Swastik Tv News Odisha

Part 2 – ଦୁନିଆର ସବୁଠାରୁ emotional and heart touching ଘଟଣା ଘଟିଲା ଏହି ଛୋଟ ଝିଅ ସହିତ… ନିଜ ” ଭାଇ ” କୁ ଭଲ ପାଉଥିଲେ ପ୍ରତ୍ୟେକ ଭଉଣୀ ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏହି Video

0

ଭାଇ ଭଉଣୀଙ୍କୁ ନେଇ ଅନେକ ଗୁଡ଼ିଏ ସୁନ୍ଦର୍ ସଙ୍ଗୀତ ପ୍ରସ୍ତୁତ ହୋଇଛି ଯାହାକୁ ଆପଣ ଶୁଣିଥିବେ ଏବଂ ଦେଖିଥିବେ ନିଶ୍ଚିତ। ଏହିସବୁ ମ୍ୟୁଜିକ ଭିଡିଓ ବେଶ ସୁନ୍ଦର୍ ହୋଇଥାଏ। ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ କାହାଣୀ ରହିଥାଏ। ଏହିପରି ଆପଣ ଅନେକ ସୁନ୍ଦର୍ ସୁନ୍ଦର୍ ସର୍ଟ ଷ୍ଟୋରୀ ର ଭିଡିଓ ସବୁ ସମୟକ୍ରମେ ଦେଖିବାକୁ ପାଉଥିବେ। ଆଉ ସେହିସବୁ ଭିଡିଓ ଯେମିତି ବି ହୋଇ ଥାଉ ନା କାହିଁକି ତାହା ଦେଖିବାକୁ ବହୁତ୍ ଭଲ ଲାଗେ ଏବଂ ଏକ ଭିନ୍ନ ଖୁସି ମିଳିଥାଏ। କାରଣ ଅଳ୍ପ ସମୟର ଏହି ଭିଡିଓ ଗୁଡିକର କାହାଣୀ ବେଶ ମନୋରଂଜନ ପୂର୍ଣ୍ଣ ହୋଇଥାଏ। ଆପଣ ତ ଅନୁଭବ କରିଥିବେ ଏସବୁ ଭିଡିଓ କେତେ ମଜାଦାର ନିର୍ଦ୍ଦେଶନାରେ ନିର୍ମିତ ହୋଇଥାଏ।

ଅଧିକାଂଶ ଲୋକ ଏପରି ଭିଡିଓକୁ ଦେଖିବାକୁ ବହୁତ୍ ପସନ୍ଦ କରନ୍ତି ଏବଂ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି।ଏହାଦ୍ୱାରା ସେମାନଂକୁ ହସିବାକୁ, ଖୁସି ହେବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ। ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ବିଶେଷ କରି ଯୁବପିଢି ମାନେ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ର ଏହିପରି ପ୍ରତିଭାକୁ ସମସ୍ତଙ୍କୁ ଦେଖାଇଥାନ୍ତି। ଏହାଦ୍ୱାରା ଲୋକେ ମନୋରଂଜନ ହୁଅନ୍ତି ଏବଂ କ୍ରିଏଟର ମାନେ ମଧ୍ୟ ଏପରି କରି ପ୍ରତିଭାକୁ ବିକଶିତ କରି ନିଜେ ସ୍ୱାବାଲମ୍ବି ହୋଇ ପାରିଛନ୍ତି।

ସେମାନେ ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସୋସିଆଲ ମିଡିଆରେ ସେୟାର କରନ୍ତି। ଅନେକ ଦର୍ଶକ ଅନେକ ଲୋକ ଏପରି ରହିଛନ୍ତି ଯେଉଁମାନେ ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି।ତେବେ ଆପଣ ତ ଏଭଳି ଭିଡିଓ ଦେଖିବାକୁ ନିଶ୍ଚୟ ଭଲ ପାଉଥିବେ। ଏଭଳି ସର୍ଟ ଷ୍ଟୋରୀ ଥିବା ମ୍ୟୁଜିକ ଭିଡିଓ ଦେଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି ଏବଂ ଏହା ଦ୍ବାରା ମନୋରଂଜନ ମଧ୍ୟ ସେମାନଙ୍କର ହୋଇଯାଏ। ଯେହେତୁ ମନୋରଂଜନ ହେଉଛି ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ। ତେଣୁ ଯେତେବେଳେ ବି ଆମେ ସୁନ୍ଦର୍ କାହାଣୀ ର ଏପରି ବିଷୟବସ୍ତୁ ଥିବା ଭିଡିଓ କୁ ଦେଖୁ ଆମକୁ ବହୁତ୍ ଖୁସି ଲାଗେ।

ତେଣୁ ଆପଣ ଏହିଭଳି ଭାବରେ ଅନେକ ସୁନ୍ଦର୍ କାହାଣୀ ଉପରେ ଆଧାରିତ ଅନେକ ଭିଡିଓ ଆପଣ ଦେଖିବାକୁ ପାଉଥିବେ। ସେହିପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଠି ଭାଇ ଭଉଣୀଙ୍କ ଭଲପାଇବାକୁ ନେଇ ଏକ ସୁନ୍ଦର୍ ବିଷୟବସ୍ତୁ ରହିଛି। ଯାହାକୁ ଦେଖିଲେ ଆପଣ ଭାବ ବିହ୍ୱଳ ହେବା ସହିତ ଖୁସି ମଧ୍ୟ ହେବେ।ଏହି ଗୀତଟି ହେଉଛି ପଗଲେ ତୁ ମେରା ଭାଇ ହେଁ।ଏହି ସୁନ୍ଦର୍ ହିନ୍ଦି ଗୀତଟି କୁ ଗାଇଛନ୍ତି ବିକାଶ ନାଇଡୁ ଏବଂ ଶୁଭମ୍ ସିଂ ରାଜପୁତ ଏବଂ ଏହାର ଲିରିକ୍ସ କରିଛନ୍ତି ବିକାଶ ନାଇଡୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.