Swastik Tv News Odisha

Mr Kanehiya ନିୟୁ କମେଡି Scene ” ତୋର ହାବ ଭାବ କିଛି ଜଣା ପଡୁନି ” Papu & Jhilik ଙ୍କ ଜବରଦସ୍ତ Performance

0

ଆପଣମାନେ ମନୋରଞ୍ଜନର ପାଇଁ ସୋସିଆଲ ମିଡ଼ିଆ ନିଶ୍ଚିତ ଭାବେ ବ୍ୟବହାର କରୁଥିବେ। ଆଉ ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାରର ଭିଡିଓ ଦେଖିବାକୁ ପାଉଥିବେ।ତେବେ ସୋସିଆଲ ମିଡିଆ ରେ ପ୍ରତିଦିନ ଅନେକ ପ୍ରକାର ଭିଡିଓ ଆମେ ଦେଖିବାକୁ ପାଇ ଥାଉ।।ଏଥି ମଧ୍ୟରୁ କିଛି ଭିଡିଓ ଏମିତି ରହିଛି ଯାହା ଆମକୁ ଇମୋସନାଲ କରି ଦେଉଥିବା ବେଳେ ଆଉ କିଛି ଏମିତି ଭିଡିଓ ଦେଖିବାକୁ ମିଳିଥାଏ ଯାହା ଦେଖିଲେ ଝୁମି ଉଠନ୍ତି ୟୁଜର। ଆଉ କିଛି ଏମିତି ଭିଡିଓ ରହିଥାଏ ଯାହାକୁ ଦେଖି ଆମେ ଆମ ହସକୁ ରୋକି ପାରି ନାଥାଉ ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ମାନେ ଖୁବ୍ ଖୁସି ହେବେ।

ତେବେ ଆପଣ ମାନେ କମେଡି ଦେଖିବାକୁ ଖୁବ୍ ପସନ୍ଦ କରୁଥିବେ ଆଉ ଏହି ସବୁ କମେଡି ଦେଖି ଆପଣଙ୍କୁ ନିଶ୍ଚିତ ହସ ଲାଗୁଥିବ। କିନ୍ତୁ ସମସ୍ତେ ସମସ୍ତଙ୍କୁ ହସାଇ ପାରନ୍ତି ନାହିଁ। କିନ୍ତୁ କିଛି ବ୍ୟକ୍ତିତ୍ଵଙ୍କ ଭିତରେ ଏମିତି କିଛି ପ୍ରତିଭା ରହିଥାଏ କି ସେମାନେ କଥା ଶୁଣିବା ମାତ୍ରେ ଆମ ଆମ ହସକୁ କଣ୍ଟ୍ରୋଲ କରି ପାରି ନଥାଉ। ଆପଣ ସିନେମା ଯାତ୍ରା ମଞ୍ଚ ରେ ଏମିତି ଅନେକ କମେଡ଼ିଆନ୍ ମାନଙ୍କ କମେଡି ଦେଖିବାକୁ ପାଇଥିବେ ଆଉ କମେଡି ଦେଖିବାକୁ ଖୁବ୍ ପସନ୍ଦ କରୁଥିବେ। ତେବେ ବର୍ତ୍ତମାନ ସମୟରେ ଏକ ଭରପୁର କମେଡି କ୍ଲିପ୍ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ହସି ହସି ଗଡି ଯିବେ।

ତେବେ ଆପଣ ଜାଣିଥିବେ କି ୨୦୨୨ ମସିହାରେ ସାର୍ଥକ ବ୍ୟାନରରେ ନିର୍ମିତ ହୋଇଥିବା ଓଡ଼ିଆ କଥାଚିତ୍ର ମିଷ୍ଟର କହ୍ନେୟା ବାବଦରେ ଯେଉଁଥିରେ ଅଭିନୟ କରିଥିଲେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପପୁ ପମ ପମ ଓ ଝିଲିକ୍ ଭଟ୍ଟାଚାର୍ଯ୍ୟ। ଫ୍ଲିମ୍ ଟି ରିଲିଜ୍ ହେବା ପୂର୍ବରୁ ବହୁ ବାଦ ବିବାଦ ଦେଖିବାକୁ ମିଳିଥିଲେ ମଧ୍ୟ ଏହା ସଫଳତା ପୂର୍ବକ ରିଲିଜ୍ କରା ଯାଇଥିଲା। ଆଉ ଏହି ସିନେମା ଖୁବ୍ ସଫଳତା ମଧ୍ୟ ହାସଲ କରିଥିଲା। ଦର୍ଶକ ଏହି ସିନେମାକୁ ପସନ୍ଦ ମଧ୍ୟ କରିଥିଲେ।

ତେବେ ମିଷ୍ଟର କହ୍ନେୟା ଏକ କମେଡି ଫିଲ୍ମ। ଯେଉଁଥିରେ ହାସ୍ୟ ଅଭିନେତା ପପୁ ପମପମ୍ ଖୁବ୍ ଚମତ୍କାର କମେଡି ଦେଖିବାକୁ ପାଇଥିଲେ ଦର୍ଶକ। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ କଥାଚିତ୍ର ମିଷ୍ଟର କହ୍ନେୟା ଏକ କମେଡି କ୍ଲିପ୍ ସାମ୍ନାକୁ ଆସିଛି। ଯାହା ଦେଖିଲେ ଆପଣଙ୍କ ପେଟ ହସି ହସି ଦରଜ ହୋଇଯିବ। ଭିଡିଓଟି ଫୁଲ୍ କମେଡିରେ ଭରି ରହିଛି। ତେବେ ଆପଣ ମାନେ ଏହି କମେଡି କ୍ଲିପ୍ କୁ ଦେଖିଲେ ଜାଣି ପାରିବେ ଏହା କେତେ ମନୋରଞ୍ଜନ ଭିତ୍ତିକ। ତେବେ ଆପଣ ଏହି ଭିଡିଓଟି ନିଶ୍ଚିତ ଦେଖନ୍ତୁ ଏବଂ ଏହାର ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.