Swastik Tv News Odisha

OMG ! ଯେତେ ଚୋଟ ମାରୁଛୁ ମାର… ମୁଁ କିନ୍ତୁ ବଞ୍ଚିବି… ଏହି ଛୋଟ ଛୁଆର ଭିଡ଼ିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ… ଦେଖନ୍ତୁ Video

0

ଆଧୁନିକ ସମାଜରେ ଟେକ୍ନୋଲୋଜି ନିଜର କାୟା ବିସ୍ତାର କରିପାରିଛି। ବର୍ତ୍ତମାନର ସୋସିଆଲ ମିଡ଼ିଆ ଟେକ୍ନୋଲୋଜିର ଏକ ଦାନ କହିଲେ କିଛି ଭୂଲ ହେବ ନାହିଁ। କାରଣ ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ରହିଛି। ଯେ କୌଣସି ଜାଗାରେ ଘଟୁଥିବା ଘଟଣା ଯେତେବେଳେ ଆମ ଆଖି ଆଗକୁ ଆସିଥାଏ। ଯଦି ତାହା ଆମକୁ କିଛି ମାତ୍ରାରେ ଭିନ୍ନ ଲାଗିଲା ତେବେ ତାହା ଆମ ସ୍ମାର୍ଟଫୋନରେ କଏଦ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥାଉ।

ତେବେ ଯଦି ଅନ୍ୟ ମାନଙ୍କୁ ଭିଡ଼ିଓ କିମ୍ବା ଫୋଟୋ କିଛି ଅଲଗା ପ୍ରକାର ଲାଗିଲା ତାହା ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଥାଏ। ତେବେ ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଦେଖିଥିବେ ଯାହାକି ଆମକୁ କିଛି ଅଲଗା ପ୍ରକାର ଲାଗିଥାଏ ସେସବୁ ଦେଖି ଆମକୁ ବହୁତ ଆଶ୍ଚର୍ଯ୍ୟ ଲାଗିବା ସହିତ ଖୁସି ମଧ୍ୟ ଲାଗିଥାଏ। ଯାହାବି ହେଉ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁ ଭିଡ଼ିଓରେ ଗୋଟିଏ ଛୋଟ ଝିଅକୁ ସାପ ବହୁତ ଚୋଟ ମାରୁଛି। ତେବେ ଚାଲନ୍ତୁ ଜାଣିବା ଏହି ଭାଇରାଲ ଭିଡ଼ିଓ ସମ୍ପର୍କରେ।

ସାଧରଣତ ଆମେ ସାପକୁ ଦେଖିଲେ ଭୟ କରିଥାଉ। ଛୋଟ ପିଲା ହେଉ କିମ୍ବା ଜଣେ ବଡ ମଣିଷ ହୋଇଥାନ୍ତୁ ନା କାହିଁକି ସମସ୍ତେ ଜାଣିଥାନ୍ତି ଯେ ସାପର ବିଷ ରହିଥାଏ। ହେଲେ ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁ ଭିଡ଼ିଓରେ ପିଲା ସାପ ସହିତ ଖେଳୁଛି, ଆପଣ ମାନେ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଭିଡ଼ିଓରେ ଦେଖିବା ପାଇଁ ମିଳୁଛି କି ଛୋଟ ଝିଅଟି ଅନେକ ଗୁଡ଼ିଏ ସାପ ସହିତ ଖେଳୁଥିବା ଦେଖିବା ପାଇଁ ମିଳୁଛି। ଏଭଳି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି। ଜଣେ ଛୋଟ ଝିଅ ନିର୍ଭୟରେ ସାପ ସହିତ ଖେଳୁଛି। ତାକୁ ଟିକିଏ ହେଲେ ବି ଭୟ ଲାଗୁନାହିଁ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଛୋଟ ଝିଅଟିକୁ ସାପ ଯେତେ ଚୋଟ ମାରିଲେ ମଧ୍ୟ ତାର କିଛି ବି ହେଉନାହିଁ। ତେବେ ଏହି ଭିଡ଼ିଓକୁ ସ୍ନେକ ହେଲ୍ପ ଲାଇନ ରେ ପୋଷ୍ଟ କରାଯାଇଛି। ଯାହାବି ହେଉ ସୋସିଆଲ ମିଡ଼ିଆ ରେ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖିବା ସହିତ ଅନେକ ଏହାକୁ ପ୍ରଶଂସା ମଧ୍ୟ କରୁଛନ୍ତି। ହେଲେ ଆପଣ ମାନଙ୍କୁ ବିନୀତ ଅନୁରୋଧ ଏଭଳି କାମ କେବେବି କରନ୍ତୁ ନାହିଁ। ଏହା କେବଳ ଜଣେ ପ୍ରଫେସନାଲ ସାପ ଧରାଳି ହିଁ ଏଭଳି କାମ କରିପାରିବ। ତେଣୁ ଆପଣ ମାନେ ଏଭଳି କାମ ନକରି କେବଳ ଭିଡ଼ିଓକୁ ଉପଭୋଗ କରନ୍ତୁ। ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓଟି ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.