ସାରା ଦେଶରେ ଏହି ସୁନ୍ଦରୀ Girl ଙ୍କ ଡ୍ୟାନ୍ସ ନିଆଁ ଭଳି ଭାଇରାଲ ହେଉଛି… ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ଭାଇରାଲ ହେଉଠିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏକ ଡାନ୍ସ ର ଭିଡ଼ିଓ ମାନ ଭାଇରାଲ ହେବାକୁ ଲାଗିଛି | ଆଉ ଯେଉଁଥିରେ ଝିଅ ଜଣକ ସୁନ୍ଦର ଭାବରେ ଡାନ୍ସ ର କମାଲ ଦେଖାଇଛନ୍ତି ଏକ ଫେମିଲି ଫାଂକ୍ସନ ରେ | ଆଉ ଯେଉଁଠି ଝିଅ ଜଣକ ଏକ ପୁରୁଣା ହିନ୍ଦୀ ଗୀତରେ କରିବାକୁ ଲାଗିଛନ୍ତି ଡାନ୍ସ ଆଉ ଯାହା ଏକ ଲଭ ସଙ୍ଗ କୁ ନେଇକି ଡାନ୍ସ ଟି ହେଉଥିବାର ଦେଖିବାକୁ ମିଳିଛି | ଆଉ ଯାହାକୁ ଦେଖିବା ପରେ ଦର୍ଶକ ମାନେ ମଧ୍ୟ ବେଶ ପସନ୍ଦ କରିବାକୁ ଲାଗିଛନ୍ତି ଝିଅ ଟିର ଡାନ୍ସ କୁ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ଅନେକ ପ୍ରକାରର ଫେମିଲି ଫାଂସନ ହେଉ ବା ଅନ୍ୟ କୌଣସି ପ୍ରଗ୍ରାମ ରେ ଡାନ୍ସ ମାନ ଭାଇରାଲ ହେଉଥିବାର ଆପଣ ଙ୍କର ନଜର କୁ ଆସୁଥିବ ଅନେକ ସମୟରେ | ତେବେ ବର୍ତ୍ତମାନ ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଏହି ଭିଡ଼ିଓ ରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଏକ ଫେମିଲି ଫାଂକ୍ସନ ଆୟୋଜିତ ହୋଇଛି | ଆଉ ଯେଉଁଥିରେ ଅନେକ ଲୋକ ମଧ୍ୟ ଉପସ୍ଥିତ ଅଛନ୍ତି ତାହା ସହିତ ଫେମିଲି ମେମ୍ବର ମାନେ ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ |

ଆଉ ଯେଉଁଠି ଝିଅ ଟି ସୁନ୍ଦର ଭାବରେ ତାହାର ଡାନ୍ସ ର ଝଲକ ଦେଖେଇବାକୁ ଲାଗିଛନ୍ତି | “ମେରେ ଦିଲ ୟେ ପୁକାରେ ଆଜା “”ମେରେ ଗୋମ କେ ସାହରେ ଆଜା ” ହିତରେ ସୁନ୍ଦର ଭାବରେ ଡାନ୍ସ କରିବାକୁ ଲାଗିଛନ୍ତି ଝିଅ ଜଣକ | ତେବେ ଗୀତ ସହିତ ଝିଅ ଜନକଙ୍କ ଇମୋସନ ଆଉ ଫିଲିଙ୍ଗ ସହିତ ଡାନ୍ସ କରିବାକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ ବୋଲି କୁହାଯାଉଛି | ଆଉ ତାହା ସହିତ ଦେଖିବାକୁ ମିଳିଛି କି ଗୀତ ସହିତ ଝିଅ ଜଣକ ସୁନ୍ଦର ଭାବରେ ଠୁମକା ଲଗେଇବାକୁ ଲାଗିଛନ୍ତି ଆଉ ଯାହା କୁ ଦେଖିଲେ ଆପଣ ମାନେ ମଧ୍ୟ ପ୍ରସଂଶା କରିବାକୁ ଲାଗିବେ ଝିଅ ଟିର ଡାନ୍ସ କୁ |

ତେବେ ସେହି ଭଳି ଏକ ଡାନ୍ସ ର ଝଲକ ଦେଖାଇବାକୁ ଲାଗିଛନ୍ତି ଝିଅ ଜଣଙ୍କ | ଆଉ ଯାହା ବେଶ ଚିତାକର୍ଷକ ହୋଇଛି ବୋଲି କୁହାଯାଉଛି | ଆଉ ଏହି ଡାନ୍ସ ପୋରଫୋମେନ୍ସ କୁ ସମସ୍ତେ ଉପସ୍ଥିତ ଥିବା ଦର୍ଶକ ମାନେ ଦେଖିବା ସହିତ ପ୍ରସଂଶା ମଧ୍ୟ କରୁଛନ୍ତି ଝିଅ ଟିର | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇଆଲ ହେବାରେ ଲାଗିଛି ଓ ଯାହା ବେଶ ଚର୍ଚ୍ଚା ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment