ଓଃ କି ଚମତ୍କାର କଣ୍ଠସ୍ୱର ! ମାଆ ଝିଅଙ୍କ ଅନର୍ଗଳ ମହାଦେବ ମନ୍ତ୍ର ” Namo Namo Shankara (cover) “… ସାରା ଦେଶରେ ନିଆଁ ଭଳି ହେଉଛି ଭାଇରାଲ…

ହଁ ବନ୍ଧୁଗଣ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ଗୁଡିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତ ଙ୍କର ମନକୁ କିଣି ନେଇଥାଏ ଆଉ ସେହି ଭିଡ଼ିଓ ରେ ଆମକୁ ଅନେକ କିଛି କଥା ଜାଣିବାକୁ ମଧ୍ୟ ମିଳିଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ମା ଆଉ ଝିଅ ଦୁଇଜଣ ସୁନ୍ଦର ଭାବରେ ଗୀତ ଗାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ସଂଗୀତ ରେ ରହିଛି କିଛି ଏମିତି ମଧୁରତା ଯାହା ମନକୁ ଶାନ୍ତି ଦେଇଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଏକ ଭଜନ ଗୀତ ରେ ସମସ୍ତ ଙ୍କର ମନକୁ କିଣି ନେଇଛନ୍ତି ପ୍ରଜ୍ଞା ଆଉ ତାଙ୍କର ମା | ତେବେ ଆପଣ ମାନେ ଜାଣିଥିବେ କି ଛୋଟ ଛୋଟ ପିଲା ମାନଙ୍କର କଣ୍ଠ ରୁ ସଂଗୀତ ଶୁଣିବାକୁ ସମସ୍ତ ଙ୍କୁ ବେଶ ଭଲ ଲାଗିଥାଏ |

କାରଣ ଛୋଟ ଛୋଟ ପିଲା ମାନଙ୍କର କଣ୍ଠ ରେ ରହିଥାଏ କିଛି ଏମିତି ମଧୁରତା ଯାହା ସମସ୍ତ ଙ୍କୁ ଆକୃଷ୍ଟ କରେଇ ଦେଇଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଏକ କୁନି ଝିଅ ଯିଏ କି ଅଳ୍ପ ବୟସରୁ ତାଙ୍କର ମା ଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ମା ଙ୍କ ସହିତ ଗୀତ ଗାଇବା ପାଇଁ ଇଣ୍ଡିଆଜ ଗଡ ଟେଲେଣ୍ଟ କୁ ଯାଇଥିଲେ | ଆଉ ସେଠାରେ ମଧ୍ୟ ନିଜର ପ୍ରତିଭା କୁ ସମସ୍ତ ଙ୍କର ସାମ୍ନା କୁ ଆଣିଥିଲେ ଆଉ ସମସ୍ତ ଙ୍କ ପାଖରୁ ଭଲ ପାଇବା ଓ ପ୍ରସଂଶା ମଧ୍ୟ ସାଉଁଟିଥିଲେ |

ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ସୁନ୍ଦର ଭାବରେ ମା ଙ୍କ ସହିତ କୀଡୀନି କେଦାରନାଥ ର ଏକ ମନଛୁଆ ଭଜନ ଗୀତ ନମ ନମ ଶଙ୍କରା ଗୀତ କୁ ଗାଇ ସମସ୍ତ ଙ୍କର ମନକୁ କିଣି ନେଇଛନ୍ତି ପ୍ରଜ୍ଞା | ଆଉ କୁନି କଣ୍ଠ ରେ ଝିଅ ସହିତ ମା ଙ୍କର ଗୀତ କୁ ସମସ୍ତେ ବେଶ ପସନ୍ଦ କରିଛନ୍ତି ଓ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment