ଅକ୍ସିଜେନ ( Oxygen level ) ଅଭାବର ଲକ୍ଷଣ | ଜାଣନ୍ତୁ ଭୟଙ୍କର କଥା – Health Tips

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସ୍ୱାସ୍ଥ୍ୟ ହିଁ ମଣିଷ ର ଅମୂଲ୍ୟ ସମ୍ପଦ, ଆଉ ଯଦି ଆପଣ ଙ୍କ ଶରୀରକୁ ସବୁବେଳେ ସୁସ୍ଥ ରଖିବା ପାଇଁ ହେଲେ ଆମକୁ ବିଭିନ୍ନ ପ୍ରକାରର ଉପାୟ ମାନ ଆମେ ମାନେ ଅବଲମ୍ବନ କରିଥାଉ | ତେବେ ସେହି ଭଳି ସ୍ୱାସ୍ଥ୍ୟ ଠିକ ରଖିବା ପାଇଁ ଆମେ ମାନେ ବିଭିନ୍ନ ପ୍ରକାରର ଉପାୟ ମାନିଥାଉ |ତେବେ କୁହାଯାଉଛି କି ଆଜି କାଲି ଯେଉଁ ଭଳି ଭାବରେ ନୂଆ ରୋଗ ର ଭାଇରେଣ୍ଟ ଦେଖିବାକୁ ମିକିଛି ତାହା ଯୋଗୁଁ ମଣିଷ ର ଶରୀରରେ ଆକ୍ସିଜେନ ର ଅଭାବ ଦେଖିବାକୁ ମିଳିଛି | ଆଉ ସେହି ଆକ୍ସିଜେନ ର ଅଭାବ ହେଲେ ମଣିଷ ର ବିଭିନ୍ନ ଲକ୍ଷଣ ମାନ ମଧ୍ୟ ଦେଖିବାକୁ ମିଳିଥାଏ | ତାହେଲେ ଆସନ୍ତୁ ବନ୍ଧୁଗଣ ମଣିଷ ଶରୀରରେ ଆକ୍ସିଜେନ ଅଭାବ ରେ କଣ ସବୁ ଲକ୍ଷଣ ମାନ ଦେଖିବାକୁ ମିଳିଥାଏ ଆସନ୍ତୁ ସେ ବିଷୟରେ ଜାଣିବା |

ତେବେ କୁହାଯାଉଛି କି ଆଜି କାଲି ଶରୀରରେ ଆକ୍ସିଜେନ ର ଲେବୁଲ କୁ ଚେକ କରିବା ପାଇଁକି ପୋଲ୍ସ ଆକ୍ସିମିଟର ର ବ୍ୟବହାର କରାଯାଉଛି | ତେବେ ଯଦି ଆପଣ ଙ୍କର ଆକ୍ସିଜେନ ର ଲେବୁଲ 94 ରୁ ଅଧିକ ଅଛି ତାହେଲେ ଆମେ ତାହାକୁ ବିପଦ ମିକ୍ଟ ବୋଲି ଧରିଥାଉ |90-94 ଦେଖା ଗଲେ ବିପଦ ବଢୁଛି ବୋଲି କୁହାଯାଏ |ଆଉ ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତ ଅନୁସାରେ ଏଭଳି କିଛି ଦେଖା ଗଲେ କ୍ରୋନିଂ ଏକସେସାଇଜ ମାଧ୍ୟମରେ ଅକ୍ସିଜେନ ର ଲେବୁଲ କୁ ବଢ଼ାଇ ଯାଇ ପାରିବ | ତାହା ଛଡା ଆପଣ ମାନଙ୍କର ଅକ୍ସିଜେନ ଲେବୁଲ ଯଦି 80-89 ଭିତରେ ଥାଏ ତାହାକୁ ଆମେ ମାନେ ଇଲେରାମିଙ୍ଗ ସିଚୁଏସନ ବୋଲି କହିଥାଉ |

ଆକ୍ସିଜେନ ଅଭାବ ହେଲେ ମଣିଷ ଶରୀରରେ କଣ ସବୁ ଲକ୍ଷଣ ଦେଖା ଯାଇଥାଏ :-

1-ଯଦି ଆପଣ ଙ୍କର ଶରୀରରେ ଆକ୍ସିଜେନ ର ଲେବୁଲ କରି ଯାଇଥାଏ ତାହେଲେ ଆପଣ ଙ୍କର ଓଠ ଫାଟି ଯାଇଥାଏ ଶୁଖିକି ଓ ଓଠ ନୀଳ ରଙ୍ଗର ଦେଖା ଯାଇଥାଏ | ତେବେ ଯଦି ଆକ୍ସିଜେନ ଲେବୁଲ ଠିକ ଥାଏ ତାହେଲେ ଓଠ ଆପଣ ଙ୍କର ନାଲି ରଙ୍ଗର ଦେଖା ଯାଇଥାଏ ଓ ମୁହଁ ଗ୍ଲୋ ମଧ୍ୟ କରିଥାଏ |

2-ଏହା ବ୍ୟତୀତ କୁହାଯାଉଛି କି ଆପଣ ଙ୍କର ଶରୀରରେ ଅକ୍ସିଜେନ ର ଲେବୁଲ କମିଗଲେ ଆପଣ ଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ, ଆପଣ ମାନେ ଅଣ ନିଶ୍ୱାସୀ ହୋଇ ଯାଇଥାନ୍ତି, କାଶ ହେବା ସହିତ ଛାତି ରେ ମଧ୍ୟ ଯନ୍ତ୍ରଣା ହୋଇଥାଏ | ତେବେ ଏଭଳି କିଛି କଥା ଥିଲେ ଡାକ୍ତର ଙ୍କ ପରାମର୍ଶ ମଧ୍ୟ ନେବାରେ ଆବଶ୍ୟକତା ଥାଏ ବୋଲି କୁହାଯାଉଛି |

ତେବେ ଏହା ଥିଲା ଆମ ଶରୀରରେ ଆକ୍ସିଜେନ ର ମାତ୍ରା କମିଗଲେ କଣ ସବୁ ଲକ୍ଷଣ ଦେଖା ଯାଇଥାଏ ସେ ସମସ୍ତଙ୍କ କଥା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment