାର ବାପାଙ୍କୁ କଣ କହୁଛି ଶୁଣନ୍ତୁ। ଯେତେବେଳ ତାର ବାପା ତା ଭିଡିଓ ରେକର୍ଡ କରୁଛନ୍ତି ପିଲାଟି କହୁଛି ସବୁବେଳେ କଣ କ୍ୟାମେରା ରେ ମୋତେ ରେକର୍ଡ କରୁଛ।

ଯେଉଁଠିକୁ ଗଲେ ମୋବାଇଲ ନେଇ ପଛେ ପଛେ ଚାଲି ଆସୁଛ। ଏମିତିକି ବାଥ୍ ରୁମ୍ ଗଲେ ବି ଛାଡୁନ।ଏକା ଟିକେ କିଛି କାମ କରି ହେବନାହିଁ। ଏହାଛଡା ପିଲାଟି କହୁଛି ଏ ଅବସ୍ଥା କେବଳ ମୋର ନୁହଁ ବରଂ ସବୁ ପିଲା ମାନଂକର। କାରଣ ଆଜିକାଲି ବାପା ମାଆ ଚାହାଁନ୍ତି ତାଙ୍କ ପିଲା ମାନଙ୍କୁ କ୍ୟାମେରା ରେ କଏଦ କରି ରଖିବା ପାଇଁ। ତେବେ ଶେଷରେ ପିଲାଟି ତାର ବାପାଙ୍କୁ ଅନୁରୋଧ କରୁଛି ଯେ କ୍ୟାମେରା କୁ ଅଫ୍ କରିବା ପାଇଁ। ଏହିଭଳି ପିଲାଟିର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି। ଏହାକୁ ଦେଖି ଲୋକେ ପସନ୍ଦ କରିବା ସହ ବହୁତ୍ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.