କୋଣାର୍କ ଗଣନାଟ୍ୟ । ଓମ୍ କୁମାର ମେଲୋଡି ଛୋଟ ପିଲା ଟଙ୍କା ପଇସା ରେ ଧୂଳି ଉଡ଼ିଲା… 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେନି..

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣଂକୁ ଏମିତି ଏକ ସୁନ୍ଦର ଗୀତ ବିଷୟରେ କହିବି ଯାହା ଶୁଣିଲେ ଆପଣ ବହୁତ ଖୁସି ହୋଇଯିବେ |ମୁଁ ଆଜି ଆପଣକୁ ଆପଣଙ୍କ ପ୍ରିୟ ଗଣନାଟ୍ୟ କୋଣାର୍କର ସୁପରହିଟ ମେଲୋଡି ବିଷୟରେ କହିବି ଯେଉଁଥିରେ ତାଙ୍କର ସୁନ୍ଦର କଣ୍ଠଶିଳ୍ପୀଙ୍କ ସହିତ ଏକ କୁନି ଶିଶୁ କିପରି ଷ୍ଟେଜ ଉପରେ କମାଲ କରୁଛି ସେ ବିଷୟରେ ଜଣେଇବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |

ଏହି ଦୁନିଆରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଗୀତକୁ ବହୁତ ପସନ୍ଦ କରିବା ସହିତ ଦିନ ରାତି ଗୀତ ଶୁଣିଥାନ୍ତି, ଆପଣ ଯାତ୍ରା ହେଉ କିମ୍ବା ଫିଲ୍ମ ସବୁଥିରେ ଗୀତ ନିଶ୍ଚିତ ଥିବ |ଏହି ଗୀତ ଦ୍ଵାରା ଲୋକଙ୍କ ମନୋରଞ୍ଜନ ଅଧିକ ହୋଇଥାଏ ତାହା ସହିତ ବ୍ୟକ୍ତି ମନର ଯଦି ଦୁଃଖ ଭରି ରହିଥାଏ ତେବେ ତାହା ମଧ୍ୟ ହାଲକା ହୋଇଯାଏ |ଆପଣ ଆଗରୁ ଅନେକ ସୁନ୍ଦର ସୁନ୍ଦର ଯାତ୍ରା ମାନଙ୍କରେ ମେଡଲି ଦେଖିଥିବେ ହେଲେ ବର୍ତମାନ କୋଣାର୍କ ଗଣନାଟ୍ୟର ସୁନ୍ଦର ମେଲୋଡି ଏବେ ଦେଖିବାକୁ ମିଳିଛି |

ଏହି କୋଣାର୍କ ଗଣନାଟ୍ୟର ସୁନ୍ଦରଗୀତକାର ଓମ କୁମାରଙ୍କ କଣ୍ଠରୁ ସୁନ୍ଦର ଗୀତ ଶୁଣିବାକୁ ଦର୍ଶକ ଅନେଇ ବସିଥାନ୍ତି ଏହି ସମୟରେ ଓମ ପ୍ରକାଶଙ୍କ ସହିତ ସେହି ଷ୍ଟେଜରେ ଏକ କୁନି ପୁଅକୁ ମଧ୍ୟ ଦେଖିବାକୁ ମିଳିଥିଲା |ଓମ ପ୍ରକାଶଙ୍କ ଗୀତର ମଧୁରତା ସହିତ ସେହି କୁନି ପୁଅକୁ ଦେଖି ଦର୍ଶକ ଆହୁରି ଅଧିକ ଖୁସି ହେଇ ଯାଉଥିଲେ, କୋଣାର୍କ ଗଣନାଟ୍ୟ ଷ୍ଟେଜ ସୁନ୍ଦର ଭାବରରେ ସଜା ହେବାର ମଧ୍ୟ ଦେଖିବାକୁ ମିଳିଥିଲା |ଏହା ସହିତ ସେହି ଷ୍ଟେଜରେ କୁନି ପୁଅର କୁନି କୁନି ପାଦରେ ଷ୍ଟେଜରେ ବୁଲିବାର ଦୃଶ୍ୟ ଦର୍ଶକ ଅଧିକ ଖୁସି ହୋଇ ଯାଉଥିଲେ |

ଏହି ଷ୍ଟେଜରେ ଓମ ପ୍ରକାଶ ଏହି କୁନି ପିଲାଙ୍କ ସହିତ ଏକ ସୁନ୍ଦର ଗୀତ “ପ୍ରଥମ ପ୍ରେମର ପ୍ରଥମ ଚିଠି “ଗାଈ ସେ ଦର୍ଶକ ମାନଙ୍କ ମନକୁ ବେଶ ଛୁଇଁ ପାରିଥିଲେ |ଓମ ପ୍ରକାଶଙ୍କ ସହିତ ଏହି କୁନି ପୁଅ ସହିତ ଏହି ଗୀତରେ ଦର୍ଶକ ବେଶ ଝୁମି ଯାଉଥିଲେ, ଏହା ସହିତ ତାଙ୍କର ଏହି ଗୀତ ଓ କୁନି ପୁଅ ଉପରେ ଖୁସି ହୋଇ ଦର୍ଶକ ବହୁତ ପଇସା ମଧ୍ୟ ସେହି କୁନି ପିଲାକୁ ବଢା଼ଉ ଥିଲେ |ପିଲାଟି ଖୁବ ଖୁସି ହୋଇ ଦର୍ଶକ ହାତରୁ ପଇସା ନେଇ ଓମ ପ୍ରକାଶଙ୍କ ହାତରେ ଦେଉଥିଲେ, ଏହି ଦୃଶ୍ୟ ବହୁତ ସୁନ୍ଦର ହେବା ସହିତ ଓମ ପ୍ରକାଶଙ୍କ ଗୀତରେ ଦର୍ଶକ ମଧ୍ୟ ଝୁମି ଯାଉଥିଲେ |କୋଣାର୍କ ଗଣନାଟ୍ୟର ଏହି ମେଲୋଡି ସିନ ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment