Swastik Tv News Odisha

Parents Tips – ବୁଦ୍ଧିମାନ ଶିଶୁ ପାଇଁ ଗର୍ଭବତୀ କଣ ଖାଇବେ, ପ୍ରତ୍ୟେକ ମାଆ ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ଦର୍ଶକ ବନ୍ଧୁ ଆପଣ ମାନେ ଜାଣି ଥିଲେ ବୃଦ୍ଧି ଆଉ ବିକାଶ ମଣିଷ ଶରୀରରେ ହେଲା ନିହାତି ଜରୁରୀ, ଆଉ ଏଥିପାଇଁ ଆପଣ ମାନେ ସବୁବେଳେ ଚିନ୍ତା ରେ ଥାନ୍ତି ଯେ କଣ କରିଲେ ପିଲା ଜନ୍ମ ହେବା ପରେ ହୃଷ୍ଟ ପୃଷ୍ଟ ଦେଖା ଯିବା ସହିତ ପିଲା ମସ୍ତିଷ୍କ କିପରି ବୃଦ୍ଧି ହେବ | ତାହା ପାଇଁ ଆପଣ ବିଭିନ୍ନ ପ୍ରକାର ର ଖାଦ୍ୟ ସେବନ ପାଇଁ ଆପଣ ପ୍ରସ୍ତୁତ କରିଥାନ୍ତି,ହେଲେ ସେହି ଖାଦ୍ୟ କେତେ ପରିମାଣ ର ପୋଷଣ ଆମ ଶରୀର କୁ ଯୋଗାଇଥାଏ ତାହା ଆମେ କେବେ ଭାବିନଥାଉ ଓ ଆମେ ତାହା ଖାଇବା ପାଇଁ ଦେଇଥାଉ |ତାହେଲେ ଆସନ୍ତୁ ଜାଣିବା କଣ ସେବନ ଦ୍ୱାରା ପିଲା ର ବୃଦ୍ଧି ହେବାରେ ସହାୟତା କରିଥାଏ ତାହା ଜାଣିବା |

ହଁ ଆଜ୍ଞା ଯଦି ଆପଣ ଗୋଟିଏ ସୁସ୍ଥ ଓ ବୃଦ୍ଧି ମାନ ପିଲା ଜନ୍ମ କରିବା ଚାହୁଁଛନ୍ତି ତାହାଲେ ଏହି 10 ଟି ଖାଦ୍ୟ ସେବନ କରନ୍ତୁ, ଏହା କରିବା ଦ୍ୱାରା ଆପଣଙ୍କ ପିଲା କେବେ ବି କମଜୋର ଜନ୍ମ ହେବ ନାହିଁ ତାହାଲେ ଗର୍ଭବତୀ ସମୟରେ ଆପଣ ଏହି 10 ଟି ଖାଦ୍ୟ ସେବନ କରନ୍ତୁ ତାହା ହେଲା

(1) ପାଳଙ୍ଗ ଶାଗ :-ଏଥିରେ ପ୍ରଚୁର ପରିମାଣ ରେ ପ୍ରୋଟିନ, ଫାଇବର ଓ ଭିଟାମିନ ରହିଥାଏ, ଏହା ଗର୍ଭବତୀ ମହିଳା ପ୍ରତେକ ଦିନ ସେବନ କରିବା ଦ୍ୱାରା ପିଲା ସୁସ୍ଥ ଓ ବୃଦ୍ଧି ମାନ ହେଇଥାଏ |

(2) ଅଣ୍ଡା :-ଗର୍ଭବତୀ ମହିଳା ଙ୍କୁ ପ୍ରତେକ ଦିନ ଗୋଟିଏ ଲେଖା ଅଣ୍ଡା ଖାଇବା ଦରକାର କାରଣ ଅଣ୍ଡା ରେ ପ୍ରୋଟିନ, ଭିଟାମିନ, ଓ ଭିଟାମିନ D ପ୍ରଚୁର ପରିମାଣ ରେ ରହିଥାଏ |

(3)ପିସ୍ତା ବାଦାମ :- ପ୍ରତେକ ଦିନ ରାତି 4 ଟି ପିସ୍ତା ବାଦାମ କୁ ପାଣି ପକାଇ ସକାଳୁ ତାହାର ଚପା ଛଡାଇ ଖାଇବା ଦ୍ୱାରା ପିଲା ର ହୃଷ୍ଟ ପୃଷ୍ଟ ହେବ ସହିତ ବୃଦ୍ଧିମାନ ଜନ୍ମ ହେଇଥାଏ କାରଣ ପିସ୍ତା ରେ ବହୁ ପରିମାଣ ର ମିନେରାଲ ରହିଥାଏ |

(4)ଦହି ପ୍ରତେକ ଦିନ 1 ତାଟିଆ ଦହି ଗର୍ଭବତୀ ମହିଳା ଙ୍କୁ ଖାଇବା ଦରକାର ହେଇଥାଏ

(5) ଡାଲି :- ସମସ୍ତ ପ୍ରକାର ଡାଲି ଗର୍ଭବତୀ ମହିଳା ସେବନ କରିବା ଆବଶ୍ୟକ କାରଣ ଡାଲି ପ୍ରଚୁର ପରିମାଣ ରେ ପୋଷାକ ତତ୍ୱ ରହିଥାଏ |

(6) କ୍ଷୀର :- ଗର୍ଭବତୀ ମହିଳା କ୍ଷୀର ସେବନ କରିବା ଦ୍ୱାରା ପିଲା ଓସ୍ତି ମଜବୁତ ହେଉଳିଥାଏ ଓ ପିଲା ବୃଦ୍ଧି ମାନ ହେଇଥାଏ, କାରଣ କ୍ଷୀର ରେ, କ୍ୟାଲସିୟମ ରହିଥାଏ |

(7) ତୋଟାକା ଫଳ :- ଗର୍ଭବତୀ ସମୟରେ ସେଓ, କଦଳୀ, ନଡ଼ିଆ, ଏମିତି ଭିନ୍ନ ପ୍ରକାର ଫଳ ସେବନ କରିବା ଆବଶ୍ୟକ |

(8)ଆକରୁଟ :-ଏହାର ସେବନ ଦ୍ୱାରା ଗର୍ଭବତୀ ମହିଳା ଙ୍କ ମୂଡ଼ ଭଲ ରହିଥାଏ ଯାହାର ପ୍ରଭାବ ପିଲା ଉପରେ ପଡିଥାଏ ଓ ପିଲା ସୁସ୍ଥ ରହିଥାଏ |

(9) ବୋଇତାଳୁ :-ବୋଇତାଳୁ ର ସେବନ ଦ୍ୱାରା ମଧ୍ୟ ପିଲା ସୁସ୍ଥ ଓ ସବଳ ରହିଥାଏ |

(10) ସାମୁଦ୍ରିକ ମାଛ :- ଏଥିରେ ପ୍ରଚୁର ପରିମାଣ ରେ ଆଇରନ, ଓ ଅମେଗା ରହିଥାଏ ଯାହା ପିଲା ର ହୃଷ୍ଟ ପୃଷ୍ଠ ହେବା ସହିତ ମସ୍ତିଷ୍କ ବୃଦ୍ଧି ସହାୟକ ହେଇଥାଏ |

ତାହେଲେ ଦର୍ଶକ ବନ୍ଧୁ ଏହା ଥିଲା ସେଇ 10 ଟି ଖାଦ୍ୟ ଯାହାର ସେବନ ଦ୍ୱାରା ପିଲା ହୃଷ୍ଟ ପୃଷ୍ଟ ହେବା ସହିତ ମସ୍ତିଷ୍କ ର ମଧ୍ୟ ବୃଦ୍ଧି ହେଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.