” Paas Bulati Hai ” ଏହି ଛୋଟ ପିଲାର ହିନ୍ଦୀ ଗୀତ ଟି ଶୁଣିଲେ ଆପଣ ବି କାନ୍ଦି ପକାଇବେ… ନିଜ ମା” କୁ ଭଲ ପାଉଥିଲେ ଭିଡ଼ିଓ ଟିକୁ ଥରୁଟିଏ ନିଶ୍ଚୟ ଦେଖନ୍ତୁ….

ବନ୍ଧୁଗଣ ନବେ ଦଶକର କିଛି ଲୋକପ୍ରିୟ ଫିଲ୍ମ୍ ଭିତରୁ ଅଭିନେତା ଅକ୍ଷୟ କୁମାର ଙ୍କ ଅଭିନୀତ ଜାନୱାର୍ ଫିଲ୍ମ୍ ବେଶ୍ ଲୋକପ୍ରିୟତା ହାସଲ କରିଥିଲା।ଏହି ଫିଲ୍ମ୍ ଟିର କାହାଣୀ ଏତେ ସୁନ୍ଦର୍ ଥିଲା ଯେ ଏହାକୁ ଦେଖି ଯେମିତି ପାଗଳ ପ୍ରାୟ ଏବଂ ଭାବ ବିହ୍ୱଳ ହୋଇ ଯାଇଥିଲେ ସବୁ ଦର୍ଶକ। ବହୁତ୍ ସୁନ୍ଦର୍ ନିର୍ଦ୍ଦେଶନା ଏବଂ ପ୍ରଯୋଜନା ମଧ୍ଯ ଏହି ଫିଲ୍ମ ହିଟ୍ ହେବାର ଏକ ପ୍ରମୁଖ କାରଣ ଥିଲା। ତେବେ ଆପଣ ଜାଣିଥିବେ ଏହି ଫିଲ୍ମ୍ ର ପ୍ରତିଟି ଗୀତ ବେଶ୍ ମଧୁର ଏବଂ ସମସ୍ତଙ୍କୁ ଭଲ ଲାଗିବା ଭଳି ଥିଲା।ସେ ସମୟର ସବୁ ଗୀତ ଯଦିଓ ବହୁତ୍ ଭଲ ହେଉଥିଲା।

କିନ୍ତୁ ଏହି ଫିଲ୍ମ୍ ର ଗୋଟିଏ ଗୀତ ଥିଲା ଯାହା ମାତୃ ଦିବସ ଅବସରରେ ସେହି ଫିଲ୍ମ ର ଜଣେ ଶିଶୁ କଳାକାର ତାର ମାଆ ପାଇଁ ଗାଇଥିଲା।ସେହି ଗୀତଟି ଏବେବି ଲୋକଙ୍କ ହୃଦୟରେ ରହିଛି। ଗୀତଟିର ନାମ ଥିଲା ପାସ୍ ବିଲାତି ହେଁ।ଏହି ଗୀତକୁ ଥରେ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବା। ତେବେ ସେହି ସମୟର ଏହି ଗୀତ ଏପରି ଅଟେ ଯାହାକୁ ଯେତେ ଥର ଶୁଣିଲେ ବି ଆପଣ ଆହୁରି ଶୁଣିବାକୁ ଇଚ୍ଛା କରିଥାନ୍ତି। କାରଣ ସେହି ଗୀତର ଭାବ ଏବଂ ସ୍ଵର ଆମକୁ ବେଶ୍ ପସନ୍ଦ ଆସିଥାଏ ଏବଂ ହୃଦୟକୁ ଛୁଇଁଲା ଭଳି ହୋଇଥାଏ। ତେବେ ସଙ୍ଗୀତ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ଅଟେ।

ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ।ଏମିତି ରେ ବି ଆମେ କେଉଁଠି ଆମ ମନ ପସନ୍ଦର ଏହିପରି ସଙ୍ଗୀତ ବାଜିଲେ ଏହାକୁ ଶୁଣି ବହୁତ୍ ଖୁସି ହୋଇ ଯାଇଥାଉ ଏଵଂ ଅନେକ ପୁରୁଣା ସମୟର କଥା, ମାଆ ର ସ୍ନେହ ପ୍ରେମ ଆଦି ମନେ ପଡି ଯାଇଥାଏ।ତେଣୁ ଆପଣ ଏହିଭଳି ଭାବରେ ଅନେକ ସଙ୍ଗୀତକୁ ଶୁଣିଥିବେ ଯାହା ହୃଦୟକୁ ଛୁଇଁଲା ଭଳି ହୋଇଥାଏ।କିଛି ସଙ୍ଗୀତ ଏପରି ରହିଛି ଯାହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ କିନ୍ତୁ ସେଥିରେ କୌଣସି ଭାବ ନଥାଏ।

ତେବେ ବିଶେଷକରି ନବେ ଦଶକ ଏବଂ ତା ପୂର୍ବରୁ ପ୍ରସ୍ତୁତ ହେଉଥିବା ଗୀତ ଗୁଡିକ ବେଶ୍ ହୃଦୟସ୍ପର୍ଶୀ ହୋଇ ପାରୁଥିଲା। ଯାହା ଶୁଣିବାକୁ ଆମକୁ ବହୁତ୍ ଭଲ ଲାଗିଥାଏ।ଯେମିତି ଯାନୱାର୍ ଫିଲ୍ମ୍ ର ଏହି ପାସ୍ ବୁଲାତି ହେ ଗୀତ, ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ଭାବ ବିହ୍ୱଳ ହେବା ସହିତ ବହୁତ୍ ଖୁସି ମଧ୍ୟ ହେଉ।ଏହି ଗୀତକୁ ଗାଇଛନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ଆଲକା ଆଗ୍ନିକ ଏବଂ ସୁନିଧୀ ଚୌହାନ। ସବୁ ମାଆଙ୍କ ପାଇଁ ଏହି ଗୀତ ଏକ ସୁନ୍ଦର୍ ଭାବପୂର୍ଣ୍ଣ ସଙ୍ଗୀତ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment