ପ୍ରଥମ ଥର ପାଇଁ ଦେଖନ୍ତୁ ,କାହିଁକି ମାତାରିଣୀ ( maa tarini) ପଥର ହୋଇଥିଲେ, ହୋସ ଉଡେଇଦେଲା ଭଳି ଘଟଣା…

ତେବେ ଆମେ ଜାଣିଛୁ କି ମା ତାରିଣୀ ଙ୍କୁ ଆମେ ସବୁବେଳେ ବିପଦ ସମୟରେ ସ୍ମରଣ କରିଥାଉ | ବିପଦରେ ପଡ଼ିଥିବା ଲୋକ ଟି ଯଦି ଭକ୍ତି ଭାବରେ ମା ତାରିଣୀ ଙ୍କର ନାମ କୁ ଧରିବା ତାହେଲେ ମା ତାରିଣୀ ନିଶ୍ଚୟ ଆମ ଉପରେ କୃପା ବୃଷ୍ଟି କରିବେ ବୋଲି କୁହାଯାଉଛି | ତେବେ ତାହା ସହିତ ମାତା ତାରିଣୀ ଙ୍କର କୃପା କୁ ପାଇବା ପାଇଁ ହେଲେ ଆମକୁ ମନରେ ଭକ୍ତି ଭାବ ରଖିବା ପାଇଁ ପଡିବ, ଆଉ ତାହା ସହିତ ମା ତାରିଣୀ ଙ୍କୁ ଆମେ ଦୁର୍ଗା ଙ୍କର ରୂପ ବୋଲି ମାନିଥାଉ | ତେବେ ଆସନ୍ତୁ ଆଜି ଆମେ ଜାଣିବା ମା ତାରିଣୀ ଙ୍କର ଆବିର୍ଭାବ ବିଷୟରେ ଥିବା ରହସ୍ୟ ବିଷୟରେ |ତ୍ରେତୟା ଯୁଗରେ ମାତା ତାରିଣୀ ଙ୍କର ଆବିର୍ଭାବ କୁ ନେଇକି କଣ କୁହାଯାଇଛି ପୁରାଣରେ :-
ତେବେ ପୁରାଣ ଶାସ୍ତ୍ର ଅନୁସାରେ କୁହାଯାଉଛି କି ତ୍ରେତୟା ଯୁଗରେ ମାତା ତାରିଣୀ ଙ୍କର ଆବିର୍ଭାବ ହୋଇଥିଲା ବୋଲି | ଆଉ ଯେଉଁଠି କୁହାଯାଉଛି କି ଯେତେବେଳେ ରାମ ଆଉ ସୀତା ଦୁଇଜଣ ବନବାସ କରୁଥିଲେ ସେତେବେଳେ ରାବଣ ଆସି ରାମକୁ ହରଣ କରିକି ନେଇ ଯାଇଥିଲେ | ଆଉ ଯେଉଁଠି କୁହାଯାଉଛି କି ରାମ ସୀତା ଙ୍କୁ ରାବଣ କବଳରୁ ମୁକ୍ତି କରିବା ପାଇଁ ମାତା ଦୁର୍ଗା ଙ୍କୁ ପୂଜା କରିବା ପାଇଁ ଲାଗିଛନ୍ତି | ଆଉ ଯେଉଁଠି କୁହାଯାଉଛି କି ମାତା ଦୁର୍ଗା ରାମ ଙ୍କ ପୂଜା ରେ ଆବିର୍ଭାବ ହୋଇଥିଲେ ଆଉ କହିଥିଲେ କି ଯଦି ରାମ ମା ଦୁର୍ଗା ଙ୍କୁ ଆଖି ଖୋଲିକି ଦେଖିଦେବେ ତାହେଲେ ମା ଦୁର୍ଗା ପଥର ହୋଇଯିବେ | ଆଉ ରାମ ଦୁର୍ଗା କୁ ପ୍ରଣାମ କରିବା ପରେ ଆଖି ଖୋଲିବା ବେଳେ ମାତା ଙ୍କୁ ଦେଖିବାରୁ ମା ଦୁର୍ଗା ପଥର ହୋଇଯାଇଛନ୍ତି ଆଉ ଯାହାକୁ ଆମେ ତାରିଣୀ ଭଳି ପୂଜା କରୁ ବୋଲି କୁହାଯାଇଛି |

ଐତିହାସକ ଭାବରେ ତାରିଣୀ ଙ୍କର ଆବିର୍ଭାବ କେମିତି ହୋଇଥିଲା :-
ଯାହା କୁହାଯାଉଛି କି ତାରିଣୀ ଙ୍କୁ ପୁରୀ ରୁ କେନ୍ଦୁଝର କୁ ଆଣିକି ରଖାଯାଇଛି ବୋଲି କୁହାଯାଇଛି | ଆଉ ଯେଉଁଠି ସେତେବେଳେ କେନ୍ଦୁଝର ରେ ରାଜା ଥିଲେ ତ୍ରିଲୋଚନ ଭଞ୍ଜ ଆଉ ଯିଏକି 1480 ମସିହାରେ ମୃତ୍ୟୁ ବରଣ କରିବା ପରେ ତାଙ୍କର ପୁଅ ଗୋବିନ୍ଦ ଭଞ୍ଜ ରାଜାହୋଇଥିଲେ ଆଉ ସେ ମାତା ଙ୍କୁ ପୂଜା ଅର୍ଚନା କରିଥିଲେ | ଆଉ ସେ ଥରେ ପୁରୀ ର ରାଜା ପୁରୁଷୋତ୍ତମ ଦେବ ଙ୍କର ଆମନ୍ତ୍ରଣ ପାଇଁ ଜଗ ଗୋବିନ୍ଦ ଭଞ୍ଜ ଦେୟ ଯାଇଥିଲେ ପୁରୀ ଆଉ ସେଠାରେ ସେ କାଞ୍ଚିରୁ ଅନିଥବା ମାତା ଙ୍କୁ ସାଙ୍ଗରେ ତାଙ୍କ କେନ୍ଦୁଝର କୁ ନେବା କଥା କହିଥିଲେ |

ଆଉ ସେ କେମିତି ନେଇଯିବେ ବୋଲି କହିବାରୁ ମାତା ସ୍ୱପ୍ନା ଦେଶ ଦେଇଥିଲେ କି ସେ ଗୋବିନ୍ଦ ଭଞ୍ଜ ଙ୍କ ସହିତ ଯିବା ପାଇଁ ଚାହୁଁଛନ୍ତି ବୋଲି | ଆଉ ଯେଉଁଥିପାଇଁ ଗୋବିନ୍ଦ ଙ୍କୁ ସ୍ବପ୍ନ ଦେଇଥିଲେ କି ସେ ଆଗରେ ଚାଲିବେ ଆଉ ମାତା ପଛରେ ଘୋଡାରେ ଯିବେ ପାଉଜ ର ଶବ୍ଦ ଦେଇକି | ଆଉ ଶେଷରେ ମା କେନ୍ଦୁଝର କୁ ଯାଇଥିଲେ, ଆଉ ସେଠାରେ ଶାଳ ବଣ ରେ ମା ଘଟଗାଁ ତାରିଣୀ ଭାବରେ ରହିବା କଥା କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment