Part 2 – ଦୁନିଆର ସବୁଠାରୁ emotional and heart touching ଘଟଣା ଘଟିଲା ଏହି ଛୋଟ ପୁଅ ସହିତ… ଦେଖିଲେ ଆପଣଙ୍କ ହୋସ ଉଡିଯିବ… Please ଦେଖନ୍ତୁ Video

ଆଜ୍ଞା ହଁ କଥାଟି ସମ୍ପୂର୍ଣ୍ଣ ସତ୍ୟ ଅଟେ, ଏପରି ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଇଛି ଯାହାକୁ ଦେଖିଲେ ଆପଣଙ୍କ ମନରେ ଖୁସି ମଧ୍ୟ ହେବ, ତେବେ ଆପଣ ମାନେ ଅନେକ ସମ୍ପର୍କ ଦେଖିଥିବେ ଯାହା ଆମ ନିଜ ନିଜ ଭିତରେ ହୋଇଥାଏ | କିନ୍ତୁ ଆଜି ମୁଁ ଏମିତି ସମ୍ପର୍କ ବିଷୟରେ କହିବାକୁ ଯାଉଛି ଯାହା ଗଢ଼ି ଉଠିଛି ମାନଙ୍କ ଆଉ ଛୋଟ ଛୁଆ ଭିତରେ |ଆଉ ସେମାନଙ୍କ ପରସ୍ପର ମଧ୍ୟରେ ଥିବା ଭଲ ପାଇବା ଦେଖିଲେ ଆପଣଙ୍କୁ ବି ଲାଗିବ ଇର୍ଷା | ମାଙ୍କଡ଼ ଓ ଛୋଟ ଛୁଆଟି ମିଶିକି ଖାଉଛନ୍ତି ବାଦାମ, ଗୋଟିଏ କି ଦୁଇଟି ମାଙ୍କଡ଼ ନୁହଁ ବହୁତ ଗୁଡିଏ ମାଙ୍କଡ଼ ବସୁଛନ୍ତି ପିଲାଟି ସହ |

ତାହେଲେ ଆମେ ଜାଣିଛୁ କି ସମାଜରେ ଅନେକ ସମ୍ପର୍କ ରହିଛି ଓ ସାଧାରଣତଃ ଆପଣ ମାନେ ଦେଖିଥିବେ ଲୋକ ମାନେ ଘରେ ଵା ବାହାରେ ଅନେକ ନିଜର ପସନ୍ଦ ଅନୁସାରେ ବିଭିନ୍ନ ପ୍ରକାରର ପଶୁ ଓ ପକ୍ଷୀଙ୍କୁ ରଖିଥାନ୍ତି |ବିଶେଷ କରି ଅଧିକାଂଶ ଲୋକ ପକ୍ଷୀ ମାନଙ୍କୁ ଘରେ ପଞ୍ଜୁରୀରେ ରଖିଥାନ୍ତି, କିନ୍ତୁ ମୁଁ ଆଜି ଆପଣ ମାନଙ୍କୁ ଜଣାଉଛି ଏପରି ଘଟଣା ବିଷୟରେ ଯିଏକି ଗୋଟିଏ ଘରେ ରଖିଛନ୍ତି ମାଙ୍କଡ଼ ମାନଙ୍କ ସହିତ ବସିକି ଖାଉଛି କୁନି ଛୁଆ ଟି | ଆଉ ସେହି କଟି ଛୁଆଟି ବସିକି ଖାଉଛି ବାଦାମ ଆଉ ତାହା ସହିତ ମାଙ୍କଡ ଦଳ ମଧ୍ୟ ଆସିକି ସେହି ଛୁଆଟି ସହିତ ବସିଯାଉଛନ୍ତୁ ଓ ଜଣେ ପରେ ଜଣେ ମାଙ୍କଡ ଆସିକି କିଛି ବାଦାମ ନେଇକି ଖାଇଯାଉଛନ୍ତି ମାଙ୍କଡ |

ତେବେ ଗୋଟିଏ ଆଶ୍ଚର୍ଯ୍ୟ ର କଥା କି ପିଲାଟି ପାଖରୁ ଆସିକି ବାଦାମ ଖାଇଯାଉଛନ୍ତି ମାଙ୍କଡ ମାଣନେ କିନ୍ତୁ ମାଙ୍କଡ ମାନେ ପିଲାଟିର କିଛି ବି କ୍ଷତି କରୁନାହାନ୍ତି |ଭଗବାନ ଙ୍କ ସୃଷ୍ଟି ରେ ମଣିଷ ଶ୍ରେଷ୍ଠ ଆସନ ପାଇଛି , ତାହା ବ୍ୟତୀତ ସମ୍ପର୍କ ର ସୂତାକୁ ଆହୁରି ମଜଭୁତ କରିବା ପାଇଁ ଏହି ସଂସାରରେ ଅନେକ ପ୍ରକାରର ଜୀବଜନ୍ତୁ ବି ଭଗବାନ ସୃଷ୍ଟି କରିଛନ୍ତି, ଆଉ କୁହାଯାଇଛି ଯୋଉଠି ଭଲ ପାଇବା ଥାଏ ସେହିଠି ପଶୁ ବି ପାଲଟି ଯାଇଥାଏ ମଣିଷ |

ତେବେ ମାଙ୍କଡ଼ ଆଉ ଛୋଟ ଛୁଆଟି ଭିତରେ ଥିବା ନିବିଡ଼ ଭଲ ପାଇବାକୁ ଦେଖିଲେ ଆପଣ ବି ଭାବିବେ କି ଜଣେ ପଶୁ ହେଇକି ତାଙ୍କ ଭିତରେ ଏତେ ଆଦର, ସ୍ନେହ ଆଉ ଭଲ ପାଇବା ଆସୁଛି କୋଉଠୁ |ଏମିତି ବି ଆମେ ଜାଣିଛୁ କି ମାଙ୍କଡ ମଣିଷ କୁ ଦେଖିଲେ ଅନେକ କ୍ଷତି କରିଥାଏ | କିନ୍ତୁ ଛୋଟ ପିଲାଟିର କିଛି କରୁନାହିଁ | ମାଙ୍କଡ ଓ ମାଙ୍କଡ଼ ମାନଙ୍କ ମଧ୍ୟରେ ଖାଇଵା ପାଇଁ ସେମାନଙ୍କ ମଝିରେ ଝଗଡା ହେଉଥିଲେ ମଧ୍ୟ ପିଲାଟିର ସେମାନେ କ୍ଷତି କରନ୍ତିନି |

ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଟି ଭାଇରାଲ ହେଲା ପରେ ଲୋକ ମାନେ ଏହି ଭିଡିଓ ଟିକୁ ଦେଖିକି ଆଶ୍ଚର୍ଯ୍ୟ ହେଵା ସହିତ ଭିଡିଓକୁ ପସନ୍ଦ ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment