Sadhu Bani – ପଇସାକୁ ଚୁମ୍ବକ ପରି ଟାଣେ ଏହି ଗଛ, ୨୪ ଘଣ୍ଟାରେ ଆପଣଙ୍କ ଭାଗ୍ୟ ବଦଳେଇଦେବ,ଅପାମାର୍ଗ ଗଛର ଚମତ୍କାର ଫାଇଦା

ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ପୂର୍ବ କାଳରୁ ଲୋକେ ଅନେକ ଗଛର ପତ୍ର ସହିତ ତାହାର ଚେର ମୂଳକୁ ବ୍ୟବହାର କରି ନିଜ ଶରୀରର ଅନେକ ରୋଗକୁ ସେମାନେ ଭଲ କରି ଦେଉଥିଲେ |ସେହିପରି ବର୍ତମାନ ଅନେକ ଔଷଧୀୟ ଗଛ ରହିଛି ଯାହାକି ବ୍ୟବହାର କଲେ ତାହା ଆପଣଙ୍କୁ ସମ୍ପୂର୍ଣ ଭଲ କରି ଦେଇଥାଏ |ମୁଁ ଆଜି ଆପଣକୁ ଏକ ସୁନ୍ଦର ଗଛ ବିଷୟରେ କହିବି ଯାହାକି ଆପଣଙ୍କର ଅନେକ କାମରେ ଆସିଥାଏ, ଆପଣ ଅପମାର୍ଗ ଗଛ ବିଷୟରେ ଆଗରୁ ଜାଣିଥିବେ ନିଶ୍ଚିତ |ଆଜି ଅପମାର୍ଗ ଗଛର କିଛି ଆୟୁର୍ବେଦିକ ଓ ତାନ୍ତ୍ରିକ ଗୁଣ ବିଷୟରେ ଆପଣଙ୍କୁ ଜଣେଇବି, ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ କଥା ବିଷୟରେ |

1:-ଯେଉଁ ବ୍ୟକ୍ତି ଦାନ୍ତ ଜନିତ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ସେମାନେ ଏହି ଗଛର ଚେରରେ ଯଦି ଦାନ୍ତ ଘଷନ୍ତି ତେବେ ଆପଣଙ୍କ ଦାନ୍ତ ଜନିତ ସମସ୍ୟା ସମ୍ପୂର୍ଣ ଭଲ ହୋଇଯିବ |ଆପଣ ଏହାକୁ ଏକ ମାସ ପ୍ରଯ୍ୟନ୍ତ ଯଦି ସେଥିରେ ଦାନ୍ତ ଘଷାନ୍ତି ତେବେ ଆପଣଙ୍କ ମାଢି ସମସ୍ୟା ଦୂର ହେବା ସହିତ ଆପଣଙ୍କ ଦାନ୍ତ ମୋତି ପରି ଚକ ଚକ ମଧ୍ୟ ହୋଇଯିବ |

2:-ଆପଣ ଏହି ଗଛର ଚେରକୁ ଶୁଖାଇ ତାହାର ଗୁଣ୍ଡ ବନାଇ ତାହାକୁ ସୋରିଷ ତେଲରେ ମିଶାଇ ନିଜର ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିବା ସମୟରେ ମାଲିସ କରନ୍ତୁ |ଯଦି ଆପଣ ଏହିପରି ଏକ ମାସ ପ୍ରଯ୍ୟନ୍ତ ନିଜର ଆଣ୍ଠୁଗଣ୍ଠି ଏହି ତେଲକୁ ମାଲିସ କରନ୍ତି ତେବେ ଆପଣଙ୍କ ଆଣ୍ଠୁଗଣ୍ଠି ଯନ୍ତ୍ରଣା ନିଶ୍ଚିତ କମିଯିବ ଏବଂ ଆପଣ ଆରାମ ମଧ୍ୟ ଅନୁଭବ କରିବେ |

3:-ଆପଣ ଏହି ଗଛର ବୀଜକୁ ଆପଣ ଶନିବାର ଦିନ ନେଇ ଏକ ଲାଲା କପଡ଼ାରେ ବାନ୍ଧି ତାହାକୁ ଆପଣଙ୍କ ଘରର ଠାକୁର ଘରେ ରଖିବା ଦ୍ଵାରା ଆପଣଙ୍କ ଘରକୁ କାହାର ଦୃଷ୍ଟି ପଡିବ ନାହିଁ, ଏହା ସହିତ ଆପଣକୁ କୌଣସି ଶତ୍ରୁ ମଧ୍ୟ ବିନାଶ କରି ପାରିବ ନାହିଁ |

4:-ଏହା ସହିତ ଆପଣ ଏହି ଗଛର ଫୁଲକୁ ଆପଣ ଶୁକ୍ରବାର ଦିନ ତୁଳି ତାହାକୁ ଏକ ଲାଲା କପଡ଼ାରେ ବାନ୍ଧି ସେଥିରେ ସିନ୍ଦୁର ଲଗାଇ ତାହାକୁ ନିଜର ବେପାର ସ୍ଥାନରେ ଯଦି ଆପଣ ରଖନ୍ତି ତେବେ ଆପଣଙ୍କ ବେପାରରେ ପ୍ରଚୁର ଲାଭ ହେବ ନିଶ୍ଚିତ |

5:-ଆପଣ ଯଦି ପ୍ରତ୍ୟେକ ସୋମବାର ଦିନ ଏହି ଗଛର ମୂଳକୁ ଭଗବାନ ଶିବଙ୍କ ପାଖରେ ନେଇ ଥୋଇ ତାଙ୍କ ସାମ୍ନାରେ ଶହେ ଆଠ ଥର ଓଁ ନମଃ ଶିବାୟ ଜପ କରନ୍ତୁ |ଏହାଦ୍ଵାରା ଆପଣଙ୍କ ମନସ୍କାମନା ନିଶ୍ଚିତ ପୂରଣ ହେବ ଏବଂ ଆପଣ ସର୍ବଦା ଖୁସିରେ ରହିବେ |ଏହା ସହିତ ଆପଣ ଏହି ଗଛର ଚେରକୁ ଗୁଣ୍ଡ କରି ନିଜେ ଧରଣ କରୁଥିବା ତିଳକରେ ମିଶାଇ ତାହାକୁ ପ୍ରତ୍ୟେକ ଦିନ ନିଜ ମୁଣ୍ଡରେ ଲଗାଇ ଯଦି କୌଣସି କାର୍ଯ୍ୟରେ ବାହାରିଯାନ୍ତି ତେବେ ସେଥିରେ ନିଶ୍ଚିତ ଜୟଲାଭ କରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment